ଗଣେଶ ପୂଜା: ପର୍ବ

ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା କରାଯାଏ । ବିଶେଷକରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଇଥାଏ । ଆଲୋକମାଳା ମଣ୍ଡିତ ତୋରଣରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ଆକର୍ଷକ ହୋଇଥାନ୍ତି । ଓଡ଼ିଶାର ଜଟଣୀରେ ଏହା ୧୧ଦିନ ଧରି ପାଳିତ ହୋଇଥାଏ ।

ଗଣେଶ ପୂଜା
ଗଣେଶ ପୂଜା: ପର୍ବ
ଗଣେଶ ପୂଜା, ମୁମ୍ବାଇ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ,
ଆରମ୍ଭଭାଦ୍ରବ ଶୁକ୍ଳ ଚତୁର୍ଥୀ
ଶେଷଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ
ତାରିଖଅଗଷ୍ଟ/ସେପ୍ଟେମ୍ବର
୨୦୨୩ ତାରିଖ୧୯ ସେପ୍ଟେମ୍ବର (ମଙ୍ଗଳବାର)
୨୦୨୪ ତାରିଖ୭ ସେପ୍ଟେମ୍ବର (ଶନିବାର)
ପୁନଃପୌନିକତାବାର୍ଷିକ

ଶ୍ରୀ ଗଣେଶ ମହାପ୍ରଭୁଙ୍କ ଶ୍ଳୋକ :

ବକ୍ରତୁଣ୍ଡଂ ମହାକାୟ
ସୂର୍ୟ କୋଟି ସମପ୍ରଭ।
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟେଷୁ ସର୍ବଦା ।।

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାଗଣେଶଜଟଣୀଭାଦ୍ରବ

🔥 Trending searches on Wiki ଓଡ଼ିଆ:

ଓଡ଼ିଆମଧୁମେହରାଜା ରାମମୋହନ ରାୟବଳରାମ ଦାସଗୋଦାବରୀଶ ମିଶ୍ରଦଶାଶ୍ୱମେଧ ଘାଟଚୈତନ୍ୟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଇଣ୍ଡିଆନ ପ୍ରିମିଅର ଲିଗଉଇକିପିଡ଼ିଆ ସମୂହର ତାଲିକାକାଜୁରାଜ ଯୋଗବେଣୁଧର ରାଉତମିନତି ମିଶ୍ରମହିଳା ଯୌନାଙ୍ଗ ଛେଦନପରିସଂଖ୍ୟାନସଞ୍ଜୁ ଆଉ ସଞ୍ଜନାସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଶି ଓ ନକ୍ଷତ୍ରଦୀପକ ମିଶ୍ରମଧୁସୂଦନ ରାଓପୁରୁଷୋତ୍ତମ ଦେବବିଷ୍ଣୁରତ୍ନାକର ଚଇନିନଟବର ସାମନ୍ତରାୟଜଳସାଇକେଲବିଭୂତି ପଟ୍ଟନାୟକକଲମ୍ବିଆଓକିଲ ଦିବସଚେରୋ ଜାତିଇବାଣ୍ଡ୍ରୋନିକ ଏସିଡମାଟିର ମଣିଷକୋଣାର୍କ ସୂର୍ଯ୍ୟ ମନ୍ଦିରଗ୍ରହମହାପାତ୍ର ନୀଳମଣି ସାହୁଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବିଶ୍ୱନାଥ କରଓଡ଼ିଆ ଭାଷାଦ୍ରୌପଦୀ ମୁର୍ମୁଭାରତୀୟ ସମ୍ବିଧାନଓଡ଼ିଶା ପ୍ରିମିଅର ଲିଗସବ୍ୟସାଚୀ ମିଶ୍ରଭୁବନେଶ୍ୱର ବେହେରାମହା ଶିବରାତ୍ରିଅନୁପମ ଭାରତମାୟାଧର ମାନସିଂହରାମଚନ୍ଦ୍ର ବେହେରାଉଦୟନାଥ ଷଡ଼ଙ୍ଗୀଆଜାଦ ହିନ୍ଦ୍ ଫୌଜସୋରିଷଭାଷାଅମର ପ୍ରସାଦ ଶତପଥୀକଳିଙ୍ଗ ଯୁଦ୍ଧଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଅମରକଣ୍ଟକ ଏକ୍ସପ୍ରେସଅର୍ଜୁନ ଗଛହୃତ୍‌ପିଣ୍ଡହିନ୍ଦୁ ଧର୍ମଆଲବର୍ଟ ଆଇନଷ୍ଟାଇନଗୌତମ ବୁଦ୍ଧ୧୫ ଫେବୃଆରୀହିଙ୍ଗୁଳା ମନ୍ଦିରଚନ୍ଦନ ବୋଡ଼ାଦୀନକୃଷ୍ଣ ଦାସ୧୯୨୦ସାଦୃଶ୍ୟରୋହିତ ପୂଜାରୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା🡆 More