ଝାରସୁଗୁଡା - ବିଜୟନଗରମ୍ ରେଳପଥ

ଝାରସୁଗୁଡା - ବିଜୟନଗରମ୍ ରେଳପଥ ,ଭାରତର ପୂର୍ବାଞ୍ଚଳରେ ଥିବା ଏକ ରେଳପଥ । ହାୱଡା - ନାଗପୁର-ମୁମ୍ବାଇ ଲାଇନ ଓ ହାୱଡା -ଚେନନେଇ ଲାଇନ ଦ୍ୱୟ ଝାରସୁଗୁଡା ଓ ଟିଟିଲାଗଡ ଜଙ୍କସନକୁ ସଂଯୋଗ କରୁଥିଲା । ତେବେ ଝାରସୁଗୁଡାରୁ ବିଜୟନଗରମ୍ ଯାଏ ସିଧାସଳଖ ଲାଇନ ଭାବରେ ଏହାକୁ ନିର୍ମାଣ କରାଯାଉଛି । ଏହି ଲାଇନ ନିର୍ମାଣ ସମାପ୍ତ ହେଲେ ଏହା ଉଭୟ ମୁଖ୍ୟ ଲାଇନକୁ ସଂଯୋଗ କରିବ । 

ଭୌଗୋଳିକ ଅବସ୍ଥିତି 

ବର୍ତ୍ତମାନ ଝାରସୁଗୁଡା ଟିଟିଲାଗଡ ଲାଇନ ଝାରସୁଗୁଡାରୁ ଆରମ୍ଭ ହୋଇଛି । ଏହି ଲାଇନ ମହାନଦୀ ଓ ତାହାର ସଖା ନଦୀ ଅଙ୍ଗ ଓ ତେଲ ନଦୀକୁ ପରି କରି ପଶ୍ଚିମାଞ୍ଚଳର ପାର୍ବତ୍ଯ ଇଲାକା ମଧ୍ୟ ଦେଇ ଯାଇଥାଏ । 

ଅନ୍ୟ ପକ୍ଷ୍ୟରେ ଟିଟିଲାଗଡ - ବିଜୟନଗରମ୍ ଲାଇନ ରାୟପୁରଠାରୁ ମହାନଦୀ ଉପତ୍ୟକା ଅଞ୍ଚଳ ଦେଇ ଛତିଶଗଦର କିଛି ଅଞ୍ଚଳ ମଧ୍ୟ ଦେଇ ଯାଇଛି । ଏହା ପରେ ଏହା ଓଡ଼ିଶାର ନୂଆପଡା ଜିଲ୍ଲାରେ ପ୍ରବେଶ କରି ପୂର୍ବ ଘାଟ ପର୍ବତମାଳା ନିକଟରୁ ଯାଇ ଆନ୍ଧ୍ରା ପ୍ରଦେଶର ତତାବରତି ସମତଳ ଅଞ୍ଚଳକୁ ପ୍ରବେଶ କରେ । ଏହା ବିଜୟନଗରମ୍ଠାରେ ହାୱଡା - ଚେନ୍ନେଇ ଲାଇନ ସହ ମିଳିତ ହୁଏ । 

ଏହି ଲାଇନ ଯାଇଥିବା ଅଞ୍ଚଳ କୋଇଲାଖଣି ତଥା ଅନନ୍ୟ ଖଣିଜ ଧାତବ  ରେ ପରିପୂର୍ଣ ଓ ଏହି ଲାଇନ ପାଖରେ ବହୁ ବୃହତ ଓ ମାଧ୍ୟମ ଧାରଣ ଶିଳ୍ପ ଗଢ଼ି ଉଠିଛି । NTPCର ବୃହତ ଥର୍ମଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ଏହି ଲାଇନ ସନ୍ନିକଟରେ ଅବସ୍ଥିତ । ଆହୁରି ମଧ୍ୟ ଅନେକ ଥର୍ମଳ ବିଦ୍ୟୁତ କେନ୍ଦ୍ର ଓ ଶିଳ୍ପ ସମହୁଆ ଗଢ଼ି ଉଠିବାର ସମ୍ଭାବନା ରହିଛି । ଏହି ଲାଇନ ଯାଇଥିବା ଅଞ୍ଚଳ ମଧ୍ୟରେ ବଡମାଳଠାରେ ଗୋଲାବାରୁଦ କାରଖାନା ମଧ୍ୟ ରହିଛି । ଏ ସବୁ ଦୃଷ୍ଟିରୁ ଏହି ରେଳପଥ ଦେଶର ଅର୍ଥନୈତିକ ଦୃଷ୍ଟି କୋଣରୁ ଖୁବ ଗୁରୁତ୍ୱ ପୂର୍ଣ ।  

ଇତିହାସ 

ପୁରାତନ ମୁଖ୍ୟ ଲାଇନ ନାଗପୁରରୁ ଆସାନସୋଲ ମଧ୍ୟରେ ପୂର୍ବତନ  ବେଙ୍ଗଲ ନାଗପୁର ରେଳବାଇ ଅଧୀନରେ ଫେବୃଆରୀ ୧ , ୧୮୯୧ରେ ସ୍ଥାପିତ ହୋଇଥିଲା । ୧୮୯୩ ଓ ୧୮୯୬ ମଧ୍ୟରେ ୧,୨୮୮ କିଲୋମିଟର ରେଳପଥ ଏଇତିହାସିକ ପୂର୍ବ ତଟ ରେଳବାଇଦ୍ୱାରା ନିର୍ମିତ ହେଇ ଯାତାୟତ  ପାଇଁ ଖୋଲିଥିଲା । ଏହାପରେ ସିନି-କୋଲଘାଟ , ଓ ଖଡଗପୁର- କଟକ ଲାଇନ ମଧ୍ୟ ୧8୯୮-99୮ରେ ନିର୍ମିତ ହେଇ ଏହାସହିତ ପୂର୍ବ ଭାରତ ସହ ଦକ୍ଷିଣ ଭରତର ରେଳ ସଂଯୋଗ ଆରମ୍ଭ ହେଲା । 

ସମ୍ବଲପୁର - ତାଳଚେର ଲାଇନ ୧୯୮୩ରେ ସ୍ୱୀକୃତି ପାଇ ୧୯୯୮ରେ ନିର୍ମାଣ ସମ୍ପୂର୍ଣ୍ଣ ହେଲା । କୋରାପୁର ରାୟଗଡା ଲାଇନ ମଧ୍ୟ ୧୯୯୮ରେ କର୍ଜ୍ଯକ୍ଷ୍ୟମ ହେଲା । 

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ରୁଦ୍ରମା ଦେବୀବୌଦ୍ଧଗଡ଼କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଗୋପୀନାଥ ମହାନ୍ତିହୋ ଜନ‌ଜାତିଚନ୍ଦନ ଯାତ୍ରାରାମ ନବମୀସଂସ୍କୃତଛେନା ତାଡ଼ିଆକାକରା ପିଠାଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହଫାଶୀଗଣେଶଖାଦ୍ୟଉମେଶଚନ୍ଦ୍ର ସରକାରଓଡ଼ିଆ ଭାଗବତରାଜ୍ୟହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)ଓଡ଼ିଶାର କଳାବୈଷ୍ଣବ ଚରଣ ସାମଲଭକ୍ତ ଚରଣ ଦାସସୀତା ବିବାହରାଜକିଶୋର ରାୟମହାରାଷ୍ଟ୍ରଚନ୍ଦ୍ରଶେଖର ରଥପୂର୍ଣ୍ଣଚ୍ଛେଦସମ୍ବାଦଭୁବନେଶ୍ୱର ବେହେରାଭାସ୍କୋ ଡା ଗାମାବଳରାମ ଦାସଶିଶୁ ଅନନ୍ତ ଦାସଜଗନ୍ନାଥ ମନ୍ଦିରଐଶ୍ୱର୍ଯ୍ୟା ରାୟଅନୁବ୍ରତ ବସୁତାଜମହଲଭାଜିନିସମସହାତୀକୁତବମିନାରଲିନକ୍ସ୧୮୭୧ନିତ୍ୟାନନ୍ଦ ମହାପାତ୍ରନୀଳକଣ୍ଠ ଦାସବୀରକିଶୋର ଦାସତାକଲାମାକାନ ମରୁଭୂମିଅଶ୍ୱିନୀ କୁମାର ଘୋଷସାରଳା ଦାସଝଙ୍କାର (ପତ୍ରିକା)ରଥଯାତ୍ରାକିଶୋର ଚନ୍ଦ୍ର ସିଂହ ଦେଓମନ କି ବାତକବାଟପରିମେୟ ସଂଖ୍ୟାସାହାଣମେଲାଆଜ୍‌ମାଖେଚେଡ଼ିଶିରିଡ଼ି ସାଇ ବାବାପ୍ରଧାନ ପୃଷ୍ଠାପୁନମ ମିଶ୍ରଚନ୍ଦ୍ରଭାନୁ ସିଂହ ଦେଓଜନ ବୀମସସୁରମା ପାଢ଼ୀଜବାହରଲାଲ ନେହେରୁସଂଖ୍ୟା ରେଖାୟୁକ୍ଲିଡ୍ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବାଘଟଙ୍କ ତୋରାଣିପରଶମଣି (ଉପନ୍ୟାସ)ଅଚ୍ୟୁତ ସାମନ୍ତଦ୍ରୌପଦୀ ମୁର୍ମୁକୃଷ୍ଣ ଜନ୍ମାଷ୍ଟମୀଯଶୋଧାରା ମିଶ୍ର🡆 More