ତେଲ ନଦୀ: ଭାରତର ଏକ ନଦୀ

ତେଲ ନଦୀ, ମହାନଦୀର ଏକ ଉପନଦୀ । ଏହା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାର୍ବତ୍ୟଞ୍ଚଳ ଜୋରିଗାମଠାରୁ ବାହାରି କଳାହାଣ୍ଡି, ବଲାଙ୍ଗିର ତଥା ସୋନପୁର ଜିଲ୍ଲା ଦେଇ ପ୍ରବାହିତ ହେଇଥାଏ । ଏହା ଟିଟିଲାଗଡ଼ ସହରଠାରୁ ମାତ୍ର ୮ କିଲୋମିଟର ଦୂର ଦେଇ ପ୍ରବାହିତ ହେଇଥାଏ । ମହାନଦୀର ଏହି ଉପନଦୀ, ମୂଳ ମହାନଦୀ ସହ ସୋନପୁରଠାରେ ମିଳିତ ହୁଏ । ଦୁଇ ନଦୀର ସଂଗମ ସ୍ଥଳ ଏକ ପର୍ଯ୍ୟଟକ ସ୍ଥାନ ଭାବରେ ବିଖ୍ୟାତ । ତେଲ ନଦୀ ତଟରେ ବୈଦ୍ୟନାଥଙ୍କ ମନ୍ଦିର ମଧ୍ୟ ରହିଛି । 

ଆଧାର


Tags:

ମହାନଦୀ

🔥 Trending searches on Wiki ଓଡ଼ିଆ:

ଫତୁରାନନ୍ଦକଳ୍ପନା କୁମାରୀ ଦେବୀପଶ୍ଚିମ ଓଡ଼ିଶାଓଡ଼ଗାଁ୧୯୬୨ରାମାୟଣପାଟଦେଇବ୍ୟଞ୍ଜନ ବର୍ଣ୍ଣବାଗ୍ ଯନ୍ତ୍ରବସନ୍ତ ରୋଗରଥଯାତ୍ରାବିଜୟ ମିଶ୍ରପ୍ରେମଭକ୍ତ ଚରଣ ଦାସକଣ୍ଟାକୁସୁମସୌଭାଗ୍ୟ କୁମାର ମିଶ୍ରକଳାପାହାଡ଼ଗୁଗଲବଳରାମହନୁମାନ ଜୟନ୍ତୀକଳାହାଣ୍ଡି ଜିଲ୍ଲା୧ ଅକ୍ଟୋବରଯଶୋଧାରା ମିଶ୍ରଯୌନ ସମ୍ଭୋଗଭାନୁଜୀ ରାଓଗୋପପୁର (ଗପ ସଙ୍କଳନ)ହସ୍ତମୈଥୁନବାଲେଶ୍ୱରରାସାୟନିକ ମୌଳିକବିଶ୍ୱ ଏଡ୍‌ସ ଦିବସ୧୯ ଅପ୍ରେଲବିଶ୍ୱ ନାଟ୍ୟ ଦିବସପୃଥିବୀଗୋପାଳ ଛୋଟରାୟଶାରଳା ପୁରସ୍କାରରଣା ସାପଆପଲ କମ୍ପାନୀଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଧର୍ମପଦଓଡ଼ିଶାର ଲୋକନୃତ୍ୟପ୍ରତିଭା ଶତପଥୀ୮୮୭କେରଳକୁପୋଷଣ୧୯୮୯କିଶୋରୀ ଚରଣ ଦାସରଜନୀ ରଞ୍ଜନକୌରବକୋଶଳ କ୍ରାନ୍ତି ଦଳଭୀମା ଭୂଇଁଆଇଟାଲୀଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଅଷ୍ଟ୍ରିଆଜନ ଗଣ ମନମେଘଦୂତ (ରାଧାନାଥଙ୍କ କାବ୍ୟ)ରୋମାନିଆବୈକୁଣ୍ଠନାଥ ପଟ୍ଟନାୟକJagannathପ୍ରଦୂଷଣ୧୯୮୬ସଂଯୁକ୍ତା ରାଉତପ୍ୟାରିସଭୌଗଳିକ ଦିଗବାରେଣିରମେଶ ପ୍ରସାଦ ପାଣିଗ୍ରାହୀଭାରତ ଛାଡ଼ ଆନ୍ଦୋଳନମୟୂରଭଞ୍ଜ ଜିଲ୍ଲା୧୯୭୮ଏ. ପି. ଜେ. ଅବଦୁଲ କଲାମ🡆 More