ସୋନ ପାମ୍ପୁଡି: ଭାରତୀୟ ମିଠା

ସୋନ ପାମ୍ପୁଡି (ଅନ୍ୟ ନାମ : ପତିସ, ସୋନ ପାପରି, ସୋହାନ ପାମ୍ପୁଡି ଏବଂ ସୋନ ପାପରି) ଏହି ମିଠା ଏକ ଲୋକପ୍ରିୟ ଉତ୍ତର ଭାରତୀୟ ଖାଦ୍ୟ ଅଟେ । ଏହା ସାଧାରଣତଃ ଚାରିକୋଣିଆ (ବର୍ଗ କ୍ଷେତ୍ର ) ସଦୃଶ କିମ୍ବା ଗୁଚ୍ଛା ଆକାରର ହୋଇଥାଏ ଏବଂ ଏହା ଅତ୍ୟନ୍ତ ସରୁ ଏବଂ ମିଠା ଯୁକ୍ତ ହୋଇଥାଏ ।

ସୋନ ପାମ୍ପୁଡି
ସୋନ ପାମ୍ପୁଡି: ଇତିହାସ, ସାମଗ୍ରୀ, ଆଧାର
ଅନ୍ୟ ନାମSoam papdi, patisa, shonpapri
ମୂଳ ସ୍ଥାନIndia and Pakistan and Bangladesh
ଅଞ୍ଚଳ ବା ରାଜ୍ୟIndia and Pakistan and Bangladesh
ମୁଖ୍ୟ ଉପାଦାନGram flour, sugar, flour, ghee, milk, cardamom
ଖାଦ୍ୟରୁ ଶକ୍ତି
(per ବଢ଼ା)
30 କିଲୋ କ୍ୟାଲୋରୀ (126 kJ)

ଇତିହାସ

କୁହାଯାଏ କି, ଭାରତର ପଞ୍ଜାବ, ଉତ୍ତର ପ୍ରଦେଶ, ପଶ୍ଚିମ ବେଙ୍ଗଲ ଏବଂ ରାଜସ୍ଥାନ ଆଦି ସ୍ଥାନରେ ମୂଳ ରୂପେ ପ୍ରସ୍ତାବିତ କରାଯାଏ, ଯାହା କି ଅଳ୍ପ ମାତ୍ରାରେ ଅଜ୍ଞାତ ରହିଛି ।

ସାମଗ୍ରୀ

ଏହାର ମୁଖ୍ୟ ସାମଗ୍ରୀ :- ଚିନି, ଅଟା, ଚିକୀ ମଟର, ଘିଅ, କ୍ଷୀର ଏବଂ ଅଳେଇଚଦ୍ୱାରା ପ୍ରସ୍ତୁତ ହୋଇଥାଏ ।

ଆଧାର

ବାହାର ଲିଙ୍କ

Tags:

ସୋନ ପାମ୍ପୁଡି ଇତିହାସସୋନ ପାମ୍ପୁଡି ସାମଗ୍ରୀସୋନ ପାମ୍ପୁଡି ଆଧାରସୋନ ପାମ୍ପୁଡି ବାହାର ଲିଙ୍କସୋନ ପାମ୍ପୁଡି

🔥 Trending searches on Wiki ଓଡ଼ିଆ:

ବର କୋଳିଶ୍ରୀ ଅରବିନ୍ଦବ୍ୟଞ୍ଜନ ବର୍ଣ୍ଣମହୁକମ୍ପ୍ୟୁଟରକୃଷ୍ଣଚନ୍ଦ୍ର ପାଣିଗ୍ରାହୀତାରାତାରିଣୀ ମନ୍ଦିରଜନ ଗଣ ମନଜାପାନଓଡ଼ିଆ ଭାଷା ଆନ୍ଦୋଳନନୀଳଶୈଳ (ଉପନ୍ୟାସ)ବାୟୁ (ଦେବତା)୧ (ସଂଖ୍ୟା)ପ୍ରଧାନ ପୃଷ୍ଠାଇନ୍‌ଫ୍ଲୁଏଞ୍ଜାଶାରଳା ପୁରସ୍କାରଲାଲ ବାହାଦୁର ଶାସ୍ତ୍ରୀପ୍ରଶାନ୍ତ ପଟ୍ଟନାୟକଲକ୍ଷ୍ମଣ ନାୟକପଖାଳ ଦିବସ୧୯୭୯ରାଧା୧ ଅକ୍ଟୋବରକଦଳୀକୁମ୍ଭ (ରାଶି)ବେଦଉତ୍କଳ ଦିବସସୁରେନ୍ଦ୍ର ମହାନ୍ତିଶାନ୍ତନୁ କୁମାର ଆଚାର୍ଯ୍ୟମୋଗଲ ସାମ୍ରାଜ୍ୟରାମରଣା ସାପସୁଭାଷ ଚନ୍ଦ୍ର ବୋଷମାର୍କ ଜୁକରବର୍ଗଲକ୍ଷ୍ମୀକାନ୍ତ ମହାପାତ୍ରଚେକ୍ ଗଣରାଜ୍ୟରାମଚନ୍ଦ୍ର ବେହେରାସୂର୍ଯ୍ୟ ଦେବତାଜୟୀରାମ ସାମଲଫତୁରାନନ୍ଦନାଗଫେଣୀ ଗଛଜଗନ୍ନାଥମହାବୀର ଜୈନବେଲଓଡ଼ିଆ ଖାଦ୍ୟଯୋଗକାର୍ତ୍ତିକ ଚନ୍ଦ୍ର ରଥମାଗୁଣି ଚରଣ କୁଅଁରଜୈନ ଧର୍ମ୧୯୮୪ଶ୍ୟାମସୁନ୍ଦର କରଜ୍ୟୋତିର୍ଲିଙ୍ଗଦ୍ରୌପଦୀ ମୁର୍ମୁସମୟ (କାଳ)ଦୀପକ ମିଶ୍ରକାତ୍ୟାୟିନୀISBN (identifier)ଅଚ୍ୟୁତାନନ୍ଦ ପ‌ତିଚକ୍ଷୁ ପ୍ରତିସରଣ ଦୋଷଛ ମାଣ ଆଠ ଗୁଣ୍ଠସାହି ଯାତଗୌରୀଶଙ୍କର ରାୟଦୁର୍ଗାରାମକୃଷ୍ଣ ପରମହଂସଜୁଲିଅସ ସିଜର🡆 More