ନିଳୋକ: ଓଡ଼ିଶାର ଏକ ଗାଁ

]

ନିଳୋକ
ଗାଆଁ
Green fields of Nilok
ନିଳୋକ ଗାଆଁକୁ ପ୍ରବେଶ ରାସ୍ତା
ନିଳୋକ is located in Odisha
ନିଳୋକ
ନିଳୋକ
ଓଡ଼ିଶା ମାନଚିତ୍ରରେ ସ୍ଥାନ
ନିଳୋକ is located in India
ନିଳୋକ
ନିଳୋକ
ନିଳୋକ (India)
Coordinates: 21°05′11″N 86°20′27″E / 21.086291°N 86.340909°E / 21.086291; 86.340909
ଦେଶନିଳୋକ: ଯାତାୟତ ସୁବିଧା, ଶିକ୍ଷା ସୁବିଧା, ପାଳିତ ପର୍ବପର୍ବାଣି ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଭଦ୍ରକ
Population
 (୨୦୧୧)
 • Total୧୧୧୯
ଭାଷା
 • ମୁଖ୍ୟ ଭାଷାଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-22/

ନିଳୋକ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ୨୦୧୧ ଜନଗଣନା ସୂଚନା ଅନୁଯାୟୀ, ଏହି ଗାଆଁର ଲୋକେସନ କୋଡ୍ କିମ୍ବା ଗାଁ କୋଡ୍ ହେଉଛି ୩୯୪୪୦୭ । ଏହା ଭଦ୍ରକ ସଦର ମହକୁମାଠାରୁ ୨୮ କିଲୋମିଟର ଏବଂ ବନ୍ତଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ । ୨୦୦୯ ପରିସଂଖ୍ୟାନ ଅନୁଯାୟୀ, ନିଳୋକ ହେଉଛି ନିଳୋକ ଗାଁର ଗ୍ରାମ ପଞ୍ଚାୟତ, ଯାହାକି ୨୦୦୨ରେ ପ୍ରତିଷ୍ଠା ହୋଇଥିଲା ।

ଏହି ଗାଆଁର ସମୁଦାୟ ଭୌଗୋଳିକ କ୍ଷେତ୍ର ହେଉଛି ୧୪୯ ହେକ୍ଟର | ୨୦୧୧ ମସିହାର ଭାରତର ଜନଗଣନା ଅନୁସାରେ, ଏହି ଗାଁର ଜନସଂଖ୍ୟା ୧,୧୧୯ (୫୫୦ ପୁରୁଷ ଏବଂ ୫୬୯ ମହିଳା), ଯାହାର ସାକ୍ଷରତା ହାର ହେଉଛି ୮୬.୯୭% ।

ଯାତାୟତ ସୁବିଧା

ପ୍ରକାର ସ୍ଥିତି
ସରକାରୀ ବସ୍ ସେବା ଉପଲବ୍ଧ ନାହିଁ
ଘରୋଇ ବସ୍ ସେବା ଭଦ୍ରକ, ଭୁବନେଶ୍ୱରକୁ ସଂଯୋଗ କରୁଥିବା ବସ୍ ସେବେ ଉପଲବ୍ଧ ଅଛି ।
ରେଳ ଷ୍ଟେସନ ୧୦ କିଲୋମିଟର ଦୂରତା ମଧ୍ୟରେ ଦୁଇଟି ଷ୍ଟେସନ ଉପଲବ୍ଧ ଅଛି ।

ଶିକ୍ଷା ସୁବିଧା

ବିଦ୍ୟାଳୟ ପ୍ରକାର ବିଦ୍ୟାଳୟର ନାମ
ଅଙ୍ଗନବାଡ଼ି ଅଙ୍ଗନବାଡ଼ି, ନିଳୋକ
ପ୍ରାଥମିକ ହରିହର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଉଚ୍ଚ ବିଦ୍ୟାଳୟ ନିଲୋକ ଉଚ୍ଚ ବିଦ୍ୟାଳୟ
ସଂସ୍କୃତ ବିଦ୍ୟାଳୟ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟ
ଶିଶୁ ମନ୍ଦିର ସାଧନା ଶିଶୁ ବିଦ୍ୟା ମନ୍ଦିର

ପାଳିତ ପର୍ବପର୍ବାଣି

ଏହି ଗାଁରେ ମୁଖ୍ୟ ପର୍ବ ଭାବରେ ଅଧିଷ୍ଠାତ୍ରୀ ଦେବୀ ମା' ବଉଳାଶୁଣୀଙ୍କ ନିକଟରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ତିନିଦିନିଆ ଯଜ୍ଞ ଅନୁଷ୍ଠିତ ହେବା ସହିତ ପାଖାପାଖି ୧୫ ଦିନରୁ ଅଧିକ ଦିନ ଧରି ମେଳା ବସେ ଓ ଓଡ଼ିଶାର ଜଣାଶୁଣା ଯାତ୍ରାପାର୍ଟିଦ୍ୱାରା ନାଟକ ପରିବେଷଣ ହୋଇଥାଏ । ଏହା ବ୍ୟତୀତ ଦୋଳ ଯାତ୍ରା, ରଜ ପର୍ବ, ସାର୍ବଜନିନ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, ପଞ୍ଚକ ପୂର୍ଣ୍ଣିମା, ସରସ୍ୱତୀ ପୂଜା ଆଦି ପାଳନ କରାଯାଏ ।

ଅବସ୍ଥିତ ମନ୍ଦିର

  • ଶିବ ମନ୍ଦିର
  • ଜଗନ୍ନାଥ ମନ୍ଦିର
  • ତାରିଣୀ ମନ୍ଦିର
  • ମା' ବଉଳାଶୁଣୀ ମନ୍ଦିର
  • କାଳୀବାସୁଳୀ ମନ୍ଦିର
  • ଗ୍ରାମଦେବତୀ (ବୁଢ଼ୀ ଜାଗୁଳେଇ)
  • ମଙ୍ଗଳା ମନ୍ଦିର

ଆଧାର

Tags:

ନିଳୋକ ଯାତାୟତ ସୁବିଧାନିଳୋକ ଶିକ୍ଷା ସୁବିଧାନିଳୋକ ପାଳିତ ପର୍ବପର୍ବାଣିନିଳୋକ ଅବସ୍ଥିତ ମନ୍ଦିରନିଳୋକ ଆଧାରନିଳୋକ

🔥 Trending searches on Wiki ଓଡ଼ିଆ:

ଚବିଶ ଗୁରୁଫେସବୁକୟୁନିଫର୍ମ ରିସୋର୍ସ ଲୋକେଟରଶୁଭ ବିବାହଭରତ (ରାମାୟଣ)ନମିତା ଅଗ୍ରୱାଲDharanidhar Bhuyanବେଲକଳାପାହାଡ଼ବ୍ୟଞ୍ଜନ ବର୍ଣ୍ଣଜ୍ଞାନୀନ୍ଦ୍ର ବର୍ମାଓଡ଼ିଆ ଭ୍ରମଣ ସାହିତ୍ୟଗରିଷ୍ଠ ସାଧାରଣ ଗୁଣନୀୟକପ୍ରୀତିରଞ୍ଜନ ଘଡ଼ାଇଦଣ୍ଡ ନାଟଭାରତୀୟ ଉପମହାଦେଶବିଜୁ କୃଷକ କଲ୍ୟାଣ ଯୋଜନାରାଉରକେଲାକ୍ରିଏଟିଭ କମନ୍ସରାସାୟନିକ ମୌଳିକସଖୀ କଣ୍ଢେଇ ନାଚଅଭିନିବେଶ ଅର୍ଥନୀତିପ୍ରତୀକ୍ଷାଅଣ୍ଡା (ଜୀବ ବିଜ୍ଞାନ)ଓଡ଼ିଶା ପ୍ରିମିଅର ଲିଗଆଠଗଡ଼ମାଦଳା ପାଞ୍ଜିମହାନଦୀରତ୍ନାକର ଚଇନିପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପଣା ସଂକ୍ରାନ୍ତିଜଗନ୍ନାଥ ମନ୍ଦିର୨ ଅଗଷ୍ଟଓଡ଼ିଆ କାବ୍ୟ କବିତା୧୯୮୩ଦାସକାଠିଆନଡ଼ିଆରମାଦେବୀ ଚୌଧୁରୀମଇ ଦିବସପ୍ରବୀଣ କୁମାର କବିହରେକୃଷ୍ଣ ମହତାବସ୍ୱାଧୀନତା ଦିବସ‌ (ଭାରତ)ଗୋପବନ୍ଧୁ ଚୌଧୁରୀଓଡ଼ିଆ ରାମାୟଣଅଗ୍ନ୍ୟାଶୟ ଅକ୍ଷମତାସ୍ୱାମୀ ବିବେକାନନ୍ଦମଟର ସାଇକେଲପାଇକଐଶ୍ୱର୍ଯ୍ୟା ରାୟମହିମା ଧର୍ମମାୟାଧର ମାନସିଂହ୯ ମଇଜନ ଗଣ ମନଭାରତର ଜାତୀୟ ପତାକାକାନାଡ଼ାଦୁଦୁରାନୀଳମାଧବ ମନ୍ଦିରଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସବ୍ରାଉଜରମହେନ୍ଦ୍ର ସିଂହ ଧୋନିନଇ ଆରପାରିପଞ୍ଚତନ୍ତ୍ରସାବିତ୍ରୀ ଓଷା🡆 More