ତୋ ପାଇଁ ନେବି ମୁଁ ଶହେ ଜନମ: ୨୦୦୭ର ଓଡ଼ିଆ କଥାଚିତ୍ର

ତୋ ପାଇଁ ନେବି ମୁଁ ଶହେ ଜନମ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜିତ ମିଶ୍ର ଓ ସୋମ୍ୟରଞ୍ଜନ ପଟ୍ଟନାୟକ । ସୋମ୍ୟରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ ପାଇଁ ନେବି ମୁଁ ଶହେ ଜନମ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଅଜିତ ମିଶ୍ର
ସୌମ୍ୟ ରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସୌମ୍ୟ ରଞ୍ଜନ ପଟ୍ଟନାୟକ
କଳାକାରଅରିନ୍ଦମ ରାୟ
ଅର୍ଚ୍ଚିତା ସାହୁ
ଜୀନା ସାମଲ
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ରାଇମୋହନ ପରିଡ଼ା
କୁନା ତ୍ରିପାଠୀ
ବିରେନ ମିଶ୍ର
ସଙ୍ଗୀତମଳୟ ମିଶ୍ର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୦୦୭
ଦେଶତୋ ପାଇଁ ନେବି ମୁଁ ଶହେ ଜନମ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଅର୍ଚ୍ଚିତା ସାହୁ । ଜୀନା ସାମଲ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଙ୍କା ମହାପାତ୍ର, ରାଇମୋହନ ପରିଡ଼ା, କୁନା ତ୍ରିପାଠୀ, ଜୟୀରାମ ସାମଲ, ଚକ୍ରଧର ଜେନା, ଅନିତା ଦାସ, ସୋମ୍ୟରଞ୍ଜନ ପଟ୍ଟନାୟକ, ବିରେନ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ଗୁରୁ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତ ଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ ମହାନ୍ତି, ବିଭୁ କିଶୋର, ଇରା ମହାନ୍ତି, ସ୍ୱୟାଂଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ବାଟ ଚାଲୁ ଚାଲୁ" 
2."ବଉଦ ଫେରି ଯାଏ" 
3."ଛୋଟ ପିଲା ଭାବି" 
4."କହିଲା କହିଲା" 
5."ମତେ ଛାଡ଼ି" 
6."ମୋ ଯବାନୀ" 
7."ସାଥିରେ" 
8."ସାଥିରେ ସାଥିରେ" 

ଆଧାର

ବାହାର ଆଧାର

Tags:

ତୋ ପାଇଁ ନେବି ମୁଁ ଶହେ ଜନମ ଅଭିନୟତୋ ପାଇଁ ନେବି ମୁଁ ଶହେ ଜନମ କାହାଣୀତୋ ପାଇଁ ନେବି ମୁଁ ଶହେ ଜନମ ଗୀତ ଏବଂ ସଙ୍ଗୀତତୋ ପାଇଁ ନେବି ମୁଁ ଶହେ ଜନମ ଆଧାରତୋ ପାଇଁ ନେବି ମୁଁ ଶହେ ଜନମ ବାହାର ଆଧାରତୋ ପାଇଁ ନେବି ମୁଁ ଶହେ ଜନମ

🔥 Trending searches on Wiki ଓଡ଼ିଆ:

ଗଙ୍ଗାଧର ମେହେରକାଜାଖସ୍ତାନଗୋପବନ୍ଧୁ ଚୌଧୁରୀଚିଲିକା ହ୍ରଦବୈଷ୍ଣବ ପାଣିରାଧାମୋହନ ଗଡ଼ନାୟକଇତିହାସନନ୍ଦିଘୋଷସ୍ତନ୍ୟପାୟୀପାପୁଆ ନିଉ ଗିନିନାରୀବାଦଭ୍ୟାକୁମ୍ କ୍ଲିନର୍ଉତ୍କଳ ଦୀପିକା୧୯ ମାର୍ଚ୍ଚଶ୍ରୀ ଅରବିନ୍ଦପ୍ଲୁଟୋମାଟିର ମଣିଷସ୍ତନତୃପ୍ତି ଦାସରାଶି ଓ ନକ୍ଷତ୍ରବୈଷ୍ଣବ ଚରଣ ସାମଲନୟାଗଡ଼ ଜିଲ୍ଲାରାସନ କାର୍ଡ଼ (ଭାରତ)ଅଣ୍ଡା ରୋଲଭାରତ ସରକାରଯୌନ ସମ୍ଭୋଗସତୀ (ହିନ୍ଦୁ ଦେବୀ)ଭାରତର ନଦୀ ସମୂହର ତାଲିକାରାମକୃଷ୍ଣ ପରମହଂସଫତୁରାନନ୍ଦଚନ୍ଦନ ଯାତ୍ରାଜଗନ୍ନାଥ ଦାସଲିଙ୍ଗରାଜ ମନ୍ଦିରବରଗଛଗଣ୍ଡାଅପରେଟିଙ୍ଗ ସିଷ୍ଟମପୁରୀଓଡ଼ିଆ ଖବରକାଗଜ ତାଲିକାବିଦ୍ୟାଳୟଗିରିଜା କୁମାର ବଳୀୟାରସିଂହଇଣ୍ଡୋନେସିଆପଞ୍ଚସଖାପଲଉ୧୭ ଫେବୃଆରୀଓଡ଼ିଶାର ସଂସ୍କୃତିପଣା ସଂକ୍ରାନ୍ତିଛାନ୍ଦଓଡ଼ିଆ କବି ମାନଙ୍କର ତାଲିକାହେପାଟାଇଟିସ ବିଶୈଳବାଳା ଦାସପୁରୁଷୋତ୍ତମ ଦେବଧର୍ମେନ୍ଦ୍ର ପ୍ରଧାନଜିନା ସାମଲଜାପାନ ସାଗରରାଜା ରାମମୋହନ ରାୟଜୟୀ ରାଜଗୁରୁପୁଷ୍ଟିସାରବ୍ୟଞ୍ଜନ ବର୍ଣ୍ଣଶ୍ରବଣା (ନକ୍ଷତ୍ର)ଭାନୁଜୀ ରାଓମହାପ୍ରସାଦହେମୋଫିଲିଆଚବିଶ ଗୁରୁଭାରତର ଜାତୀୟ ପତାକାଶୀତଳ ଷଷ୍ଠୀ ଯାତ୍ରାରାମଚନ୍ଦ୍ର ମିଶ୍ରସତ୍ୟନାରାୟଣ ରାଜଗୁରୁ୨୧କଟକ ଜିଲ୍ଲାବଡ଼ ଏରାଲସି🡆 More