ଓଡ଼ିଶାର ଜୈବ ବିବିଧତା

ଓଡ଼ିଶାରାଜ୍ୟ ଜୈବ ବିବିଧତା କ୍ଷେତ୍ରରେ ସମୃଦ୍ଧ । ଓଡ଼ିଶାରେ ୮୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭୩ ପ୍ରକାର ପକ୍ଷୀ, ୧୧୦ ପ୍ରକାର ସରୀସୃପ, ୧୯ ପ୍ରକାର ଉଭୟଚର ଓ ୨୭୨୦ ପ୍ରକାର ଉଦ୍ଭିଦ ଦେଖାଯାଆନ୍ତି । ଏଠାରେ ୧୪ଟି ଅଭୟାରଣ୍ୟ ଓ ୨ଟି ଜାତୀୟ ଉଦ୍ୟାନ ରହିଛି ।

ଓଡ଼ିଶାର ଜୈବ ବିବିଧତା
ଚିଲିକାରେ ବଗ

ଜାତୀୟ ଉଦ୍ୟାନ

  1. ଭିତରକନିକା ଜାତୀୟ ଉଦ୍ୟାନ
  2. ଶିମିଳିପାଳ ଜାତୀୟ ଉଦ୍ୟାନ

ଅଭୟାରଣ୍ୟ

ଓଡ଼ିଶାର ଜୈବ ବିବିଧତା 
ରଘୁରାଜପୁରର ଜଙ୍ଗଲ

ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଅଭୟାରଣ୍ୟ ଗୁଡ଼ିକ ହେଲା:

  1. ବଡ଼ରମା ବନ୍ୟଜନ୍ତୁ ଅଭୟାରଣ୍ୟ (ଉଷାକୋଠି ଅଭୟାରଣ୍ୟ)
  2. କଲରାପାଟ
  3. କୁଲଡିହା ବନ୍ୟଜନ୍ତୁ ସଂରକ୍ଷଣାଳୟ
  4. କୋଟଗଡ଼
  5. ଚନ୍ଦକା ହାତୀ ଅଭୟାରଣ୍ୟ
  6. ଚିଲିକା
  7. ଟିକରପଡ଼ା
  8. ନନ୍ଦନକାନନ ଜୀବ ଉଦ୍ୟାନ
  9. ବାଲୁଖଣ୍ଡ
  10. ଭିତରକନିକା
  11. ସାତକୋଶିଆ
  12. ସୁନାବେଡ଼ା
  13. ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ
  14. ହଦଗଡ଼
  15. ଲଖାରି ବନ୍ୟଜନ୍ତୁ ସଂରକ୍ଷଣାଳୟ

ଆଧାର

ଅଧିକ ତଥ୍ୟ

Tags:

ଓଡ଼ିଶାର ଜୈବ ବିବିଧତା ଜାତୀୟ ଉଦ୍ୟାନଓଡ଼ିଶାର ଜୈବ ବିବିଧତା ଅଭୟାରଣ୍ୟଓଡ଼ିଶାର ଜୈବ ବିବିଧତା ଆଧାରଓଡ଼ିଶାର ଜୈବ ବିବିଧତା ଅଧିକ ତଥ୍ୟଓଡ଼ିଶାର ଜୈବ ବିବିଧତାଓଡ଼ିଶା

🔥 Trending searches on Wiki ଓଡ଼ିଆ:

ମିଆଁମାରଆମ୍ବସୋମନାଥହ୍ୱାଟ୍ସଆପକେଶବ କୋଇଲିନୂଆ ଦିଲ୍ଲୀଭାରତର ନ୍ୟାୟୀକ ବ୍ୟବସ୍ଥାନୋଭାକ୍ ଜାକୋଭିକ୧୧୫୨ଭାରତୀୟ ଡାକ ସେବାଓଡ଼ିଆ ଭାଗବତଜେ. କେ ରୋଲିଙ୍ଗଭାରତର ସଂସ୍କୃତିନନ୍ଦିନୀ ଶତପଥୀଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟମଦନମୋହନ ମିଶ୍ରଫକୀର ମୋହନ ସେନାପତିଭାରତୀୟ ସମ୍ବିଧାନକୋଷ୍ଠକାଠିନ୍ୟଯୁକ୍ତରାଜ୍ୟପାଦର ଗଣ୍ଠିଉଇକିଅଭିଧାନଫିଲିପାଇନ୍ସଚୀନୀ କଲରାପତରିଆ ବାଘଯୋଗନିମୋନିଆଆର. କେ. ନାରାୟଣଭାରତୀୟ ମହିଳାବ୍ରହ୍ମପୁରଇଲନ ମସ୍କନନ୍ଦ କିଶୋର ବଳବିହାରଶ୍ରୀରାମ ପଣ୍ଡାରାଶି ଓ ନକ୍ଷତ୍ରଜୟଦ୍ରଥଓଡ଼ିଶାର ସଂସ୍କୃତିବିଶ୍ୱନାଥ କରଉମାଶଙ୍କର ମିଶ୍ରଭିଏତନାମବ୍ୟଞ୍ଜନ ବର୍ଣ୍ଣଜ୍ଞାନୀନ୍ଦ୍ର ବର୍ମାଜେରୋଷ୍ଟୋମିଆ୭୧୫ଏର୍ଗୋକ୍ୟାଲସିଫେରଲ୨୧ମାୟାଧର ମାନସିଂହସାଧାରଣ ଆପେକ୍ଷିକ ତତ୍ତ୍ୱସିନ୍ଦୂରଭାରତୀୟ ଜାତୀୟ କଂଗ୍ରେସକାଳୀଚରଣ ପଟ୍ଟନାୟକବିଲ୍ ଗେଟ୍ସ୍ବୀଣାପାଣି ମହାନ୍ତିହାଡ଼ହଳଧର ନାଗବାଜି ରାଉତଗୋଲୋକ ବିହାରୀ ଧଳ୧୮୭୫୦ (ସଂଖ୍ୟା)ପଣା ସଂକ୍ରାନ୍ତିଖଣ୍ଡାୟତନାଉରୁ୩ ଫେବୃଆରୀସ୍ୱାମୀ ବିବେକାନନ୍ଦ୬୮୧ପରିମେୟ ସଂଖ୍ୟା🡆 More