ଗପ ହେଲେ ବି ସତ

ନଗେନ ରାୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସମ୍ପୁର୍ଣ୍ଣ ରଙ୍ଗୀନ ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ ୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ।

ଗପ ହେଲେ ବି ସତ
ନିର୍ଦ୍ଦେଶକନଗେନ ରାୟ
ପ୍ରଯୋଜକସୁବିମଳ ଚନ୍ଦ୍ର ମଲିକ
ଚିତ୍ରନାଟ୍ୟପି. ଡ଼ି. ସେନୟ
କାହାଣୀବସନ୍ତ ମହାପାତ୍ର
କଳାକାରହରିଶ ମହାପାତ୍ର, ବନଜା ମହାନ୍ତି, ଦୁର୍ଲଭ, ସୁରେଶ ମହାପାତ୍ର
ସଙ୍ଗୀତଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ
ଚିତ୍ରଗ୍ରହଣସୁରେନ୍ଦ୍ର ସାହୁ
ସମ୍ପାଦକଜାଗ୍ରିତ୍ କାମ୍ବଲେ
ମୁକ୍ତିଲାଭ ତାରିଖ
୧୬ ଜୁଲାଇ ୧୯୭୬
ଦେଶଗପ ହେଲେ ବି ସତ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮ଲକ୍ଷ

ଅଭିନୟରେ

'ଗପ ହେଲେ ବି ସତ'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଂଗୀତ

ଏହି କଥାତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ରହରିପ୍ରସାଦ ଚୌରାଶିଆ

ଗୀତ ଗୀତିକାର ଗାୟକ/ ଗାୟିକା
"ଏ ବନର ଛାଇ ଯହିଁ ପ୍ରଥମ ପ୍ରେମ ସପନ" ଗୁରୁକୃଷ୍ଣ ଗୋସ୍ୱାମୀ ସୁମନ କଲ୍ୟାଣପୁର, ଅମିତ କୁମାର
"ଜୟ ଯଦୁ ନନ୍ଦନ ରାଧିକା ପ୍ରାଣ ଭଞ୍ଜନ ହେ" ଗୁରୁକୃଷ୍ଣ ଗୋସ୍ୱାମୀ
"ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ" ଗୁରୁକୃଷ୍ଣ ଗୋସ୍ୱାମୀ

ଆଧାର

ଅଧିକ ତଥ୍ୟ

Tags:

ଗପ ହେଲେ ବି ସତ ଅଭିନୟରେଗପ ହେଲେ ବି ସତ ଗୀତ ଓ ସଂଗୀତଗପ ହେଲେ ବି ସତ ଆଧାରଗପ ହେଲେ ବି ସତ ଅଧିକ ତଥ୍ୟଗପ ହେଲେ ବି ସତଓଡ଼ିଆ କଥାଚିତ୍ରନଗେନ ରାୟ

🔥 Trending searches on Wiki ଓଡ଼ିଆ:

ଜାଭାପଖାଳଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଚନ୍ଦ୍ରଯାନ-୧ଓଡ଼ିଆ କଥାଚିତ୍ର ଜଗତଅଞ୍ଜଳି କିସ୍କୁ୧୨ ମାର୍ଚ୍ଚରାମକୃଷ୍ଣ ନନ୍ଦବ୍ରତୋପନୟନବାହୁଡ଼ା ଯାତ୍ରାଡୁରେସ୍ଓଡ଼ିଶାର ଦୋଳଯାତ୍ରାପାଇକ ବିଦ୍ରୋହହରପ୍ପାଉମେଶଚନ୍ଦ୍ର ସରକାରପୁରୀପ୍ଲାଟିପସତପସ୍ୱିନୀରଥଯାତ୍ରାବିଷ୍ଣୁପରଳଲବଣ ସତ୍ୟାଗ୍ରହଭଗବତ ଗୀତାସୋନାକ୍ଷୀ ସିହ୍ନାଧଣିଆନବରାତ୍ରୀ୨୨ ମାର୍ଚ୍ଚପାର୍ବତୀ ଘୋଷଗାୟତ୍ରୀ ସରାଫଅଶୋକ (ସମ୍ରାଟ)ସଦାଶିବ ପ୍ରଧାନୀମେଧା ପାଟକର୧୪୯୬ବିକ୍ରମ କେଶରୀ ଦେଓଚନ୍ଦ୍ରଶେଖର ନନ୍ଦ୧୪ ମାର୍ଚ୍ଚବୈକୁଣ୍ଠନାଥ ପଟ୍ଟନାୟକଇଲନ ମସ୍କଆତପଦାହଦୀପାବଳୀରାଣୀ ଲକ୍ଷ୍ମୀବାଈଭାରତର ସଂସ୍କୃତିସମାଜ ବିଜ୍ଞାନ୧୫୫୨ନେପୋଲିୟନ ବୋନାପାର୍ଟନୃସିଂହଉଇକିମିଡ଼ିଆ ମୁଭମେଣ୍ଟଉର୍ବଶୀଖାରବେଳ ସ୍ୱାଇଁଛାନ୍ଦବୁଧେଇ ଓଷାଇଷ୍ଟ ଇଣ୍ଡିଆ କମ୍ପାନୀକଳ୍ପନା ଚାୱଲାହୀରାକୁଦ ବନ୍ଧଅର୍ଜୁନ ଗଛବିଦ୍ୟାଳୟଗୁରୁପ୍ରସାଦ ମହାନ୍ତିବେଙ୍ଗବ୍ରାହ୍ମ ସମାଜଶ୍ରୀରାମ ପଣ୍ଡାମଧୁସୂଦନ ରାଓବୈଶାଖଭୀମ ପୃଷ୍ଟିଶୁଚିତ୍ୱବାଘସିଲଡେନାଫିଲ୧୫୭୬🡆 More