ଲଖାରି ବନ୍ୟଜନ୍ତୁ ସଂରକ୍ଷଣାଳୟ

ଗଞ୍ଜାମ ଜିଲ୍ଲାର ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ଲଖାରୀ ଜଙ୍ଗଲ ଦକ୍ଷିଣ ଓଡ଼ିଶାର ଏକ ଅଭୟାରଣ୍ୟ୤ ୧୯୮୮ ମସିହାରେ ଏହାକୁ ହାତୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା ୤୧୮୫ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ହାତୀ ସମେତ ବାଘ, ହରିଣ, ସମ୍ବର, କୁଟ୍ରା, ଝିଙ୍କ, ଠେକୁଆ, ପ୍ରଭୃତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଏଠାରେ ଦେଖାଯାନ୍ତି ୤

ଗମନାଗମନ

ଏହା ବ୍ରହ୍ମପୁର ସହରଠାରୁ ୬୦ କିମି ଦୂରରେ ଅବସ୍ଥିତ ।

ଆଧାର

ବାହାର ଆଧାର

Tags:

ଓଡ଼ିଶାଗଞ୍ଜାମ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ପ୍ରହ୍ଲାଦ ନାଟକଯୁଗଳ କିଶୋର ପଟ୍ଟନାୟକବେଦ୨୮ ଜୁଲାଇଧନିଷ୍ଠା (ନକ୍ଷତ୍ର)ମହୁଲବିଜୟ ମିଶ୍ରଓଡ଼ିଶାର ଇତିହାସଯୁକ୍ତରାଷ୍ଟ୍ର ଆମେରିକାଓଡ଼ିଶାଶୈଳଭାମା ମହାପାତ୍ରହୃତ୍‌ପିଣ୍ଡଜ୍ଞାନକୋଷଭଗବତ ଗୀତାଗଣିତକଟକଓଡ଼ିଆ ଭାଗବତବୌଦ୍ଧ ଧର୍ମଖ୍ରୀଷ୍ଟ ଧର୍ମଏଲୋରା ଗୁମ୍ଫାଏକଲବ୍ୟ ପୁରସ୍କାରନୀଳିମା ଆଜୀମମହାଦେଶଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ଲକ୍ଷ୍ମଣ ନାୟକମହାବୀର ଜୈନମହାଭାରତସ୍କନ୍ଦ ପୁରାଣମନମୋହନ ସାମଲଧରିତ୍ରୀଜଳଥୁକୁଲ୍ଜଗନ୍ନାଥଓଡ଼ିଶାର ଭୂଗୋଳସମୟ (କାଳ)ଜ୍ୟୋତି ପ୍ରକାଶ ପାଣିଗ୍ରାହୀଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଜ୍ୟୋତିର୍ଲିଙ୍ଗବିଦ୍ୟୁତ୍ ଶକ୍ତି୨୧ ଜାନୁଆରୀସ୍ୱର ବର୍ଣ୍ଣଓଡ଼ିଶା ବିଧାନ ସଭା ନିର୍ବାଚନ, ୨୦୦୯ଆକବରଇରଫାନ ପଠାଣ୧୬ ମଇଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାପର୍ଶୁରାମ ପାଣିଗ୍ରାହୀବ୍ରାଉଜରଚୋଡ଼ଗଙ୍ଗ ଦେବବାଞ୍ଛାନିଧି ମହାନ୍ତିଏମ ଏସ ସ୍ୱାମୀନାଥନଭୁବନେଶ୍ୱରକୁମ୍ଭ (ରାଶି)ସମୟମଣ୍ଡଳପଣା ସଂକ୍ରାନ୍ତିଖଣ୍ଡଗିରି ମେଳାଫାଇଲେରିଆHydrogenତାଳଧ୍ୱଜଜାପାନୀ ଭାଷାମୁଁ ତୁମେ ଓ ସେସମ୍ବାଦ (ଖବରକାଗଜ)ଲକ୍ଷ୍ମୀମୂଳା (ନକ୍ଷତ୍ର)ମଇବିଲେଇ୫ ଜୁଲାଇଭୀମ ପୃଷ୍ଟିଓଡ଼ିଶାର ଲୋକନୃତ୍ୟପ୍ରଦୀପ କୁମାର ପାଣିଗ୍ରାହୀ🡆 More