ବିମ୍ବିସାର

ବିମ୍ବିସାର  (c. 558 – c. 491 BC 558  491 BC)  ଖ୍ରୀଷ୍ଟପୂର୍ବ 558ରୁ 491 ମସିହା ଯାଏ ଭାରତୀୟ ରାଜ୍ୟ ମଗଧର ରାଜା ଥିଲେ । ସେ ହରୟଙକା ବଂଶର ଥିଲେ । ରାଜା ଭଟ୍ଟିୟ ତାଙ୍କର ପିତା ଥିଲେ । ସେ ପ୍ରଥୟମେ ଏକ ବିଶାଳ ମଗଧ ରାଜ୍ୟର ପରିକଳ୍ପନା କରି ଅଙ୍ଗେ ରାଜ୍ୟକୁ ଆକ୍ରମଣ କରି ଅଧିଗ୍ରହଣ କରିଥିଲେ । କ୍ରମଶଃ ମଗଧ ଏକ ବିଶାଳ ସମ୍ଭ୍ରାଜ୍ୟରେ ପରିଣତ ହେଇଥିଲା । 

(August 2015)">full citation needed]

ବିମ୍ବିସାର
ବିମ୍ବିସାର
Bimbisara welcomes the Buddha
Founder of Haryanka dynasty
ଶାସନକାଳ c. 544 – c. 492 BCE (52 years)
ପୂର୍ବାଧିକାରୀ Bhattiya
ଉତ୍ତରାଧିକାରୀ Ajatashatru
ଜୀବନସାଥୀ Kosala Devi
Chellana
Khema
ସନ୍ତାନସନ୍ତତିଗଣ
Ajatashatru, Abhay
ବାପା Bhattiya
ଜନ୍ମ c. 558 BCE
ମୃତ୍ୟ c. 491 BCE
ଧର୍ମ Buddhism, Jainism

ତାଙ୍କ ସମୟ କାଳରେ ସଂସ୍କୃତିର ଉନ୍ନତି ହେବା ସହ ବୌଦ୍ଧ ଧର୍ମର ମଧ୍ୟ ପ୍ରସାର ଘଟିଥିଲା । ତାଙ୍କଦ୍ୱାରା ପ୍ରସିଦ୍ଧ ବୌଦ୍ଧ ସହର ରାଜଗିରି ସ୍ଥାପିତ ହେଇଥିଲା । ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅଜାତଶତ୍ରୁ ସିଂହାସନ ଆରୋହଣ କରିଥିଲେ । .

ଜୀବନୀ 

ବିମ୍ବିସାର ଏକ ଗ୍ରାମକୁ ପରିବର୍ଦ୍ଧନ କରି ତାହାକୁ ପାଟଳିପୁତ୍ରରେ ପରିଣତ କରିଥିଲେ ।  ସେ ସେ3ନା ବାହିନୀ ଧରି ଅଙ୍ଗ ରାଜ୍ୟ ସହ ଯୁଦ୍ଧ କରି ସେହି ରାଜ୍ୟକୁ ନିଜ ରାଜ୍ୟରେ ମିସେଇଥିଲେ । ତାହାଦ୍ୱାରା ରାଜା ବ୍ରାହମଦତ୍ତ ତାଙ୍କ ପିତାଙ୍କୁ ପରାଜିତ କରିଥିବାର ପ୍ରତିଶୋଧ ନେଇଥିଲେ । ଅଙ୍ଗ ବିଜଯ ପରେ ସେ ରାଜକୁମାର କୁନିକାଙ୍କୁ ସେଠାରେ ଗାଦିନଶିନ କରିଥିଲେ । 

ବୈବାହିକ ସମ୍ବନ୍ଧ 

ବିମବିଶାର ବୈବାହିକ ସମ୍ବନ୍ଧକୁ ରାଜ୍ୟ ବର୍ଦ୍ଧନ ପାଇଁ ବ୍ୟବହାର କରିଥିଲେ । ସେ ମହା କୋଶଳ ର4ଆଜ୍ୟର ରାଜକୁମାରୀ କୋଶଳ ଦେବୀଙ୍କୁ ବିବାହ କରି କାଶୀକୁ ଯୌତୁକ ହିସାବରେ ପାଇଥିଲେ । ଏହି ବିବାହଦ୍ୱାରା ତନିକର କୋଶଳ ରାଜ୍ୟ ସହ ଥିବା ତିକ୍ତତା ଦୂର ହେଇଥିଲା ଓ ତାହା ପରେ ସେ ଅନନ୍ୟ କ୍ଷୁଦ୍ର ରହୟ ସବୁ ଜୟ କରିଥିଲେ । ବୈଶାଳୀର ଲିଛଭି ରାଜକୁମାରୀଙ୍କୁ ସେ ଦ୍ୱିତୀୟ ପତ୍ନୀ ଭାବରେ ବିବାହ କରି ସମ୍ଭ୍ରାଜ୍ୟ ଆହୁରି ବିସ୍ତାର କରିଥିଲେ । 

ମୃତ୍ୟୁ 

ବିମ୍ବିସାର 
Bimbisara's jail, where King Bimbisara was imprisoned, in Rajgir

ସେ ସମୟର ପ୍ରଥା ଅନୁସାରେ ଅଜାତଶତ୍ରୁ ତାଙ୍କ ପିତାଙ୍କୁ କାରାଗାରରେ ରଖିଥିଲେ ଓ ନିଜେ ସିଂହାସନ ଆରୋହଣ କରିଥିଲେ । ଅଜାତଶତ୍ରୁଙ୍କ ପୁତ୍ର ଜନ୍ମ ହେଲା ବେଳକୁ ସେ ପିତାଙ୍କୁ କାରା ମୁକ୍ତ କରିବାକୁ ଗଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । 

ବୌଦ୍ଧ ପରମ୍ପରା

ବୌଦ୍ଧ ଲିପି ଅନୁସାରେ ବିମ୍ବିସାର ବୁଦ୍ଧଙ୍କୁ ତାଙ୍କର ଦିବ୍ୟଜ୍ଞାନ ଆହରଣ ପୂର୍ବରୁ ଭେଟିଥିଲେ । ତାଙ୍କ ପତ୍ନୀ ମଲ୍ଲିକା ଯିଏ ବୁଦ୍ଧଙ୍କ ଅନୁଗାମୀ ଥିଲେ , ସେ ବିମ୍ବିସାରଙ୍କୁ ଭେଟେଇ ଥିଲେ । ପରେ ସେ ନିଜେ ବୁଦ୍ଧଙ୍କ ଶିଷ୍ୟ ହେଇଗଲେ ଓ ତାଙ୍କଦ୍ୱାରା ବିଶେଷ ପ୍ରଭାବିତ ହେଇଥିଲେ । 

ଜୈନ ପରମ୍ପରା 

ଜୈନ ଲିଖନରେ ମଧ୍ୟ ବିମ୍ବିସାରଙ୍କ ନାମ ଉଲ୍ଲେଖ ରହିଛି । ସେ ଜୈନ ମୁନି ଯମଧାରଙ୍କଦ୍ୱାରା ପ୍ରଭାବିତ ହେଇଥିଲେ । ସେ ମହାବୀରଙ୍କ ସମାବର୍ତନ ସଭାକୁ ଯାଉଥିଲେ ।  .

 ପ୍ରବାଦ ଅଛି ବିମବିସର ନିଜକୁ ନିଜେ ହତ୍ୟା କରିଥିଲେ ଓ ପାତାଳରେ ପୁନର୍ଜନ୍ମ ଲଭିଥିଲେ । ଜୈନ ଲିପିରେ ଉଲ୍ଲେଖ ଥିଲା ଯେ ସେ ମହାପଦ୍ମ ବା ପ୍ରଥମ ତିରଥଙ୍କର ଭାବରେ ପୁନର୍ଜନ୍ମ ଗ୍ରହଣ କରିବେ 

ପୁନଶ୍ଚ ପଠନ 

  • Jarasandha

ନୋଟ ସବୁ 

Tags:

ବିମ୍ବିସାର ଜୀବନୀ ବିମ୍ବିସାର ବୌଦ୍ଧ ପରମ୍ପରାବିମ୍ବିସାର ଜୈନ ପରମ୍ପରା ବିମ୍ବିସାର ପୁନଶ୍ଚ ପଠନ ବିମ୍ବିସାର ନୋଟ ସବୁ ବିମ୍ବିସାର ଆଧାର ବିମ୍ବିସାର

🔥 Trending searches on Wiki ଓଡ଼ିଆ:

କୃଷ୍ଣଚନ୍ଦ୍ର ପାଣିଗ୍ରାହୀ୧୫ ଅପ୍ରେଲଅଶ୍ରୁମୋଚନ ମହାନ୍ତିବିବାହକେଳୁଚରଣ ମହାପାତ୍ରକରଣ (ଜାତି)ମଥୁରା ମଙ୍ଗଳଜଗନମୋହ‌ନ ଲାଲରାଖାଲ ମହାନ୍ତିପଖାଳଭୁବନେଶ୍ୱର ମିଶ୍ରବରଗଛଜୟୀରାମ ସାମଲଚନ୍ଦନଲାଗି ବେଶବୁଧବାରଫାଇଲେରିଆତ୍ରିଭୁଜରଜିୟା ସୁଲତାନବର୍ଷା ପ୍ରିୟଦର୍ଶିନୀପୃଥିବୀ ଦିବସବୀଜାଣୁମିଆ ଖଲିଫାଓଡ଼ିଶା ବିଧାନ ସଭାବ୍ରଜନାଥ ବଡ଼ଜେନାରାସନ କାର୍ଡ଼ (ଭାରତ)ବିଶ୍ୱ ଏଡ୍‌ସ ଦିବସନଦୀଖୋର୍ଦ୍ଧାନୀଳକଣ୍ଠ ଦାସକିରଣ ବେଦୀଉତ୍କଳ ସମ୍ମିଳନୀମଦନମୋହନ ମିଶ୍ରୟୁ ଟ୍ୟୁବଜୟଦେବ ଜେନାରଙ୍ଗବତୀରୋମୀୟ ସାମ୍ରାଜ୍ୟରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାପଣିକିଆମୟୂରଟୀକା ଗୋବିନ୍ଦ ଚନ୍ଦ୍ରପରମାନନ୍ଦ ଆଚାର୍ଯ୍ୟଝୁମରଜୟୀ ରାଜଗୁରୁରାମକୃଷ୍ଣ ନନ୍ଦଅଶୋକାଷ୍ଟମୀମାୟାଧର ମାନସିଂହପଞ୍ଚସଖାସୁଭାଷ ଚନ୍ଦ୍ର ବୋଷତୁମ ପରି ଛୋଟ ପିଲାଟିଏମ୍ୟାଲେରିଆଚମ୍ପୂ୨୦ ଅପ୍ରେଲଅଟିଜିମ୍‌କୁମ୍ଭାର ଚକରଥଯାତ୍ରାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଉଇକିମିଡ଼ିଆ ଫାଉଣ୍ଡେସନଅହଲ୍ୟା (ଓଡ଼ିଆ କଥାଚିତ୍ର)ଜ୍ଞାନୀ ଦେବାଶିଷ ମିଶ୍ର୧ ଅପ୍ରେଲପୂରଣବାଚକ ସଂଖ୍ୟାଅର୍ଥଶାସ୍ତ୍ରଅସହଯୋଗ ଆନ୍ଦୋଳନଗିରିଜା କୁମାର ବଳୀୟାରସିଂହମନମୋହନ ସାମଲଗୋଦାବରୀଶ ମିଶ୍ରହେମନ୍ତ କୁମାର ଦାସ୨୮ ଅପ୍ରେଲ🡆 More