ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ

ଡୋକ୍ରିଚଞ୍ଚଡ଼ା କଳାହାଣ୍ଡି ଜିଲ୍ଲାରେ ଥିବା ଏକ ଜଳପ୍ରପାତ । ଏହା କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଦୁଦକଠେଙ୍ଗା ଗାଁରେ ଅବସ୍ଥିତ । ଏଠାରେ ଆଗ୍ନେୟଗିରି ଉଦ୍ଗୀରଣ ଫଳରେ ପ୍ରାକୃତିକ ଗୁମ୍ଫା ତିଆରି ହୋଇ ପରେ ଜଳପ୍ରପାତ ସୃଷ୍ଟି ହୋଇଛି । ଜଳପ୍ରପାତକୁ ଲାଗିଥିବା ଡୋକ୍ରିଚଞ୍ଚଡ଼ା ଅଞ୍ଚଳ ଅଧୀନରେ ଥିବା ଅମ୍ପାନି, ଟେମରା, କଭଦଳ, ଡାବ୍ରିଗଡ଼, ପୋଢ଼ାଗୁଡ଼ା, କୁତ୍ରୁ, ଘଣ୍ଟିଗୁଡ଼ା, ସିଉଣି ଓ ବିରିମାଲ ଆଦି ଅଞ୍ଚଳରେ କନ୍ଧ, ଗଣ୍ଡ, ପରଜା, ଭାଟରା, ଗଢ଼ବା ଓ ସଉରା (ଶବର) ଆଦି ଅଦିମ ଜନଜାତି ବାସ କରିଥାନ୍ତି । ଏହି ଜଳପ୍ରପାତକୁ ଲାଗି ଘନ ବନାନୀ ବେଢ଼ି ରହିଛି । ଏକ କିଲୋମିଟର ବ୍ୟାପୀ ଏକ ଗ୍ରାନାଇଟର ଚଟାଣ ଉପରେ ଏହି ଜଳପ୍ରପାତ ବ‌ହିଛି ।

ଡୋକ୍ରିଚଞ୍ଚଡ଼ା
ଅବସ୍ଥାନକଳାହାଣ୍ଡି ଜିଲ୍ଲା, ଓଡ଼ିଶା, ଭାରତ
ପ୍ରକାରଘୋଡ଼ା ଲାଞ୍ଜ ପରି
ଉଚ୍ଚତା244 ମି[convert: unknown unit]
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ



ଆଧାର

Tags:

କଳାହାଣ୍ଡି ଜିଲ୍ଲାକୋକସରାପରଜାଶବରସଉରା

🔥 Trending searches on Wiki ଓଡ଼ିଆ:

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶୈଳବାଳା ଦାସଗିରିଧର ଗମାଙ୍ଗବ୍ୟଞ୍ଜନ ବର୍ଣ୍ଣତୃପ୍ତି ଦାସଜଗନ୍ନାଥ ପ୍ରସାଦ ଦାସଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଆଣ୍ଡାମାନ ସାଗରରାମକୃଷ୍ଣ ପରମହଂସମଟର ସାଇକେଲଗୁରୁପ୍ରସାଦ ମହାନ୍ତିପ୍ରାଣୀପାପୁଆ ନିଉ ଗିନିଅଷ୍ଟ୍ରେଲିଆଘରଦାମୋଦର ରାଉତବିରିୟାନୀଓଡ଼ିଶାର ଲୋକନୃତ୍ୟଲକ୍ଷ୍ମୀନାରାୟଣ ସାହୁତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରସ୍ତୁତି ଚିନ୍ତାମଣିନୟାଗଡ଼ ଜିଲ୍ଲାକୁଞ୍ଜବିହାରୀ ଦାଶମୋନିକା ସେଲ୍ସଛାରପୋକକାଜାଖସ୍ତାନସାମାଜିକ ଆନ୍ଦୋଳନଶେର ଶାହ ସୁରୀଲଣ୍ଡନଫତୁରାନନ୍ଦମାଗୁଣିର ଶଗଡ଼ (କଥାଚିତ୍ର)ଫୋସିନୋପ୍ରିଲଦାଶରଥି ଦାସନରେନ୍ଦ୍ର ମୋଦୀତାଳଧ୍ୱଜଢଗ ଢମାଳିନୀଳକଣ୍ଠ ଦାସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜନ ଗଣ ମନଏମିସ ଲୋକଫରିନା ଆଜାଦଓଡ଼ିଶାର ଇତିହାସମାର୍ଚ୍ଚସମୟ (କାଳ)କାଟୁଲୁ ରବି କୁମାରସାଲଭାଡୋର ଡାଲିଶଙ୍କରାଚାର୍ଯ୍ୟ୧୭୪୬ରଥସାରଳା ଦାସଚିନ୍ତାମଣି ବେହେରାବାମାଚରଣ ମିତ୍ରଦଶାବତାରଓମ'ଙ୍କ ନିୟମଉଇକିପିଡ଼ିଆ ସମୂହର ତାଲିକାସୋନାଲ ମାନସିଂହଦ୍ୱିତୀୟ ଭାସ୍କରପଖାଳଟ୍ରାପିଜିଅମଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଅଂଶୁଘାତଆନନ୍ଦ ଶଙ୍କର ଦାସଜୀବସାର ଗପ୍ରସନ୍ନ କୁମାର ପଣ୍ଡାବୈଶାଖପ୍ଲୀହାଶରତ କୁମାର ମହାନ୍ତିଓ ଅନ୍ଧଗଳିଗୋଦାବରୀଶ ମହାପାତ୍ର୨୦ ଅଗଷ୍ଟଭୁବନେଶ୍ୱର🡆 More