ଦ୍ୱିତୀୟା

'ଦ୍ୱିତୀୟା' ଚନ୍ଦ୍ରପକ୍ଷର ଦ୍ୱିତୀୟ ଦିବସ - ଚନ୍ଦ୍ରର ଦ୍ୱିତୀୟ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । ପ୍ରତିପଦର ପରବର୍ତ୍ତୀ ଓ ତୃତୀୟାର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଦ୍ୱିତୀୟାକୁ କୃଷ୍ଣା ଦ୍ୱିତୀୟା ଓ ଶୁକ୍ଳ ପକ୍ଷର ଦ୍ୱିତୀୟାକୁ ଶୁକ୍ଳା ଦ୍ୱିତୀୟା କୁହାଯାଇଥାଏ ।

  • ଆଷାଢ଼ ଶୁକ୍ଳ ଦ୍ୱିତୀୟା: ଜଗନ୍ନାଥଙ୍କ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା
  • ଆଶ୍ୱିନ କୃଷ୍ଣ ଦ୍ୱିତୀୟା: ଗୁପ୍ତ ଗୁଣ୍ଡିଚା
    ଶ୍ରୀମନ୍ଦିରର ଦେବୀପୀଠ ବିମଳା ମନ୍ଦିରରେ ଷୋଳପୂଜା ଆରମ୍ଭରୁ ମହାପ୍ରଭୁଙ୍କୁ ପ୍ରତିନିଧି ମାଧବ ଓ ଦେବୀଙ୍କ ପ୍ରତିନିଧି ଦୁର୍ଗା ରୁନ୍ଧା ହୋଇ ରହିଥାନ୍ତି । ୯ଦିନ ପରେ ଦୁର୍ଗାମାଧବ ଏକତ୍ର ହୋଇ ପାଲିଙ୍କିଯାତ୍ରାରେ ବିଜେ କରନ୍ତି । ଏହି ପାଲିଙ୍କିଯାତ୍ରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ । ଶ୍ରୀମନ୍ଦିରରୁ ବାହାରି ଦୁର୍ଗାମାଧବ ରଥରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି ।

ଆଧାର

Tags:

ତିଥିପ୍ରତିପଦ

🔥 Trending searches on Wiki ଓଡ଼ିଆ:

ପଖାଳଜଳ ପ୍ରଦୂଷଣରାବଣଓଡ଼ିଶା ବିଧାନ ସଭାଓଡ଼ିଆ ଖାଦ୍ୟଗିରିଧର ଗମାଙ୍ଗମନୋରଞ୍ଜନ ଦାସଭୁବନେଶ୍ୱରକାଞ୍ଚନ ଅବସ୍ତିବିଜୁ ପଟ୍ଟନାୟକ୧୯୩୪ହଳଧର ନାଗଶ୍ରୀନିବାସ ରାମାନୁଜନଦି ଟାଇମସ୍ ଅଫ୍ ଇଣ୍ଡିଆଫାଇଲେରିଆଉଇକିମିଡ଼ିଆ ଫାଉଣ୍ଡେସନପୁରୀ ଜିଲ୍ଲାଅଚ୍ୟୁତାନନ୍ଦ ଦାସଭାରତର ରାଷ୍ଟ୍ରପତିଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୩ ଅପ୍ରେଲଦିବ୍ୟସିଂହ ଦେବମିଳିମିଳାମହାତ୍ମା ଗାନ୍ଧୀଙ୍କ ପରିବାରରଜିୟା ସୁଲତାନକାନନ ମିଶ୍ରବବୃବାହନ (ମହାଭାରତ)ଲକ୍ଷ୍ମୀ ପୁରାଣସିପାହୀ ବିଦ୍ରୋହକୋଣାର୍କ ସୂର୍ଯ୍ୟ ମନ୍ଦିରଗୋଦାବରୀଶ ମିଶ୍ରକୁମ୍ଭାର ଚକଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରକୁଞ୍ଜବିହାରୀ ଦାଶଲୋକ ସଭାରମାଦେବୀ ଚୌଧୁରୀଉଇକିକମନ୍ସଦୁର୍ଗା ପୂଜାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଆଖଣ୍ଡଳମଣି ମନ୍ଦିରକାଞ୍ଜିଅଅଁଳା ଓଷାଅମର ପ୍ରସାଦ ଶତପଥୀ୨୮ ଅପ୍ରେଲପ୍ରଦୀପ କୁମାର ପାଣିଗ୍ରାହୀଭାରତ ଛାଡ଼ ଆନ୍ଦୋଳନଅକ୍ଷୟ ମହାନ୍ତିଚୁଡ଼ାଯୋଗକଳାପାହାଡ଼ବିଜ୍ଞାନଭୁବନେଶ୍ୱର ବେହେରାଭାନୁଜୀ ରାଓପଠାଣି ପଟ୍ଟନାୟକକୋରାପୁଟରାଜେନ୍ଦ୍ର ନାରାୟଣ ସିଂହଦେଓଭିତରକନିକା ଜାତୀୟ ଉଦ୍ୟାନରାସେଶ୍ୱରୀ ପାଣିଗ୍ରାହୀପଖାଳ ଦିବସ୨୧କ୍ଷୀରସମୀର ରଞ୍ଜନ ଦାଶଅମୃତ ଫଳଇସଲାମ ଧର୍ମଜଗଦୀଶ ମହାନ୍ତିବିଶ୍ୱ ମ୍ୟାଲେରିଆ ଦିବସ🡆 More