ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା

ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଜିତ କୁମାର । କେଶବ ରାଠୋଡ଼ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ବିଜୟ ମିଶ୍ର ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଜେ.

ଏଚ. ସତ୍ତାର ।

ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା
ନିର୍ଦ୍ଦେଶକଜେ. ଏଚ. ସତ୍ତାର
ପ୍ରଯୋଜକସୁଜିତ କୁମାର
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ବିଜୟ ମହାନ୍ତି
ତନ୍ଦ୍ରା ରାୟ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୯
ଦେଶଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୫୫ଲକ୍ଷ ୩୨ହଜାର

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଝରଣା ଦାସ, ଅରୁଣା ଇରାନୀ, ସୁଜିତ କୁମାର, ଜୟୀରାମ ସାମଲ, ତାପସ ପାଲ, ସୁଧାରାଣୀ ଜେନା, ରୁନୁ ପରିଜା, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୁମିତ୍ରା ଲହରୀ । ତୃପ୍ତି ଦାସ, ବାଦଲ କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର

ବାହାର ଆଧାର

Tags:

ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ଅଭିନୟଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ଗୀତ ଓ ସଙ୍ଗୀତଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ଆଧାରଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ବାହାର ଆଧାରଟୋପାଏ ସିନ୍ଦୂର ଦି ପଟ ଶଙ୍ଖା

🔥 Trending searches on Wiki ଓଡ଼ିଆ:

ବୀର ସୁରେନ୍ଦ୍ର ସାଏଉଇକିପିଡ଼ିଆଉଜବେକିସ୍ତାନଗୋପୀନାଥ ମହାନ୍ତିଆଫ୍ରିକାଗୋପାଳ ଛୋଟରାୟଯୁକ୍ତରାଜ୍ୟସେପ୍ସିସଯକ୍ଷ୍ମାଔଷଧୀୟ ବୃକ୍ଷଲତାଯୁକ୍ତରାଷ୍ଟ୍ର ଆମେରିକାନରୱେପ୍ରତୀକ୍ଷାହାଇଦ୍ରାବାଦ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଓଡ଼ିଆ ଭାଷାବଳଭଦ୍ର ମାଝୀଜଗନମୋହ‌ନ ଲାଲଆଲଜିମର ରୋଗ୧୫୮୧ଭାରତୀୟ ଡାକ ସେବାନିତ୍ୟାନନ୍ଦ ମହାପାତ୍ରଇଲନ ମସ୍କଆର. କେ. ନାରାୟଣସର୍ବପଲ୍ଲୀ ରାଧାକୃଷ୍ଣନଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୈକୁଣ୍ଠନାଥ ପଟ୍ଟନାୟକଗୀତଗୋବିନ୍ଦକ୍ଲିଣ୍ଡାମାଇସିନWikipediaପୁରୀଉତ୍କଳ ସାହିତ୍ୟ ସମାଜବିଜ୍ଞାନକେଶବ କୋଇଲିନିର୍ମାଲ୍ୟପ୍ରଦୀପ କୁମାର ଅମାତବି. ଆର. ଆମ୍ବେଦକରବିହାରସିଲିକନପଦାର୍ଥଓଡ଼ିଶାର ସଂସ୍କୃତି୧୮୭୦Armenia୩ ଫେବୃଆରୀଜ୍ଞାନୀନ୍ଦ୍ର ବର୍ମାମଣିଷ୧୯୨୭ବ୍ୟାଙ୍କନଳିନୀକାନ୍ତ ମହାନ୍ତିପାଦର ଗଣ୍ଠିପ୍ରଣବ ପ୍ରକାଶ ଦାସକମ୍ପ୍ୟୁଟରହିନ୍ଦୁ ଧର୍ମସେସିଲିଆ ପେଇନ-ଗାପୋସ୍ଚକିନଆମ୍ବରାଜେନ୍ଦ୍ର ନାରାୟଣ ସିଂହଦେଓଫାରୋ ଦ୍ଵୀପପୁଞ୍ଜବସନ୍ତ କୁମାର ଶତପଥୀଅଭିମନ୍ୟୁସ୍ୱିଡେନମାୟାଧର ମାନସିଂହପ୍ରଫୁଲ୍ଲ ସାମଲସାର୍ବଭୌମ ସ୍ୱାଧୀନ ଦେଶମାନଙ୍କର ତାଲିକାଇସଲାମ ଧର୍ମସୁଦୀପ ତ୍ୟାଗୀଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଇଲେକ୍‌ଟ୍ରୋନକର୍କଟ ରୋଗ🡆 More