ଅରୁଣା ମହାନ୍ତି: ଓଡ଼ିଶୀ ନର୍ତ୍ତକୀ

ଅରୁଣା ମହାନ୍ତି (ଜନ୍ମ ୪ ଅପ୍ରେଲ ୧୯୬୦) ଜଣେ ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୨୦୨୧ ମଇ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବରେ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ ।

ଅରୁଣା ମହାନ୍ତି
ଅରୁଣା ମହାନ୍ତି: ଓଡ଼ିଶୀ ନର୍ତ୍ତକୀ
ଅରୁଣା ମହାନ୍ତି ଟିଚ୍ ଏଡ୍‌ସ ପାଇଁ ରେକର୍ଡିଙ୍ଗ କରୁଥିବା ସମୟରେ
ଜନ୍ମ (1960-04-04) ୪ ଅପ୍ରେଲ ୧୯୬୦ (ବୟସ ୬୪)
ଭୁବନେଶ୍ୱର, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଓଡ଼ିଶୀ ନୃତ୍ୟ ଶିଳ୍ପୀ, ଓଡ଼ିଶୀ ନୃତ୍ୟଗୁରୁ, ନୃତ୍ୟ ନିର୍ଦ୍ଦେଶକ
(s)ଓଡ଼ିଶା ନୃତ୍ୟ ଏକାଡେମୀ, ଭୁବନେଶ୍ୱର
ପ୍ରସିଦ୍ଧିଓଡ଼ିଶୀ ନୃତ୍ୟ
ଶୈଳୀଓଡ଼ିଶୀରେ ଅଭିନୟ ରୂପ ଏବଂ ଅନ୍ୟାନ୍ୟ
ବୈବାହିକ-ସାଥୀଦେବାଶିଷ ପଟ୍ଟନାୟକ
ସନ୍ତାନସ୍ପନ୍ଦନା ପଟ୍ଟନାୟକ (ଝିଅ)
ପିତାମାତା(s)କମଳ ଲୋଚନ ମହାନ୍ତି, ପ୍ରତିମା ମହାନ୍ତି
ପୁରସ୍କାରପଦ୍ମଶ୍ରୀ, ୨୦୧୭
ମାହାରି ସମ୍ମାନ ୧୯୯୭

ଅରୁଣା ମହାନ୍ତି ବାଲ୍ୟକାଳରୁ ପିତା କମଳ ଲୋଚନ ମହାନ୍ତିଙ୍କଠାରୁ ନୃତ୍ୟ ଅଭିନୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ଶ୍ରୀନାଥ ରାଉତ ଓ ଗୋବିନ୍ଦ୍ର ପାଳଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ୧୯୭୨ ମସିହାରୁ, ସେ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅରୁଣା ନିଜକୁ ଜଣେ ନୃତ୍ୟଶିଳ୍ପୀରୁ ନୃତ୍ୟଗୁରୁ ଓ ନୃତ୍ୟନିର୍ଦ୍ଦେଶକ ଭାବରେ ଗଢ଼ିତୋଳି ଥିଲେ । ଅରୁଣା, ବିଭିନ୍ନ ସମୟରେ ଗୁରୁ ପଙ୍କଜ ଚରଣ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ, ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଛନ୍ତି ।

ଦୂରଦର୍ଶନରେ ପ୍ରସାରିତ "ଯା ଦେବୀ ସର୍ବଃ ଭୂତେଷୁ" କାର୍ଯ୍ୟକ୍ରମର "ମା ଦୁର୍ଗା" ଚରିତ୍ର ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବାରେ ତାଙ୍କର ଭୂମିକା ରହିଛି । ବର୍ତ୍ତମାନ ସେ ଭାରତ ସରକାରଙ୍କ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ମୁଖ୍ୟ ଉପଦେଷ୍ଟା ଏବଂ ଓଡ଼ିଶା ନୃତ୍ୟ ଏକାଡେମୀର ମୁଖ୍ୟ ସମ୍ପାଦକ ତଥା ନୃତ୍ୟଗୁରୁ ଭାବରେ ସକ୍ରିୟ ଅଛନ୍ତି ।

ପୁରସ୍କାର ଏବଂ ସମ୍ମାନ

  • ପଦ୍ମଶ୍ରୀ, ୨୦୧୭
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୪
  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୦
  • ସଂଯୁକ୍ତା ପାଣିଗ୍ରାହୀ ସ୍ମୃତି ସମ୍ମାନ, ୨୦୦୧
  • ମାହାରୀ ସମ୍ମାନ, ୧୯୯୭

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶା ସରକାରଓଡ଼ିଶୀ

🔥 Trending searches on Wiki ଓଡ଼ିଆ:

ଭାସ୍କୋ ଡା ଗାମାକଳସା ଚଉତିଶାବିଶ୍ୱନାଥ କରଶ୍ରୀନିବାସ ରାମାନୁଜନସୀତା ବିବାହରାଜକୃଷ୍ଣ ବୋଷସତ୍ରାଜିତ୍‌ମନୋଜ ଦାସବେଦତାମିଲନାଡୁଜଳବିଦ୍ୟୁତ୍ନବଯୌବନ ବେଶକାକରା ପିଠାରଚିତା ମିସ୍ତ୍ରୀବସନ୍ତ କୁମାର ମହାନନ୍ଦମହାଦେଶଗୋଦାବରୀଶ ମହାପାତ୍ରରାଜ୍ୟମୟୂରଭଞ୍ଜ ଜିଲ୍ଲାଭାରତର ସଂସ୍କୃତିଅନୁଭବ ମହାନ୍ତିଜ୍ଞାନପୀଠ ପୁରସ୍କାରଗରୁଡ଼ହୃଷୀକେଶ ପଣ୍ଡାରାମ୍ବୁଟାନ୍ବୀର ସୁରେନ୍ଦ୍ର ସାଏଗୋପାଳ ଛୋଟରାୟବିଶ୍ୱ ପଶୁ ଦିବସଓଡ଼ିଆ ଭାଗବତପଞ୍ଚାନନ ମିଶ୍ରପିଠାପଠାଣି ପଟ୍ଟନାୟକଭୁବନେଶ୍ୱରକୁତବମିନାରହୋ ଜନ‌ଜାତିରମେଶ ପ୍ରସାଦ ପାଣିଗ୍ରାହୀଡାଲମାଯୌନ ସମ୍ଭୋଗବୈକୁଣ୍ଠନାଥ ପଟ୍ଟନାୟକଉପେନ୍ଦ୍ର କିଶୋର ଦାସଆନ୍ଧ୍ର ପ୍ରଦେଶଶୁଚିତ୍ୱ୧୮୭୧ପ୍ରତିଭା ରାୟହିନ୍ଦୁ ଧର୍ମଲକ୍ଷ୍ମୀ୨୯ ଅପ୍ରେଲଅବକାଶ ବେଶବିନୋଦ ଚନ୍ଦ୍ର ନାୟକବୁଧଅଶୋକ (ସମ୍ରାଟ)ଓଡ଼ିଆ ଭାଷାଗୋଲୋକ ବିହାରୀ ଧଳମୌଳିକ ସଂଖ୍ୟାପ୍ରମିଳା ମଲ୍ଲିକମହାତ୍ମା ଗାନ୍ଧୀପଞ୍ଜାବୀ ପୋଷାକଚାଖି ଖୁଣ୍ଟିଆଅବସରହରେ କୃଷ୍ଣTurtleପରିମେୟ ସଂଖ୍ୟାଅମାଲୁବି. ଆର. ଆମ୍ବେଦକରବାଲିକୁଦା-ଏରସମା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ହରଣ (ଗଣିତ)🡆 More