ଅପରିମେୟ ସଂଖ୍ୟା

ଅପରିମେୟ ସଂଖ୍ୟା ଗୋଟିଏ ବାସ୍ତବ ସଂଖ୍ୟା ଯାହାକି ଏକ ଭଗ୍ନସଂଖ୍ୟା a/b, ରୂପରେ ପ୍ରକାଶ କରାଯାଇପାରିବ ନାହିଁ, (ଏଠାରେ a ଏକ ପୂର୍ଣ୍ଣସଂଖ୍ୟା ଓ b ଶୂନ୍ୟ ଛଡ଼ା ଅନ୍ୟ ପୂର୍ଣ୍ଣସଂଖ୍ୟା । ପ୍ରକାରାନ୍ତରେ ବାସ୍ତବ ସଂଖ୍ୟା ସେଟରେ ଯେଉଁସବୁ ସଂଖ୍ୟା ପରିମେୟ ନୁହେଁ ସେ ସବୁ ହେଉଛନ୍ତି ଅପରିମେୟ ସଂଖ୍ୟା । ସଂଖ୍ୟା ରେଖାରେ ଅପରିମେୟ ସଂଖାକୁ ରେଖା ଉପରିସ୍ଥ ବିନ୍ଦୁ ମାଧ୍ୟମରେ ଚିହ୍ନଟ କରାଯାଇପାରିବ ନାହିଁ । ଅପରିମେୟ ସଂଖ୍ୟାକୁ ଦଶମିକ ସଂଖ୍ୟାରେ ପ୍ରକାଶ କରିବା ବେଳେ ତାହା ସସୀମ ଦଶମିକ କିମ୍ବା ପୌନଃପୁନିକ ଦଶମିକ ନ ହୋଇ ଅସୀମ ଦଶମିକ ଆକାରରେ ପ୍ରକାଶିତ ହୁଏ । ଯେଉଁ ବାସ୍ତବ ସଂଖ୍ୟାସବୁ ପରିମେୟ ନୁହନ୍ତି ସେ ସବୁ ଅପରିମେୟ ସଂଖ୍ୟା ଅଟନ୍ତି, ଯଥା;୨ର ବର୍ଗମୂଳ (√୨), ପାଇ π .....

ଇତ୍ୟାଦି । ଅଷ୍ଟାଦଶ ଶତାବ୍ଦୀରେ ଜୋହାନ୍ନ ହେନ୍ରିକ୍ ଲାମ୍ବର୍ଟ ପ୍ରମାଣ କରିଥିଲେ ଯେ π ଗୋଟିଏ ଅପରିମେୟ ସଂଖ୍ୟା ।

ଅପରିମେୟ ସଂଖ୍ୟା
π ଗୋଟିଏ ଅପରିମେୟ ସଂଖ୍ୟା

ଭାରତୀୟ ସଂଦର୍ଭରେ ଅପରିମେୟ ସଂଖ୍ୟାର ଉଲ୍ଲେଖ ବୈଦିକ ଯୁଗରେ ରଚିତ ସଂହିତା, ବ୍ରାହ୍ମଣ, ଇତ୍ୟାଦି ରଚନାରେ ଦେଖିବାକୁ ମିଳେ । ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ ବେଳକୁ ଭାରତୀୟ ଗାଣିତିକ ମାନବ(c. 750 – 690 BC) ଜ୍ଞାତଥିଲେ ଯେ ୨ ଏବଂ ୬୧ ଭଳି କିଛି ସଂଖ୍ୟାର ବର୍ଗମୂଳ ସଂପୂର୍ଣ୍ଣ ସଠିକ ଭାବେ ନିର୍ଣ୍ଣୟ କରାଯାଇପାରିବ ନାହିଁ । ଜଣାଯାଏ, ଆର୍ଯ୍ୟଭଟ୍ଟ (5th century AD) ପାଇର ସଠିକ ମୂଲ୍ୟ କେବଳ ଦଶମିକ ପାଞ୍ଚ ସ୍ଥାନ ପର୍ଯ୍ୟନ୍ତ ବାହାର କରି ଏହାକୁ ପାଇର ଆସନ୍ନ ମୂଲ୍ୟ ଭାବେ ପ୍ରକାଶ କରିଥିଲେ ।

ଗାଣିତିକ ଧର୍ମ

ଅପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:

  • ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୂପେ ପ୍ରକାଶିତ ହୁଏ ।
  • ବାସ୍ତବ ସଂଖ୍ୟାର ସେଟ ଅସୀମ, କିନ୍ତୁ ପରିମେୟ ସଂଖ୍ୟାର ସେଟ ସସୀମ ଅଟେ । ଅତଏବ ଗାଣିତିକ ପଦ୍ଧତିରେ ଅପରିମେୟ ସଂଖ୍ୟାର ସେଟ ଅସୀମ ଅଟେ ।

ଆଧାର

ବାହାର ଲିଙ୍କ

Tags:

Piପରିମେୟ ସଂଖ୍ୟାସଂଖ୍ୟା ରେଖା

🔥 Trending searches on Wiki ଓଡ଼ିଆ:

ପଖାଳ ଦିବସଚନ୍ଦନ ଯାତ୍ରାଗୋପାଳବଲ୍ଲଭ ଦାସଅଶୋକ (ସମ୍ରାଟ)ମାକ୍ସ ୱେବରଧଉଳିବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ାପ୍ରଥମ ବିଶ୍ୱଯୁଦ୍ଧକିଶୋରୀ ଚରଣ ଦାସ୧୯୮୧କେନ୍ଦ୍ରାପଡ଼ାରେବତୀ (କ୍ଷୁଦ୍ରଗଳ୍ପ)କଣ୍ଡୋମକାଳୀକା ଭଗବତୀ ମନ୍ଦିରବେଦବିର୍ସା ମୁଣ୍ଡାଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଅନ୍ଧତ୍ୱକର୍କଟ ରୋଗ୧ ଅକ୍ଟୋବରନିତ୍ୟାନନ୍ଦ ଶତପଥୀହଳଦୀବିଜୟ ମିଶ୍ରବର କୋଳିସୁକନ୍ୟା ସମୃଦ୍ଧି ଯୋଜନାସର୍ବପଲ୍ଲୀ ରାଧାକୃଷ୍ଣନମାସଓଡ଼ିଶାର ଭୂଗୋଳଚିତ୍ତରଞ୍ଜନ ଦାସସୌମ୍ୟ ରଞ୍ଜନ ପଟ୍ଟନାୟକ୦ (ସଂଖ୍ୟା)ଶ୍ରୀରୂପା ମିତ୍ର ଚୌଧୁରୀ୧୯୮୮ନିଓୱାଇଜ ଧୂମକେତୁଇନ୍ଦିରା ଗାନ୍ଧୀଗଙ୍ଗାଧର ମେହେରଗୀତଗୋବିନ୍ଦବଡ଼ଓଷାମହାପାତ୍ର ନୀଳମଣି ସାହୁଲାଟିନ ଭାଷାସର୍ବିଆଭୁବନେଶ୍ୱର ବେହେରାସୁଭାଷ ଚନ୍ଦ୍ର ବୋଷମାଳଦ୍ଵୀପଦୁର୍ଗାମାଧବ ମିଶ୍ରଇନ୍ଦ୍ରବ୍ରଜନାଥ ରଥ୧୮୭୮ବଣ୍ଡା ଜନଜାତିଶାନ୍ତନୁ କୁମାର ଆଚାର୍ଯ୍ୟକାଶୀ ବିଶ୍ୱନାଥ ମନ୍ଦିରକାସ୍ପିଆନ ସାଗରବାରବାଡୋସକୁନ୍ତଳା କୁମାରୀ ଆଚାର୍ଯ୍ୟଜାପାନୀ ୟେନ୍ରାମଡୁପିଟ୍ରେନ୍ସ କଣ୍ଟ୍ରାକଚରରାସାୟନିକ ମୌଳିକରାଜେନ୍ଦ୍ର କିଶୋର ପଣ୍ଡାଆଲେକ୍‌ଜାଣ୍ଡର୍ ମହାନକଳିଙ୍ଗ ଯୁଦ୍ଧରୋମାନିଆପାଳୁଅତାରାତାରିଣୀ ମନ୍ଦିରଓମ'ଙ୍କ ନିୟମବିଶ୍ୱ ଏଡ୍‌ସ ଦିବସଜ୍ୟୋତିର୍ଲିଙ୍ଗବାଗ୍ ଯନ୍ତ୍ରଭୂମିକମ୍ପ🡆 More