ପଞ୍ଜୁରୀ ଭିତରେ ଶାରୀ: ୧୯୯୨ ଓଡ଼ିଆ କଥାଚିତ୍ର

ପଞ୍ଜୁରୀ ଭିତରେ ଶାରୀ, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ରବି ସ୍ୱାଇଁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଗୋପାଳ ଦେ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅବତାର ସିଂହ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପଞ୍ଜୁରୀ ଭିତରେ ଶାରୀ
ନିର୍ଦ୍ଦେଶକଅବତାର ସିଂହ
ପ୍ରଯୋଜକରବି ସ୍ୱାଇଁ
ସଂଳାପଗୋପାଳ ଦେ
ଚିତ୍ରନାଟ୍ୟଅବତାର ସିଂହ
କାହାଣୀରବି ସ୍ୱାଇଁ
କଳାକାରବିଜୟ ମହାନ୍ତି
ତନ୍ଦ୍ରା ରାୟ
ମିହିର ଦାସ
ଅପରାଜିତା ମହାନ୍ତି
ହର ପଟ୍ଟନାୟକ
ଦେବୁ ବୋଷ
ଜୟୀରାମ ସାମଲ
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୪ ଜୁନ ୧୯୯୨
କଥାଚିତ୍ରର ସମୟ
୧୫୭ ମିନିଟ
ଦେଶପଞ୍ଜୁରୀ ଭିତରେ ଶାରୀ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ମହାନ୍ତି, ତନ୍ଦ୍ରା ରାୟ, ମିହିର ଦାସ ଓ ଅପରାଜିତା ମହାନ୍ତି । ହର ପଟ୍ଟନାୟକ, ଦେବୁ ବୋଷ, ଜୟୀରାମ ସାମଲ, କୁନି ମିଶ୍ର, କାନ୍ତ ସିଂହ, ଜୟୀରାମ ସାମଲ, ଗୀତା ଦତ୍ତ, ବ୍ୟୋମକେଶ ତ୍ରିପାଠୀ, ବ୍ରଜ ସିଂହ, ସଞ୍ଜୟ ନାୟକ, ଲିପ୍ସା, ନମ୍ରତା ଦାସ, କ୍ରିଷ୍ଣା ଦାସ, ବୈରାଗୀ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଅଲେଖ ବିଶ୍ୱାଳ, ସତ୍ୟ ମହାନ୍ତି, ସ୍ୱରୂପ ନାୟକ, ଶ୍ରୀକାନ୍ତ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ, ଶ୍ରୀକାନ୍ତ ଦାସ, ଗୀତା ଦାଶ, ଦୀପ୍ତି ମହାନ୍ତି, ଦେବାଶିଷ ମହାପାତ୍ର, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ହେ ବିଶ୍ୱପ୍ରାଣ ତୋ ପାଇଁ ଆମ ଏ ଜୀବନ" 
2."ନେଇଯିବ ତୋତେ ପାଲିଙ୍କି" 
3."ଗୋଟେ ଥିଲା ଶାରୀ ଶାରୀ ନୁହେଁ ଲାଲ ପରି" 
4."ପଞ୍ଜୁରୀ ଭିତରେ ଶାରୀ" 
5."ଯାଉଛି ଗୁଣ୍ଠୁଣି ହାତୀ" 

ଆଧାର

ବାହାର ଆଧାର

Tags:

ପଞ୍ଜୁରୀ ଭିତରେ ଶାରୀ ଅଭିନୟପଞ୍ଜୁରୀ ଭିତରେ ଶାରୀ କାହାଣୀପଞ୍ଜୁରୀ ଭିତରେ ଶାରୀ ଗୀତ ଏବଂ ସଙ୍ଗୀତପଞ୍ଜୁରୀ ଭିତରେ ଶାରୀ ଆଧାରପଞ୍ଜୁରୀ ଭିତରେ ଶାରୀ ବାହାର ଆଧାରପଞ୍ଜୁରୀ ଭିତରେ ଶାରୀ

🔥 Trending searches on Wiki ଓଡ଼ିଆ:

ପ୍ରଣବ ପ୍ରକାଶ ଦାସଦିୱାନା ଦିୱାନୀଉମେଶଚନ୍ଦ୍ର ସରକାରମହାତ୍ମା ଗାନ୍ଧୀଉଇକିକମନ୍ସତୁମ ପରି ଛୋଟ ପିଲାଟିଏଓଡ଼ିଶାର ଭୂଗୋଳବାଇପୋଲାର ଡିଜଅଡରବ୍ରହ୍ମୋତ୍ରୀ ମହାନ୍ତିପ୍ରଧାନ ପୃଷ୍ଠାସାରଳା ଦାସନବରାତ୍ରୀଖାରବେଳଆଣ୍ଡ୍ରଏଡ଼ବିଶ୍ୱତାପନଓଡ଼ିଆ ସାହିତ୍ୟଓଡ଼ିଶାର କଳାବାଜି ରାଉତଭାରତ ଛାଡ଼ ଆନ୍ଦୋଳନଜାଭାକଥା (ପତ୍ରିକା)କଳ୍ପନା ଚାୱଲାବିଧାନ ସଭା ସଭ୍ୟବନ୍ଧୁତାଓଡ଼ିଆ ସାହିତ୍ୟର ଇତିହାସ୧୩ ମାର୍ଚ୍ଚ୧୩୯୧ପ୍ରଦୂଷଣଉଇକିପିଡ଼ିଆପାଣିକୟାଁ ଜନଜାତି୧୫୭୯ଗୋଦାବରୀଶ ମିଶ୍ରଭଗବତୀ ଚରଣ ପାଣିଗ୍ରାହୀଶଙ୍ଖ କ୍ଷେତ୍ରକୁଞ୍ଜବିହାରୀ ଦାଶୟୁ ଟ୍ୟୁବ୨୭ ମାର୍ଚ୍ଚଲକ୍ଷ୍ମଣ ନାୟକସୁଦାମ ମାରାଣ୍ଡିକାଞ୍ଜିଅଅଁଳା ଓଷାନୀଳାଦ୍ରି ଭୂଷଣ ହରିଚନ୍ଦନମୋଗଲ ସାମ୍ରାଜ୍ୟପ୍ରାଚୀନ ମିଶରପରିଣାମଖ୍ରୀଷ୍ଟ ଧର୍ମସିଷ୍ଟର ଶ୍ରୀଦେବୀଇମେଲପାର୍ବତୀ ଘୋଷସୁରେନ୍ଦ୍ର ମହାନ୍ତିରାଜା ରାମମୋହନ ରାୟମହେଶ୍ୱର ମହାନ୍ତିଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅର୍ଜୁନ ଗଛଶ୍ରୀତମ ଦାସଓଡ଼ିଆ ଭ୍ରମଣ ସାହିତ୍ୟଶିବ ଶଙ୍କର ସାହାଣୀ୧୭୩୯୩୧ ମାର୍ଚ୍ଚ୯ ଅପ୍ରେଲଯଶୋବନ୍ତ ଦାସଉତ୍ତରାଖଣ୍ଡବୀର ସୁରେନ୍ଦ୍ର ସାଏଭୋଦେଇ ଓଷାବିଜୟ ମହାନ୍ତିରଥଯାତ୍ରା🡆 More