ପ୍ରୀତିରଞ୍ଜନ ଘଡ଼ାଇ: ଓଡ଼ିଆ ରାଜନୀତିଜ୍ଞ

ପ୍ରୀତିରଞ୍ଜନ ଘଡ଼ାଇ (ଜନ୍ମ: ୬ ଜୁନ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରୀତିରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋରାଇ ଓ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରୀତିରଞ୍ଜନ ଘଡ଼ାଇ
ପ୍ରୀତିରଞ୍ଜନ ଘଡ଼ାଇ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ଆଧାର
ବିଧାୟକ: ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀକୁଆଁରିଆ ମାଝି
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-06-10) ୧୦ ଜୁନ ୧୯୭୩ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଦେବସ୍ମିତା ଘଡ଼ାଇ (୧ମ ପତ୍ନୀ)
ଝିଲିକ୍ ଭଟ୍ଟାଚାର୍ଯ୍ୟ (୨୦୨୦-ଏବେଯାଏଁ)
ବାପା/ବୋଉପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବାପା)
ପ୍ରତିମା ଘଡ଼ାଇ (ମାଆ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ପ୍ରୀତିରଞ୍ଜନ ଘଡ଼ାଇ ୧୯୭୩ ମସିହାର ଜୁନ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ । ସେ ଓଡ଼ିଆ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ପ୍ରୀତିରଞ୍ଜନଙ୍କର ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ । ପ୍ରୀତିରଞ୍ଜନଙ୍କର ବାପା ପ୍ରଫୁଲ୍ଲ ଘଡ଼ାଇ ଜଣେ ରାଜନୀତିଜ୍ଞ ଏବଂ ସେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ରାଜନୈତିକ ଜୀବନ

ପ୍ରୀତିରଞ୍ଜନ ଘଡ଼ାଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା କୋରାଇ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ
୨୦୧୯ ଏବେଯାଏଁ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ସୁକିନ୍ଦା ବିଜୁ ଜନତା ଦଳ

ଆଧାର

Tags:

ପ୍ରୀତିରଞ୍ଜନ ଘଡ଼ାଇ ଜନ୍ମ, ପରିବାର ଓ ଶିକ୍ଷାପ୍ରୀତିରଞ୍ଜନ ଘଡ଼ାଇ ରାଜନୈତିକ ଜୀବନପ୍ରୀତିରଞ୍ଜନ ଘଡ଼ାଇ ଆଧାରପ୍ରୀତିରଞ୍ଜନ ଘଡ଼ାଇଓଡ଼ିଆ ଲୋକକୋରାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁକିନ୍ଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ଶ ଓଡ଼ିଶା ବିଧାନ ସଭା

🔥 Trending searches on Wiki ଓଡ଼ିଆ:

ଦିନ୨୯୨ମାଳିକାବୈଦେହୀଶ ବିଳାସବିନି ଅରୋଡ଼ାଦ୍ୱିତୀୟ ବିଶ୍ୱଯୁଦ୍ଧରବୀନ୍ଦ୍ରନାଥ ଠାକୁର୨୧ ମାର୍ଚ୍ଚଗରିଷ୍ଠ ସାଧାରଣ ଗୁଣନୀୟକକୟାଁ ଜନଜାତିନୃସିଂହନାଥ ମନ୍ଦିର୧୪୦୧ପୂର୍ଣ୍ଣଚ୍ଛେଦ୧୮ ମାର୍ଚ୍ଚଶୁଚିତ୍ୱପରମାଣୁ କ୍ରମାଙ୍କଆରବ ସାଗରବଳରାମ ମିଶ୍ରଭାରତୀୟ ଡାକ ସେବାଝିନ୍ନ ହିକ୍‌କାଚନ୍ଦ୍ରଶେଖର ଭେଙ୍କଟ ରମଣ୪ ସେପ୍ଟେମ୍ବରଭାରତର ଜାତୀୟ ପ୍ରତୀକମୋଗଲ ସାମ୍ରାଜ୍ୟ୨୩ ମାର୍ଚ୍ଚକୌଶଲ୍ୟା ବନ୍ଧସାନ୍ତାଳ ଜନଜାତିତୁଳସୀ ଦାସୟୁ ଟ୍ୟୁବପ୍ରଣବ ପ୍ରକାଶ ଦାସସୁଶାନ୍ତ ସିଂହ୧୯ ମାର୍ଚ୍ଚବିଜ୍ଞାନ କାହାଣୀମାଳତୀ ଚୌଧୁରୀଶାନ୍ତନୁ କୁମାର ଆଚାର୍ଯ୍ୟଭାସ୍କୋ ଡା ଗାମାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାପ୍ୟାରିସଖାରବେଳ ସ୍ୱାଇଁତୁଳସୀ ଚଉରାଡାଇରେକ୍ଟ ବେନିଫିଟ ଟ୍ରାନ୍ସଫରପ୍ରତିଭା ରାୟଇମେଲଚନ୍ଦ୍ରଶେଖର ନନ୍ଦ୧୩୮୪ଓଡ଼ିଶାର ପର୍ବପର୍ବାଣିକରାଚୀଭିକାରୀ ବଳଅମୃତାୟନଇଲୋପେରିଡୋନମାଛଓଡ଼ିଆ ନାଟକଜିନା ସାମଲବାଇପୋଲାର ଡିଜଅଡରକିଶୋରୀ ଚରଣ ଦାସଦଣ୍ଡ ନାଟଭାରତର ନଦୀ ସମୂହର ତାଲିକାରବି ସିଂଶ୍ରାଦ୍ଧମାଂସର ବିଳାପନବକଳେବରwiki.phtmlଭକ୍ତ ଚରଣ ଦାସବିକ୍ରମ କେଶରୀ ଦେଓଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳପଣା ସଂକ୍ରାନ୍ତିଚିଲିକା ହ୍ରଦଜୀବସାରକୃଷ୍ଣ🡆 More