ନଗେନ ରାୟ: ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ନଗେନ ରାୟ(୧୬ ଜୁଲାଇ ୧୯୩୫-୦୩ ଜାନୁଆରୀ ୨୦୧୮) ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଓ ମଞ୍ଚ ଅଭିନେତା ଥିଲେ । ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ ତାଙ୍କରି ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ଶ୍ରମ ବିଭାଗରେ କାର୍ଯ୍ୟକରି ସେ ୧୯୮୮ମସିହାରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ।

ନଗେନ ରାୟ
ଜନ୍ମ(1935-07-16)୧୬ ଜୁଲାଇ ୧୯୩୫
କଟକ
ମୃତ୍ୟୁ୩ ଜାନୁଆରୀ ୨୦୧୮(2018-01-03) (ବୟସ ୮୨)
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ ମହାବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ

ନଗେନ, ୧୯୩୫ ମସିହାରେ କଟକ ଜିଲ୍ଲାର ନିଆଳି ଅନ୍ତର୍ଗତ ବଗଲାସାହିରେ ଜନ୍ମଗ୍ରହଣ କରିଥିଲେ । ସେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୟ କରୁଥିଲେ । ଘନଶ୍ୟାମ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ କନକଲତା ଚଳଚ୍ଚିତ୍ରରେ ସେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୭୬ରେ ତାଙ୍କ ନିଜ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଗପ ହେଲେ ବି ସତ ମୁକ୍ତିଲାଭ କରିଥିଲା । ୧୯୭୮ର ଚଳଚ୍ଚିତ୍ର ପ୍ରିୟତମାର କାହାଣୀ ରଚନା ସହ, ସେ ଏଥିରେ ଅଭିନୟ ମଧ୍ୟ କରିଥିଲେ । ୧୯୮୦ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ତପସ୍ୟାରେ ସେ ନିର୍ଦ୍ଦେଶନା ସହିତ କାହାଣୀ ଓ ସଂଳାପ ମଧ୍ୟ ରଚନା କରିଥିଲେ ।

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଆ କଥାଚିତ୍ର ଜଗତଗପ ହେଲେ ବି ସତ

🔥 Trending searches on Wiki ଓଡ଼ିଆ:

ରାମ ନବମୀଲକ୍ଷ୍ମଣ ମିଶ୍ରନଟବର ସାମନ୍ତରାୟସୁନାwiki.phtmlବିଶ୍ୱନାଥ ଦାସତୁଷାରକାନ୍ତି ବେହେରାପଞ୍ଚକନ୍ୟାଉପେନ୍ଦ୍ର କିଶୋର ଦାସମନୋଜ ଦାସ୩୦ ଅପ୍ରେଲଶଙ୍କର ପ୍ରସାଦ ତ୍ରିପାଠୀତୃପ୍ତି ଦାସକାନନ ମିଶ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରଜଟାଟା ମୋଟରସହୃଷୀକେଶ ମଲ୍ଲିକସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୬ ଅପ୍ରେଲସୁଗ୍ରୀବଅହିଂସାମାଣବସା ଗୁରୁବାରରଣଜିତ ପଟ୍ଟନାୟକଅର୍ଥଶାସ୍ତ୍ରଶିମିଳିପାଳ ଜାତୀୟ ଉଦ୍ୟାନଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକ୍ଷୀରଭାରତୀୟ ଦଣ୍ଡ ସଂହିତା, ୧୮୬୦ବିଶ୍ୱଜିତ ଦାସସ୍ତନ୍ୟପାୟୀସଚିନ ତେନ୍ଦୁଲକରଧାତୁଦୀନକୃଷ୍ଣ ଦାସଆମ୍ବମହାତ୍ମା ଗାନ୍ଧୀଭି. କାର୍ତ୍ତିକେୟ ପାଣ୍ଡିଆନବିନୋଦ ଚନ୍ଦ୍ର ନାୟକ୧୪ ଅପ୍ରେଲଭୀମ ଭୋଇତମନ୍ନା ବ୍ୟାସପ୍ରାଣକୃଷ୍ଣ ପରିଜାପରମାନନ୍ଦ ଆଚାର୍ଯ୍ୟଶେର ଶାହ ସୁରୀହନୁମାନ ଜୟନ୍ତୀରାଶି ଓ ନକ୍ଷତ୍ର୧ ମାର୍ଚ୍ଚବିଶ୍ୱ ମ୍ୟାଲେରିଆ ଦିବସଗୋପୀନାଥ ମହାନ୍ତିକବି ପ୍ରସାଦ ମିଶ୍ରକୃଷ୍ଣପ୍ରସାଦ ମିଶ୍ରସମୟ (କାଳ)ତାରାପ୍ରସାଦ ଦାସଭକ୍ତ ଚରଣ ଦାସରେବତୀ (କ୍ଷୁଦ୍ରଗଳ୍ପ)ନନ୍ଦ କିଶୋର ବଳଭଦ୍ରକ ଜିଲ୍ଲାଓଡ଼ିଶୀମନମୋହନ ସାମଲଡଙ୍ଗରିଆ କନ୍ଧବଣିପ୍ରଶାନ୍ତ ନନ୍ଦବ୍ରାଉଜରବୁଧବାରସଦାଶିବ ତ୍ରିପାଠୀତୁଳସୀ ଦାସକୁମ୍ଭାର ଚକପଣିକିଆତୁଳସୀ ଗଛମୁମ୍ବାଇଅଭିମନ୍ୟୁ ସାମନ୍ତସିଂହାର🡆 More