ପରିମେୟ ସଂଖ୍ୟା

ଗାଣିତିକ ପଦ୍ଧତିରେ ଏକ ଅଣଶୁନ୍ୟ ହର ତଥା ଦୁଇଟି ପୂର୍ଣ୍ଣାଙ୍କର ଭଗ୍ନାଂଶ ଯଥା; 'କ'/'ଖ' ଭାବେ ପ୍ରକାଶ କରାଯାଇପାରୁଥିବା ସମସ୍ତ ସଂଖ୍ୟା ହେଉଛି ପରିମେୟ ସଂଖ୍ୟା । ଏଭଳି ସ୍ଥଳେ ହର ୧ ହେଉଥିଲେ ସମସ୍ତ ପୂର୍ଣ୍ଣାଙ୍କ ମଧ୍ୟ ପରିମେୟ ସଂଖ୍ୟାର ଅନ୍ତର୍ଗତ ହେବ । ପରିମେୟ ସଂଖ୍ୟା ସମୂହର ସେଟକୁ ଗାଣିତିକ ସଂକେତ Q } ଦ୍ୱାରା ପ୍ରକାଶ କରାଯାଏ । ସଂଖ୍ୟା ରେଖାରେ ସମସ୍ତ ପରିମେୟ ସଂଖାକୁ ରେଖା ଉପରିସ୍ଥ ବିନ୍ଦୁ ମାଧ୍ୟମରେ ଚିହ୍ନଟ କରାଯାଇପାରିବ ।

ଗାଣିତିକ ଧର୍ମ

ପରିମେୟ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:

  • ସମସ୍ତ ପରିମେୟ ସଂଖ୍ୟାକୁ ସସୀମ ଦଶମିକ ସଂଖ୍ୟା ତଥା ପୌନଃପୁନିକ ଦଶମିକ ସଂଖ୍ୟାରେ ପ୍ରକାଶ କରାଯାଇପାରିବ ।
  • ଯେଉଁ ବାସ୍ତବ ସଂଖ୍ୟାସବୁ ପରିମେୟ ନୁହନ୍ତି ସେ ସବୁ ଅପରିମେୟ ସଂଖ୍ୟା ଅଟନ୍ତି , ଯଥା;୨ର ବର୍ଗମୂଳ (√୨), ପାଇ π ..... ଇତ୍ୟାଦି ।
  • ଏକ ଅପରିମେୟ ସଂଖ୍ୟାକୁ ଦଶମିକରେ ପ୍ରକାଶ କରିବାକୁ ଗଲେ ତାହା ଏକ ଅସୀମ ଦଶମିକ ସଂଖ୍ୟା ରୂପେ ପ୍ରକାଶିତ ହୁଏ ।
  • ବାସ୍ତବ ସଂଖ୍ୟାର ସେଟ ଅସୀମ, କିନ୍ତୁ ପରିମେୟ ସଂଖ୍ୟାର ସେଟ ସସୀମ ଅଟେ । ଅତଏବ ଗାଣିତିକ ପଦ୍ଧତିରେ ଅପରିମେୟ ସଂଖ୍ୟାସବୁ ହେଉଛି ବାସ୍ତବ ସଂଖ୍ୟା ସେଟର ଏକ ଉପସେଟ ।
  • କ/ଖ ରୂପରେ ଲେଖାଯାଇଥିବା ପରିମେୟ ସଂଖାର କ ଓ ଖ ମଧ୍ୟରେ ଯଦି ୧ ବ୍ୟତୀତ ଅନ୍ୟ କୌଣସି ଗୁଣନୀୟକ ନ ଥାଏ, ତେବେ ସେଭଳି ସଂଖ୍ୟାକୁ ପରିମେୟ ସଂଖ୍ୟାର ମାନକ ରୁପ କୁହାଯାଏ ।

ଆଧାର

ବାହାର ଲିଙ୍କ

Tags:

ସଂଖ୍ୟା ରେଖା

🔥 Trending searches on Wiki ଓଡ଼ିଆ:

ବିପିନ ବିହାରୀ ମିଶ୍ରଉଇକିପାଠାଗାରପ୍ରାଣବନ୍ଧୁ କରଉପେନ୍ଦ୍ର ଭଞ୍ଜସମ୍ବଲପୁର ଜିଲ୍ଲାକାମାକ୍ଷା ପ୍ରସାଦ ସିଂହଦେଓହରପ୍ରସାଦ ଦାସଗଡ଼ଗଡ଼ିଆ ମନ୍ଦିରପଞ୍ଚସଖାକିଶୋର ପାଣିଗ୍ରାହୀସତ୍ୟନାରାୟଣ ରାଜଗୁରୁମାଳତୀ ଚୌଧୁରୀଉଇକିମିଡ଼ିଆ ଫାଉଣ୍ଡେସନଆହେ ଦୟାମୟ ବିଶ୍ୱ ବିହାରୀସଖୀ କଣ୍ଢେଇ ନାଚବିଲଙ୍କା ରାମାୟଣଭାଷାମନମୋହନ ସାମଲଓଡ଼ିଶାର ଇତିହାସଚିନ୍ତାମଣିଶ୍ୱର ଶିବ ମନ୍ଦିରମାଛ ଭଜାଧନକର ଅଧିନିୟମ, ୧୯୫୭୧୯୬୧ର ଓଡ଼ିଆ କଥାଚିତ୍ରପୁଷ୍ଟିସାର୧୪ ଅଗଷ୍ଟସରୋଜିନୀ ନାଇଡୁମୟୂରଭଞ୍ଜ ଜିଲ୍ଲାଟିଣସାତକଡ଼ି ହୋତାବର୍ଷାସ୍ଥାନେଶ୍ୱର ମହାଦେବ ମନ୍ଦିରସ୍ୱାମୀ ବିବେକାନନ୍ଦ୧୪ ଅକ୍ଟୋବରଅବସାଦକଳିଙ୍ଗ ଯୁଦ୍ଧଦେଓମାଳୀ୫ ଡିସେମ୍ବରଭୀମ ଭୋଇଚିତାଗଛବିଜୁ ପଟ୍ଟନାୟକଏକାଦଶୀଅର୍ଜୁନ ଗଛଲିସିନୋପ୍ରିଲ/ହାଇଡ୍ରୋକ୍ଲୋରୋଥିଆଜାଇଡପଖାଳମୋହନ ସୁନ୍ଦର ଦେବ ଗୋସ୍ୱାମୀଗୁରୁପ୍ରସାଦ ମହାନ୍ତିକାର୍ଲ୍ ଲିନିଅସ୍ପୂର୍ବାଷାଢ଼ା (ନକ୍ଷତ୍ର)ତୃପ୍ତି ଦାସସଦାଶିବ ତ୍ରିପାଠୀବୀଣାପାଣି ମହାନ୍ତିକନ୍ନଡ଼ ଭାଷାରାସେଶ୍ୱରୀ ପାଣିଗ୍ରାହୀଶେର ଶାହ ସୁରୀ୨ ଅପ୍ରେଲତନ୍ଦ୍ରାଲୋକର ପ୍ରହରୀଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୀତା ବିବାହହୋ ଜନ‌ଜାତିମହେନ୍ଦ୍ରଗିରିବଦ୍ରୀନାଥ ମନ୍ଦିରସଞ୍ଜୁ ଆଉ ସଞ୍ଜନାବିରଜା ରାଉତରାୟପୁରୀପଞ୍ଚାୟତ ରାଜ୧୪୮୩ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚନ୍ଦ୍ରଯାନ-୩ସାର୍ସ-ସିଓଭି-୨ ଓମାଇକ୍ରୋନ ପ୍ରକାରଣବୁଦ୍ଧ ପୂର୍ଣ୍ଣିମାସୁନା🡆 More