ଅଗଝୋଳ

]

ଅଗଝୋଳ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ପଞ୍ଚାୟତ ସମିତିଭଞ୍ଜନଗର
ଗ୍ରାମ ପଞ୍ଚାୟତଜିଲୁଣ୍ଡି
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୧ ୧୨୬
Area code+୦୬୪୨୧
ଯାନବାହାନ ପଞ୍ଚୀକରଣOR/07

ଅଗଝୋଳ ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଭଞ୍ଜନଗର ଥାନା ଅଧୀନରେ ଥିବା ଏକ ଗାଆଁ ।

ଗମନାଗମନ

ଏହା ଭଞ୍ଜନଗର ନିକଟରେ ଅବସ୍ଥିତ । ଏହା ଭଞ୍ଜନଗରଠାରୁ ୩ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ଏହି ଗାଆଁରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଅଛି ।

ଶିକ୍ଷା

ସ୍କୁଲ

ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ।

ଅନ୍ୟାନ୍ୟ

  • ଏହି ଗାଆଁର ବାସିନ୍ଦା 'ବିକ୍ରମ କେଶରୀ ଆରୁଖ' ବିଜୁ ଜନତା ଦଳର ବିଧାୟକ । ସେ ଓଡ଼ିଶାଆଇନମନ୍ତ୍ରୀ ଭାବେ ପଦଭାର ସମ୍ଭାଳୁଛନ୍ତି ।

ପର୍ଯ୍ୟଟନ

ଏହି ଗାଆଁଠାରୁ ଅଳ୍ପ ଦୂରରେ ରଘୁନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଶ୍ରୀରାମ ନବମୀ ଓ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ଆଧାର

Tags:

ଅଗଝୋଳ ଗମନାଗମନଅଗଝୋଳ ବିଶେଷତାଅଗଝୋଳ ଶିକ୍ଷାଅଗଝୋଳ ଅନ୍ୟାନ୍ୟଅଗଝୋଳ ପର୍ଯ୍ୟଟନଅଗଝୋଳ ଆହୁରି ଦେଖନ୍ତୁଅଗଝୋଳ ଆଧାରଅଗଝୋଳ

🔥 Trending searches on Wiki ଓଡ଼ିଆ:

କ୍ୟୁ. ଆର. କୋଡ଼ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଓଡ଼ିଶାର ଲୋକନୃତ୍ୟବରଗଛମହାଦେଶତାଜମହଲନୀଳକଣ୍ଠ ଦାସwiki.phtmlଖଜାଜଗନମୋହ‌ନ ଲାଲଚୈତନ୍ୟପୂର୍ଣ୍ଣଚ୍ଛେଦ୨୦୦୬ସୀତା ବିବାହ୧୩ ଫେବୃଆରୀଉତ୍କଳ ରତ୍ନ ସମ୍ମାନଓଡ଼ିଶାଗେମ ଅଫ ଥ୍ରୋନ୍ସକୋଣାର୍କବ୍ରହ୍ମପୁରଅପସ୍ମାରସତ୍ରାଜିତ୍‌ହନୁମାନ ଚାଳିଶାରଜକାନାବିନଏଡ ହାଇପରେମେସିସ ସିଣ୍ଡ୍ରୋମଇନ୍ଦିରା ଗାନ୍ଧୀଟଙ୍କ ତୋରାଣିହରେକୃଷ୍ଣ ମହତାବଚାର୍ମି କୌରଅରଖଆକବରମେଥିଅନନ୍ତ ପଟ୍ଟନାୟକଉତ୍କଳ ସମ୍ମିଳନୀଦଣ୍ଡ ନାଟଭାଷାଅମୃତ ଫଳଆମ୍ବେଦକର ଜୟନ୍ତୀତନ୍ତ୍ରକୁଞ୍ଜବିହାରୀ ତ୍ରିପାଠୀଓଡ଼ିଶାର କଳାପ୍ରଶାନ୍ତ ନନ୍ଦଭୁବନେଶ୍ୱରଯୋରନ୍ଦା ମେଳାକୋଳିୟେଭାଡୁରଜନୀଗନ୍ଧା (ଫୁଲ)ବିଶ୍ୱ ପରିବେଶ ଦିବସସୀତା ନବମୀପାର୍କିନ୍‌ସନ୍ ରୋଗପତିତପାବନ ଯାତ୍ରା୧୮୮୨୧୭ ଫେବୃଆରୀକିଶୋରଚନ୍ଦ୍ରାନନ ଚମ୍ପୂସଂଘମିତ୍ରା ମିଶ୍ରବି. ଆର. ଆମ୍ବେଦକରମହିମା ଧର୍ମଗୋପାଳ (ଜାତି)ସଜନାଶିରିଡ଼ି ସାଇ ବାବାନନ୍ଦିଘୋଷଗୋଦାବରୀଶ ମିଶ୍ରକଳାପାହାଡ଼ଓଡ଼ିଶୀଶାନ୍ତନୁ କୁମାର ଆଚାର୍ଯ୍ୟଜଗନ୍ନାଥଙ୍କ ସେବକକୁତବମିନାରମଇ ଦିବସ🡆 More