ସନାତନ ବିଜୁଳି: ଓଡ଼ିଆ ରାଜନୀତିଜ୍ଞ

ସନାତନ ବିଜୁଳି (ଜନ୍ମ: ୪ ଜାନୁଆରୀ ୧୯୭୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସନାତନ ବିଜୁଳି
ସନାତନ ବିଜୁଳି: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଗଣେଶ୍ୱର ପାତ୍ର
ନିର୍ବାଚନ ମଣ୍ଡଳୀବଡ଼ସାହି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1974-01-04) ୪ ଜାନୁଆରୀ ୧୯୭୪ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୀମାରାଣୀ ବିଜୁଳି
ବାପା/ବୋଉଭଗବାନ ବିଜୁଳି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସନାତନ ବିଜୁଳି ୧୯୭୪ ମସିହାର ଜାନୁଆରୀ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ବିଜୁଳି ଓ ପତ୍ନୀଙ୍କ ନାମ ସୀମାରାଣୀ ବିଜୁଳି।

ରାଜନୈତିକ ଜୀବନ

ସନାତନ ବିଜୁଳି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ଆଧାର

ବାହାର ଆଧାର

  • {Commonscat-inline|Sanatana Bijuli}}

Tags:

ସନାତନ ବିଜୁଳି ଜନ୍ମ, ପରିବାର ଓ ଶିକ୍ଷାସନାତନ ବିଜୁଳି ରାଜନୈତିକ ଜୀବନସନାତନ ବିଜୁଳି ଆଧାରସନାତନ ବିଜୁଳି ବାହାର ଆଧାରସନାତନ ବିଜୁଳିଓଡ଼ିଆ ଲୋକଓଡ଼ିଶା ବିଧାନ ସଭାବଡ଼ସାହି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଉଇକିକମନ୍ସପରିସଂଖ୍ୟାନଶାରଳା ପୁରସ୍କାରwiki.phtmlକୁଜିବର ପ‌ତ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଅଖିଳ ମୋହନ ପଟ୍ଟନାୟକଏଲିନା ସାମନ୍ତରାୟଚିତ୍ତରଞ୍ଜନ ଦାସ୨୧ଏଡା ଲଭ୍‌ଲେସ୍‌ଭୁବନେଶ୍ୱର ବେହେରାଆଚାର୍ଯ୍ୟ ହରିହରରଜଆଲେକ୍‌ଜାଣ୍ଡର୍ ମହାନ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଭାରତର ଜାତୀୟ ପତାକାଅପରାଜିତା ଷଡ଼ଙ୍ଗୀପୃଥିବୀମିନତି ମିଶ୍ରଭାରତୀୟ ଜାତୀୟ କଂଗ୍ରେସରାମାୟଣହୃଷୀକେଶ ପଣ୍ଡାଏସିଆଅକ୍ଷୟ ତୃତୀୟାବାରାକ ଓବାମାମହାତ୍ମା ଗାନ୍ଧୀଙ୍କ ପରିବାରପଠାଣି ସାମନ୍ତଯୌନ ସମ୍ଭୋଗଏସ୍କେରିସିଆ କୋଲାଇଯଶୋବନ୍ତ ଦାସଚନ୍ଦନ ଯାତ୍ରାସାଧୁ ମେହେରସୁଭାଷ ଚନ୍ଦ୍ର ବୋଷପଞ୍ଚସଖାମଟର ସାଇକେଲସଞ୍ଜୀବ କୁମାର ମଲ୍ଲିକକାଳିନ୍ଦୀ ଚରଣ ପାଣିଗ୍ରାହୀକଳମଶାଗୱାଟରଲୁ ଯୁଦ୍ଧସ୍ୱିଡେନବିର୍ସା ମୁଣ୍ଡାଭକ୍ତ ଚରଣ ଦାସଚିଲିକା ହ୍ରଦଆଲବର୍ଟ ଆଇନଷ୍ଟାଇନଦୀପକ ମିଶ୍ରଗନରିଆକୁକୁରଚେରୋ ଜାତିଗାଲୁଆଗଙ୍ଗାଧର ମେହେରଚାଣକ୍ୟକାଞ୍ଚନ ଅୱସ୍ତିପ୍ରତିଭା ରାୟଚଉତିଶାପ୍ଲୀହା🡆 More