ପଶ୍ଚିମେଶ୍ୱର ଶିବ ମନ୍ଦିର

ପଶ୍ଚିମେଶ୍ୱର ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ପୁରାତନ ଅଂଶରେ ଥିବା ବଡ଼ୁ ସାହିରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ୮ମ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହି ମନ୍ଦିରର ମୁଖ୍ୟ ଦେଉଳ ବହୁ କାଳରୁ ଭୂମିଷ୍ଠ ହେଇଯାଇଛି । ତେବେ ଏଥିରୁ ବିଚ୍ଛିନ୍ନ ହେଇ ରହିଥିବା କାର୍ତିକେୟ , ଗଣେଶ , ପାର୍ବତୀ ଓ ନରସିଂହ ମୂର୍ତିରୁ ଏହାର ନିର୍ମାଣ  କାଳ ବିଷୟରେ ସୂଚନା ମିଳିଥାଏ । ବର୍ତ୍ତମାନ ଶିବ ଲିଙ୍ଗ ମଧ୍ୟ ଏକ ପଥର ସ୍ତୂପ ଉପରେ ରହିଛି । ଲିଙ୍ଗ ନିକଟକୁ ଯାଉଥିବା ପ୍ରସ୍ତର ସୋପାନ ମଧ୍ୟ ରହିଛି । 

ପଶ୍ଚିମେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Elevation18 m (59 ft)

ଅବସ୍ଥିତି 

ଏହି ମନ୍ଦିରର ଭୌଗୋଳିକ ଅବସ୍ଥିତି t-20°14'46, Long-85°50'02ଠାରେ ରହିଛି । ଏହା ବିନ୍ଦୁସାଗର ପୁଷ୍କରିଣୀର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ । ଏହା ସମୁଦ୍ରପତ୍ତନଠାରୁ ୬୧ ଫୁଟ ଉପରେ ରହିଛି । 

ତାପ୍ତର୍ଯ୍ୟ

ମୁଖ୍ୟ ମନ୍ଦିର ଭଗ୍ନ ହେଇଥିଲେ ମଧ୍ୟ ଏଠାରେ ରୀତି ଅନୁସାରେ ପୂଜା ଅର୍ଚ୍ଚନା ହେଇଥାଏ । ଶିବରାତ୍ରି , ମକର ସଂକ୍ରାନ୍ତି ପରି ପର୍ବ ମଧ୍ୟ ପାଳନ କରାଯାଇଥାଏ । 

ଆଧାର 

Tags:

ଓଡ଼ିଶାଗଣେଶନରସିଂହପାର୍ବତୀଭୁବନେଶ୍ୱରଶିବ

🔥 Trending searches on Wiki ଓଡ଼ିଆ:

ସଚିନ ତେନ୍ଦୁଲକରମାଲେସିଆଯୀଶୁବିହାରଦକ୍ଷିଣ କୋରିଆରେବତୀ (କ୍ଷୁଦ୍ରଗଳ୍ପ)ହେପାଟାଇଟିସଏସିଆଦୁର୍ଗାକଳିଙ୍ଗ ଯୁଦ୍ଧଜର୍ମାନୀଜାପାନ୨୦ ଅପ୍ରେଲହଂକଂତାଇୱାନବିଶ୍ୱନାଥ କରମହମ୍ମଦନବଗୁଞ୍ଜରଅଲାରନାଥ ମନ୍ଦିରମନମୋହନ ସାମଲନହୁଷଶେଷ ବସନ୍ତର ଚିଠିମାଙ୍ଗାନିଜଭାସ୍କୋ ଡା ଗାମାଟୁକୁନି ସାହୁଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଇଣ୍ଡୋନେସିଆରାମାୟଣଜ୍ଞାନପୀଠ ପୁରସ୍କାରରାମଚନ୍ଦ୍ର ମିଶ୍ରପଞ୍ଜାବୀ ଉଇକିପିଡ଼ିଆନରୱେବେଦ୧୮ ମାର୍ଚ୍ଚଚଣାମାଉସୀ ମା’ ମନ୍ଦିରମାୟାଧର ମାନସିଂହଆକ୍ରା୦ (ସଂଖ୍ୟା)ସୁରେନ୍ଦ୍ର ସିଂହ ଭୋଇଅବକାଶ ବେଶଓଡ଼ିଆ ଭାଷା ଆନ୍ଦୋଳନଦ୍ୱିତୀୟ ବିଶ୍ୱଯୁଦ୍ଧମନୋଜ ଦାସପାରାସେଟାମୋଲ୩୪ଜିନା ସାମଲଇଲେକ୍‌ଟ୍ରୋନମଧୁସୂଦନ ରାଓମାଂସର ବିଳାପସେପ୍ସିସଖଣ୍ଡପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କ୍ଲିଣ୍ଡାମାଇସିନଓଡ଼ିଶା ବିଧାନ ସଭାଶେୟାର ବଜାରଭକ୍ତ ଚରଣ ଦାସଚାଚେରୀ ବେଶଦକ୍ଷିଣ ଆଫ୍ରିକାଧର୍ମେନ୍ଦ୍ର ପ୍ରଧାନରତ୍ନାକର ଚଇନିଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଭାରତୀୟ ମହିଳା୪ ଅଗଷ୍ଟ୧୯୨୭ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୋଣାର୍କରାଜନୀତି ବିଜ୍ଞାନଓଡ଼ିଆ ଖାଦ୍ୟମାଟ୍ରିକ୍ସନିକିତା କୃସ୍ଚେଭରାଜ୍ୟ ସଭା୧୪୦୭ଭାରତ ରତ୍ନୟୁନିଫର୍ମ ରିସୋର୍ସ ଲୋକେଟର🡆 More