ପ୍ରଶ୍ନ ପଚାରନ୍ତୁ

ଓଡ଼ିଆ ଉଇକିପିଡ଼ିଆ ବାବଦରେ ପ୍ରଶ୍ନ ପଚାରିବା ପାଇଁ କ୍ଲିକକରନ୍ତୁ


ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।

ପ୍ରଶ୍ନ ପଚାରନ୍ତୁ  ଓଡ଼ିଆରେ ଟାଇପ କିପରି କରିବେ?

ପ୍ରଶ୍ନ ପଚାରନ୍ତୁ
    ପ୍ରଶ୍ନ ପଚାରନ୍ତୁ ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ ପ୍ରଶ୍ନ ପଚାରନ୍ତୁ ଆଇକନ ଆସିବ
    ପ୍ରଶ୍ନ ପଚାରନ୍ତୁ ସେଥିରୁ ଓଡ଼ିଆ ବାଛନ୍ତୁ
    ପ୍ରଶ୍ନ ପଚାରନ୍ତୁ ତାଲିକାରୁ ଲେଖନୀ ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
    ପ୍ରଶ୍ନ ପଚାରନ୍ତୁ ଏବେ ଟାଇପ କଲେ ଓଡ଼ିଆ ଆସିବ
    ପ୍ରଶ୍ନ ପଚାରନ୍ତୁ କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା ଏହି ଲିଙ୍କରୁ ଦେଖନ୍ତୁ

ପ୍ରଶ୍ନ ପଚାରନ୍ତୁ  କିପରି ଉଇକିପିଡ଼ିଆରେ ଲେଖିବେ?'

ପ୍ରଶ୍ନ ପଚାରନ୍ତୁ

ଉଇକିପିଡ଼ିଆ ଭିତରେ ଥାଇ ଡାହାଣ ପଟ ଉପରେ ଥିବା ପ୍ରଶ୍ନ ପଚାରନ୍ତୁ ଅପ୍ସନରେ କ୍ଲିକ କରି ନୂଆ ଖାତାଟିଏ (Account) ତିଆରି କରିପାରିବେ । ଆଗରୁ ତିଆରି କରିଥିଲେ ଲଗ-ଇନ ଉପରେ କ୍ଲିକକରନ୍ତୁ ।

    ପ୍ରଶ୍ନ ପଚାରନ୍ତୁ ନୂଆ ଖାତା ତିଆରି କଲାବେଳେ "ବ୍ୟବହାରକାରୀ ନାମ" ଜାଗାରେ ଆପଣଙ୍କ ଇଚ୍ଛାମୁତାବକ ନାମଟିଏ ଦେବେ । କୌଣସି ସଂସ୍ଥା ସଙ୍ଗେ ଜଡ଼ିତ ଥିଲେ ସଂସ୍ଥା ନାମ ବଦଳରେ ନିଜ ନାମ ଦେବେ । ନାମଟି କାହା ପ୍ରତି ଅସମ୍ମାନସୂଚକ ନ ହୋଇଥିବା ଜରୁରୀ । ନିଜ ପ୍ରକୃତ ନାମ ମଧ୍ୟ ଦେଇପାରିବେ । କିନ୍ତୁ ଜାଣିରଖନ୍ତୁ ଆପଣଙ୍କ ବ୍ୟବହାରକାରୀ ନାମ ସଭିଏଁ ଦେଖିପାରିବେ । ସଭିଏଁ ଆପଣଙ୍କ ପ୍ରକୃତ ନାମ ଜାଣନ୍ତୁ ବୋଲି ଚାହୁଁନଥିଲେ ଭିନ୍ନ ନାମଟିଏ ଦିଅନ୍ତୁ । ଅନେକ ସାଧାରଣ ନାମ ଆଗରୁ ଥାଏ । ସେହି କ୍ଷେତ୍ରରେ ନାମ ପଛରେ ସଂଖ୍ୟା ଯଥା "Sara123" ଏମିତି ମଧ୍ୟ ଦେଇପାରିବେ ।
    ପ୍ରଶ୍ନ ପଚାରନ୍ତୁ ପାସୱାର୍ଡ଼ଟି ଆପଣଙ୍କ ଖାତା ଭବିଷ୍ୟତରେ ଖୋଲିବା ବେଳେ କାମରେ ଆସିବ । ତେଣୁ ନିଜେ ମନେରଖିବା ଭଳିବାକିମାନେ ଅନୁମାନ କରି ନ ଜାଣିପାରିବା ଭଳି ପାସୱାର୍ଡ଼ଟିଏ ଦିଅନ୍ତୁ ।
    ପ୍ରଶ୍ନ ପଚାରନ୍ତୁ ଆପଣଙ୍କ ଇମେଲ ଠିକଣା ଏଠି ଦେଲେ ଭଲ । ତାହା ଗୋପନ ରଖାଯାଏ । ଯଦି କେବେ ପାସୱାର୍ଡ଼ଟି ଭୁଲିଯାଆନ୍ତି ତାହେଲେ ଇମେଲ ବ୍ୟବହାର କରି ପାସୱାର୍ଡ଼ ବଦଳାଇପାରିବେ ।
ପ୍ରଶ୍ନ ପଚାରନ୍ତୁ
ପ୍ରଶ୍ନ ପଚାରନ୍ତୁ
    ପ୍ରଶ୍ନ ପଚାରନ୍ତୁପ୍ରଥମେ ସର୍ଚ-ବାରରେ ଓଡ଼ିଆ ସକ୍ରିୟ କରି ଗୋଟେ/ଯୋଡ଼େ ଅକ୍ଷର ଟାଇପ କରନ୍ତୁ । ଏହା କିଛି ସମ୍ଭାବିତ ପ୍ରସଙ୍ଗର ନାମ ଦେଖାଇବ
    ପ୍ରଶ୍ନ ପଚାରନ୍ତୁସେଥିରୁ ଖୋଜୁଥିବା ପ୍ରସଙ୍ଗଟି ବାଛନ୍ତୁ (ଆଗରୁ ନଥିଲେ ନୂଆ ପ୍ରସଙ୍ଗର ପୂରା ନାମ ଟାଇପ କରି ଖୋଜିବେ, ନାମଟି ଏକ ନାଲି ଲିଙ୍କ ହୋଇ ଏହିଭଳି ଦେଖାଯିବ ➤ ଏହି ପ୍ରସଙ୍ଗଟି ଆଗରୁ ନାହିଁ, ତେଣୁ ପ୍ରସଙ୍ଗର ନାମ ନାମରେ ପ୍ରସଙ୍ଗଟିଏ ଏଠାରେ ଗଢ଼ନ୍ତୁ!)
    ପ୍ରଶ୍ନ ପଚାରନ୍ତୁ ଅଧିକ ତଥ୍ୟ ଯୋଡ଼ିବା କିମ୍ବା ଭୁଲ ସୁଧାରିବା ପାଇଁ ସମ୍ପାଦନା [Edit] ରେ କ୍ଲିକ କରନ୍ତୁ
    ପ୍ରଶ୍ନ ପଚାରନ୍ତୁ ଏହା ତଳେ ଏକ ଛୋଟ ଉଇଣ୍ଡୋ ଖୋଲିବ
    ପ୍ରଶ୍ନ ପଚାରନ୍ତୁ ସେଥିରେ ଯାହା ବଦଳାଇବାକୁ ଚାହୁଁଛନ୍ତି ବଦଳାନ୍ତୁ
    ପ୍ରଶ୍ନ ପଚାରନ୍ତୁ ଦେଖଣା [Preview]ରେ କ୍ଲିକ କରି ପରଖି ନିଅନ୍ତୁ
    ପ୍ରଶ୍ନ ପଚାରନ୍ତୁ କିଛି ଭୁଲ ରହିଯାଇଥିଲେ ସୁଧାରିଦେଇ ସାଇତିବେ [Save]ରେ କ୍ଲିକ କରନ୍ତୁ
    ପ୍ରଶ୍ନ ପଚାରନ୍ତୁଏବେ ଆପଣଙ୍କ ସମ୍ପାଦନା ସାଇତାଗଲା!

ପ୍ରଶ୍ନ ପଚାରନ୍ତୁ  କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?

କଣ ଲେଖିବେ ନାହିଁ ପ୍ରଶ୍ନ ପଚାରନ୍ତୁ

କଣ ଲେଖିବେ ପ୍ରଶ୍ନ ପଚାରନ୍ତୁ

ଉପାଧୀବାଚକ

  • ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
  • ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
  • ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): ଶ୍ରୀ ଜଗନ୍ନାଥ ମନ୍ଦିର, ବାବା ଲିଙ୍ଗରାଜ

ଜଣାଶୁଣା ନାମ

  • ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ ନୁହେଁ)
  • ସଚ୍ଚିନ ତେନ୍ଦୁଲକର (ସଚ୍ଚିନ ରମେଶ ତେନ୍ଦୁଲକର ନୁହେଁ)
  • ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

ବିଶେଷଣ

  • ଅକ୍ଷୟ ମହାନ୍ତି ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଥିଲେ ।

ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ ।

ଲିଖନ ବିଷୟ

  • ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
  • ନିଜ/ସମ୍ପର୍କୀୟଙ୍କ ବାବଦରେ
  • ନିଜ ମତ
  • ଲେଖାରେ ସାହିତ୍ୟର ପୁଟ (ଯଥା: "ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି")
  • ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
  • ଜଣାଶୁଣା ବ୍ୟକ୍ତିବିଶେଷ
  • କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
  • ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।

ପ୍ରଶ୍ନ ପଚାରନ୍ତୁ

ପ୍ରଶ୍ନ ପଚାରନ୍ତୁ  ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?

    ପ୍ରଶ୍ନ ପଚାରନ୍ତୁ ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
    ପ୍ରଶ୍ନ ପଚାରନ୍ତୁ ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
    ପ୍ରଶ୍ନ ପଚାରନ୍ତୁ ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର ପ୍ରଶ୍ନ ପଚାରନ୍ତୁ
    ପ୍ରଶ୍ନ ପଚାରନ୍ତୁ ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା ▼  Cite ଉପରେ କ୍ଲିକ କରନ୍ତୁ
    ପ୍ରଶ୍ନ ପଚାରନ୍ତୁ ଟୁଲ-ବାରର ବାମ ପଟେ ଥିବା Templateରୁ ଉପଯୁକ୍ତ ଅପ୍‌ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
    ପ୍ରଶ୍ନ ପଚାରନ୍ତୁ Insert ବଟନରେ କ୍ଲିକ କରି ଆଧାରଟି ସାଇତିବେ
ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା

ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?

୧. http://books.google.com କୁ ଯାଇ ଆପଣ ଲେଖୁଥିବା ପ୍ରସଙ୍ଗ ବା ନିର୍ଦ୍ଦିଷ୍ଟ ବିଷୟ ଇଂରାଜୀରେ ଟାଇପ କରନ୍ତୁ । ଯଥା: ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ବାବଦରେ ଖୋଜିଲା ବେଳେ "Pari Bewa" ଖୋଜିଲେ ଅନେକ ବହିର ଲିଙ୍କ ଓ ଲିଙ୍କ ତଳେ ସେ ବହିରେ "Pari Bewa" ଶବ୍ଦ ଯୋଡ଼ିକ ଥିବା କେତୋଟି ବାକ୍ୟ ଦିଶିବ । (ଉଦାହରଣ ଦେଖନ୍ତୁ, ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଧରନ୍ତୁ ଇରମ ବାବଦରେ ଖୋଜୁଛନ୍ତି । ଶବ୍ଦର ଆଗରୁ ଓ ପଛରେ ଗୋଟେ କଲୋନ ବା " ଚିହ୍ନ ଦେଇ ଖୋଜିଲେ ଅର୍ଥାତ କେବଳ Iramନ ଖୋଜି "Iram"ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iranଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa ଲେଖିବାରୁ pari ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa" ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ ପରି ବେୱାଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।
୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।

ପ୍ରଶ୍ନ ପଚାରନ୍ତୁ  ଆଗକୁ କଣ କରିବେ, କଣ ଲେଖିବେ?

    ପ୍ରଶ୍ନ ପଚାରନ୍ତୁ ଡାହାଣପଟେ ଉପରେ ଥିବା ଘରେ ଓଡ଼ିଆରେ କିଛି ପ୍ରସଙ୍ଗ ନାଁ ଟାଇପ କରି ଲେଖାଟିଏ ଖୋଜିପାରିବେ ବା ଲେଖାଟିଏ ଆଗରୁ ନ ଥିଲେ ନୂଆ ତିଆରି କରିପାରିବେ ।
    ପ୍ରଶ୍ନ ପଚାରନ୍ତୁ ଉପରେ ଦିଆଯାଇଥିବା ଭଳି ସମ୍ପାଦନା [Edit]ରେ କ୍ଲିକ କଲେ ଏକ ଛୋଟ ଉଇଣ୍ଡୋ ଖୋଲିବ
    ପ୍ରଶ୍ନ ପଚାରନ୍ତୁ ଲେଖା ପଢ଼ି କିଛି ଭୁଲ ଥିଲେ ସୁଧାରନ୍ତୁ, ଅଥବା ଅଧିକ ତଥ୍ୟ ଯୋଡ଼ନ୍ତୁ
    ପ୍ରଶ୍ନ ପଚାରନ୍ତୁ ଇଣ୍ଟରନେଟରେ ବା ବହି/ପତ୍ରିକା/ଖବରକାଗଜରୁ କିଛି ତଥ୍ୟ ଦେଇପାରିବେ, କେଉଁ ବହିର ଆଧାରରେ ତଥ୍ୟ ଦେଲେ ତାହା ଉଲ୍ଲେଖ କରିବେ
    ପ୍ରଶ୍ନ ପଚାରନ୍ତୁ ଲେଖିସାରି ସାଇତିବେ [Save]ରେ କ୍ଲିକ କରିବେ
    ପ୍ରଶ୍ନ ପଚାରନ୍ତୁ ନୂଆ ଲେଖା ତିଆରୁଥିଲେ ଅତି କମରେ ୧୦ଟି ବାକ୍ୟ ଓ ୩ଟି ଆଧାର ଦେବା ପାଇଁ ଚେଷ୍ଟା କରିବେ ।
ପ୍ରଶ୍ନ ପଚାରନ୍ତୁ
ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା ଶିଖିବା ପାଇଁ ଏକ ଶିକ୍ଷଣ ପୁସ୍ତିକା ।

କିଛି ଦରକାରୀ ସାଧନ


Tags:

🔥 Trending searches on Wiki ଓଡ଼ିଆ:

ବେଲଇତିହାସଲସିନନ୍ଦିଘୋଷଅଷ୍ଟ୍ରେଲିଆସୌରୀନ୍ଦ୍ର ବାରିକଭାଷାବଡ଼ ଏରାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେୟୁକ୍ରେନ୧୬୬୫ଅମାବାସ୍ୟାର ଚନ୍ଦ୍ରଜାଭା (ପ୍ରୋଗ୍ରାମିଂ ଭାଷା)ବଡ଼ଚଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋବିନ୍ଦ ତ୍ରିପାଠୀଉଦ୍ଭିଦଆଉରଙ୍ଗଜେବରାମ ନବମୀବାରବାଟି ଦୁର୍ଗଓଡ଼ିଶାଅଣ୍ଡାଭୂମିକମ୍ପବଳସମ୍ବଲପୁର ଜିଲ୍ଲା୪ (ସଂଖ୍ୟା)ଓଡ଼ିଶାର ଭୂଗୋଳହମିଦା ବାନୁ ବେଗମପ୍ଲୀହାଓଡ଼ିଆ ଭାଷାସମୟ (କାଳ)ଜଣ୍ଡିସ୍ଜଗନ୍ନାଥବରଗଛଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଇନ୍ଦିରା ଗାନ୍ଧୀପ୍ରତିଭା ରାୟଏଣ୍ଡୋମେଟ୍ରିଓସିସକିଶୋରୀ ଚରଣ ଦାସଦୀନକୃଷ୍ଣ ଦାସଲକ୍ଷ୍ମୀ ପୁରାଣରବର୍ଟ ହିଲ୍ମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଶିଶୁ ଅନନ୍ତ ଦାସସତ୍ୟେନ୍ଦ୍ର ନାଥ ବୋଷଯୁକ୍ତରାଜ୍ୟକଟକ ଜିଲ୍ଲାଶ୍ରୀତମ ଦାସପାକ୍ରିଟିନିବଫରିନା ଆଜାଦଦ୍ୱିତୀୟ ବିଶ୍ୱଯୁଦ୍ଧଏମିସ ଲୋକପ୍ରତୀକ୍ଷାତପସ୍ୱିନୀବିଦ୍ୟାଳୟକୁଞ୍ଜବିହାରୀ ଦାଶପାରମିତା ଶତପଥୀନିର୍ମଳା (ଉପନ୍ୟାସ)ଅଚ୍ୟୁତ ନାୟକଭୃସଙ୍ଗ ଗଛସୂର୍ଯ୍ୟବଂଶୀ ସୂରଜନନ୍ଦନକାନନ ଜୀବ ଉଦ୍ୟାନwiki.phtmlହାଡ଼ଫୁଟିରାୟଗଡ଼ା ଜିଲ୍ଲାଭୂଗୋଳପ୍ରଥମ ବିଶ୍ୱଯୁଦ୍ଧଥାଲକୁଡ଼ି🡆 More