ଆଡାଲିମୁମାବ: ମାନବ ନିମନ୍ତେ ଔଷଧ

ଆଡାଲିମୁମାବ (ଇଂରାଜୀ ଭାଷାରେ Adalimumab, ଏକ ବିକ୍ରୟ ନାମ ହୁମିରା/ Humira) ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆଟିକ ଆର୍ଥ୍ରାଇଟିସ, ଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ, କ୍ରନ୍ ରୋଗ, ଅଲସରେଟିଭ କୋଲାଇଟିସ, ସୋରିଆସିସ, ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (hidradenitis suppurativa), (ୟୁଭିଆଇଟିସ) (uveitis), ଓ ଜୁଭେଣ୍ଟାଇଲ ଇଡିଓପାଥିକ ଆର୍ଥ୍ରାଇଟିସ (juvenile idiopathic arthritis) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ । ଅନ୍ୟ ଚିକିତ୍ସାର ଉପଶମ ନହେଲେ ଏହି ଔଷଧ ଦିଆଯାଏ । ଏହା ଚର୍ମତଳ ଇଞ୍ଜେକସନ ଆକାରରେ ଦିଆଯାଏ (injection under the skin) ।

ଆଡାଲିମୁମାବ
ଆଡାଲିମୁମାବ: ମାନବ ନିମନ୍ତେ ଔଷଧ
Monoclonal antibody
TypeWhole antibody
SourceHuman
TargetTNF alpha
Clinical data
Trade namesHumira, Mabura, Exemptia, others
AHFS/Drugs.commonograph
MedlinePlusa603010
data
Pregnancy
category
  • AU: C
  • US: B (No risk in non-human studies)
Routes of
administration
Subcutaneous
Drug classTNF inhibitor
ATC code
Legal status
Legal status
  • UK: POM (Prescription only)
  • US: ℞-only
Pharmacokinetic data
Bioavailability64% (subcutaneous), 0% (By mouth)
Elimination half-life10–20 days
Identifiers
CAS Number
DrugBank
ChemSpider
  • none
UNII
KEGG
ChEMBL
ECHA InfoCard100.224.376 Edit this at Wikidata
Chemical and physical data
FormulaC6428H9912N1694O1987S46
Molar mass144190.3 g/mol
 ☒NcheckY (what is this?)  (verify)

ଆଡାଲିମୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infections), ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ରାସ ଓ ମୁଣ୍ଡ ବିନ୍ଧା ହୋଇପାରେ । ଅଧିକ ପ୍ରତିକ୍ରିୟା ହେଲେ ସାଂଘାତିକ ସଂକ୍ରମଣ, କର୍କଟ ରୋଗ, ଆନାଫାଇଲାକ୍‌ସିସ, ହେପାଟାଇଟିସ ବି, ମଲ୍ଟିପ୍ଲ ସ୍କ୍ଲେରୋସିସ, ହୃଦ୍‌ପାତ, ଯକୃତ ଫେଲ ଓ ଆପ୍ଲାସ୍ଟିକ ଆନିମିଆ aplastic anemia ହୋଇପାରେ । ଗର୍ଭାବସ୍ଥାରେ ଏହା ଦିଆଯାଏ ନାହିଁ କିନ୍ତୁ କେତେକଙ୍କ ମତରେ ସ୍ତନ୍ୟପାନ ସମୟରେ ଏହା ନିରାପଦ ଥାଏ । ଆଡାଲିମୁମାବ ଏକ ରୋଗ-ପରିବର୍ତ୍ତନ‌କାରୀ ରିଉମାଟିକ ଔଷଧ (disease-modifying antirheumatic drug) ଓ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody/ TNFα) ଯାହା ଅର୍ବୁଦ ନେକ୍ରୋସିସ ଫ୍ୟାକ୍ଟର-ଆଲଫାକୁ (tumor necrosis factor-alpha) ନିଷ୍କ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।

ଆଡାଲିମୁମାବ ସନ ୨୦୦୨ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୭୦୪.୨୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫,୦୪୧.୧୨ ଆମେରିକୀୟ ଡଲାର । ଭାରତର ମାର୍କେଟକୁ ଏହାର ଏକ ଜୈବସମତୁଲ (biosimilar) ଔଷଧ ସନ ୨୦୧୪ରେ ଆସିଥିଲା ଯାହାର ମୂଲ୍ୟ ପ୍ରାୟ ମାସକୁ ୪୦୦ ଡଲାର ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପେଟେଣ୍ଟ ଅବଧି ସନ ୨୦୧୬ରୁ ପୂର୍ଣ୍ଣ ହୋଇସାରିଛି ଓ ଆଉ ଥରେ ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେବା ନିମନ୍ତେ ବେଶ୍ କିଛି ବର୍ଷ ଲାଗିଯିବ । ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୫୦ ତମ ସ୍ଥାନରେ ଥଲା ।

Similar agents

ଆଧାର

ବାହ୍ୟ ଲିଙ୍କ

Tags:

en:hidradenitis suppurativaen:juvenile idiopathic arthritisen:subcutaneous injectionen:uveitisଅଲସରେଟିଭ କୋଲାଇଟିସଇଂରାଜୀ ଭାଷାଏଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସକ୍ରନ୍ ରୋଗରିଉମାଟଏଡ ଆର୍ଥ୍ରାଇଟିସସୋରିଆସିସହାଇଡ୍ରାଡେନାଇଟିସ ସପ୍ୟୁରେଟିଭାୟୁଭିଆଇଟିସ

🔥 Trending searches on Wiki ଓଡ଼ିଆ:

ଗଣନ ସଂଖ୍ୟାଶୀତଳ ଷଷ୍ଠୀ ଯାତ୍ରାଜଗନ୍ନାଥଙ୍କ ବେଶଓଡ଼ିଆ ଖବରକାଗଜ ତାଲିକାତୁଳସୀ ଗଛମନୋଜ ଦାସଙ୍କ କଥା ଓ କାହାଣୀଭାରତଉଇକିପିଡ଼ିଆଫତୁରାନନ୍ଦପ୍ରେମଲକ୍ଷ୍ମୀଗୁଣୁପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବ୍ୟାଙ୍କମାଗୁଣିର ଶଗଡ଼ମନମୋହନ ସାମଲକୃଷ୍ଣଚନ୍ଦ୍ର ପାଣିଗ୍ରାହୀଖାସି ମାଂସ ତରକାରୀସଚ୍ଚିଦାନନ୍ଦ ରାଉତରାୟକୃଷ୍ଣପ୍ରସାଦ ମିଶ୍ରଭୀମ ଭୋଇନବକଳେବରଫକୀର ମୋହନ ସେନାପତିଏ. ପି. ଜେ. ଅବଦୁଲ କଲାମଭାରତର ଜାତୀୟ ପତାକାମାଁ ପୀତାମ୍ବର ମନ୍ଦିରସୁଭାଷ ଚନ୍ଦ୍ର ବୋଷଅଚ୍ୟୁତ ଗୋକୁଳ ନାୟକଜଣ୍ଡିସ୍ଦାଶରଥି ଦାସଗୌରୀଶଙ୍କର ରାୟଜଗନମୋହ‌ନ ଲାଲଲକ୍ଷ୍ମୀନାରାୟଣ ସାହୁ୫ ନଭେମ୍ବରଫୋସିନୋପ୍ରିଲପ୍ରଦୀପ କୁମାର ପାଣିଗ୍ରାହୀଭାରତର ନଦୀ ସମୂହର ତାଲିକାକାଳିଚରଣ ପଟ୍ଟନାୟକମହାଦେଶସ୍ତନ୍ୟପାୟୀବିଦ୍ୟୁତପ୍ରଭା ଦେବୀଢଗ ଢମାଳିଶେୟାର ବଜାରପାକ୍ରିଟିନିବରାବଣIndiaମୟୂରଭଞ୍ଜ ଜିଲ୍ଲାମହାତ୍ମା ଗାନ୍ଧୀତମନ୍ନା ବ୍ୟାସବ୍ରାଉଜରଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଦେବସ୍ନାନ ପୂର୍ଣ୍ଣିମାଗର୍ଭାବସ୍ଥାବିଜୁ ପଟ୍ଟନାୟକଅଣ୍ଡା ରୋଲସଂକ୍ରାନ୍ତିବିଶ୍ୱ ଏଡ୍‌ସ ଦିବସଭକ୍ତ ଚରଣ ଦାସଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରାଜାରାଣୀ ମନ୍ଦିରରାମଚନ୍ଦ୍ର ମିଶ୍ର୧ମ ଓଡ଼ିଶା ବିଧାନ ସଭାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଖଞ୍ଜଣିସତ୍ୟବାଦୀ ବନ ବିଦ୍ୟାଳୟସାଲଭାଡୋର ଡାଲିବିରିୟାନୀବିସ୍ଥାପିତ କାନ୍ଧ ଗଣ୍ଠିଜୟୀ ରାଜଗୁରୁଅର୍ଚ୍ଚିତା ସାହୁଫସ୍‌ଫରସବିଶ୍ୱ ମ୍ୟାଲେରିଆ ଦିବସଚିଲିକା ହ୍ରଦଚନ୍ଦନ ଯାତ୍ରାହେପାଟାଇଟିସ ବି🡆 More