ବିଧାନ ସଭା ନିର୍ବାଚନ ମଣ୍ଡଳୀ ବଡ଼ସାହି

ବଡ଼ସାହି (କ୍ରମିକ ସଂଖ୍ୟା: ୩୨) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବେତନଟୀ ବ୍ଳକ ଓ ବଡ଼ସାହି ବ୍ଳକର କିଛି ଅଞ୍ଚଳ ।

ବଡ଼ସାହି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୮,୯୯୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗଣେଶ୍ୱର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜାମିନୀକାନ୍ତ ନାୟକଙ୍କଠାରୁ ୧୬୮୩୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମନୋରଞ୍ଜନ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୧୫,୪୯୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ବଡ଼ସାହି
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ମନୋରଞ୍ଜନ ସେଠୀ ୪୮,୩୮୨ ୪୫.୨୭ -
କଂଗ୍ରେସ ଗଣେଶ୍ୱର ପାତ୍ର ୩୨,୮୮୩ ୩୦.୭୭ -
ସ୍ୱାଧୀନ ମାନସ ରଞ୍ଜନ ବେହେରା ୯,୧୧୩ ୮.୫୩ -
ଝାମୁମୋ କ୍ଷିରୋଦ ଚନ୍ଦ୍ର ପାତ୍ର ୮,୦୫୧ ୭.୫୩ -
ସମୃଦ୍ଧ ଓଡ଼ିଶା ଅନୁପମା ଦଣ୍ଡପାଟ ୨,୨୨୪ ୨.୦୮ -
ସ୍ୱାଧୀନ ଲୁନା କିଶୋର ଦଳେଇ ୧,୪୧୨ ୧.୩୨ -
ସ୍ୱାଧୀନ ରବିନ୍ଦ୍ର ନାଥ ସେଠୀ ୧,୧୬୫ ୧.୦୯ -
ବସପା ସତ୍ୟଭାମା ସେଠୀ ୧,୦୧୯ ୦.୯୫ -
ଜନ ହିତକାରୀ ପାର୍ଟି ଦିଲ୍ଲିପ କୁମାର କାଣ୍ଡ ୮୭୩ ୦.୮୨ -
ସପା ମୃତ୍ୟୁଞ୍ଜୟ ସେଠୀ ୬୮୧ ୦.୬୪ -
ଭୋଟ ବ୍ୟବଧାନ ୧୫,୪୯୯ ୧୪.୫୦* -
ମତଦାନ ହାର ୧,୦୬,୮୭୮ ୭୧.୨୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାମୟୂରଭଞ୍ଜ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଭାଷାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଯଶୋଧାରା ମିଶ୍ରରାଜ ଯୋଗମନୋରଞ୍ଜନ ଦାସଆକବରକୋଣାର୍କ ସୂର୍ଯ୍ୟ ମନ୍ଦିରଯାଜପୁର ଜିଲ୍ଲାଅପର୍ଣ୍ଣା ମହାନ୍ତିପଠାଣି ପଟ୍ଟନାୟକମାଳଦ୍ଵୀପବିଜୁ ପଟ୍ଟନାୟକ୧୯୬୭ହନୁମାନ ଜୟନ୍ତୀସଲମାନ ଖାଁଜଟାୟୁଗୋଦାବରୀଶ ମହାପାତ୍ରଲକ୍ଷ୍ମୀନାରାୟଣ ସାହୁଲାଟିନ ଭାଷାନିଓୱାଇଜ ଧୂମକେତୁଖାରବେଳଓଡ଼ିଆ ଭାଷା ଆନ୍ଦୋଳନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଏଚଆଇଭି/ଏଡସଭୀମା ଭୂଇଁଆସ୍ୱର ବର୍ଣ୍ଣଅଶୋକ (ସମ୍ରାଟ)ଗୋପାଳବଲ୍ଲଭ ଦାସଓଡ଼ିଶାର ଇତିହାସସ୍ୱାମୀ ବିବେକାନନ୍ଦବଳରାମ୨୦୨୩ର ଓଡ଼ିଆ କଥାଚିତ୍ର୨୭ ମାର୍ଚ୍ଚକଟକବାଲିଗୁଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜୀବ ଗାନ୍ଧୀଭଦ୍ରକହେମନ୍ତ କୁମାର ଦାସଶ୍ରୀନିବାସ ରାମାନୁଜନବୀର ହନୁମାନ ମନ୍ଦିର, ରାୟଗଡ଼ଗୋମାଂସଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ୧୯୮୧ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରନାଗଫେଣୀ ଗଛରାଜନୀତି ବିଜ୍ଞାନଉପେନ୍ଦ୍ର କିଶୋର ଦାସଜଗନ୍ନାଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଆହମ୍ମଦୀୟଅଂକୋର୍ ୱାଟ୍ସଂସ୍କୃତପ୍ରତିଭା ରାୟଇନ୍ଦିରା ଗାନ୍ଧୀସିନ୍ଧୁ ନଦୀ୫ ଡିସେମ୍ବରଓଡ଼ିଶାର କଳାରବର୍ଟ ମୂଗତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବଓଡ଼ିଶାର ଭୂଗୋଳଅଳେଇଚଯାଜପୁରଶ୍ରୀରୂପା ମିତ୍ର ଚୌଧୁରୀ🡆 More