ସପ୍ତଗିରି ଶଙ୍କର ଉଲ୍ଲାକା: ଓଡ଼ିଆ ରାଜନୀତିଜ୍ଞ

ସପ୍ତଗିରି ଶଙ୍କର ଉଲ୍ଲାକା (ଜନ୍ମ: ୧ ଜାନୁଆରୀ ୧୯୭୯) ଜଣେ ଭାରତୀୟ ରାଜନେତା । ସେ ଭାରତର ସଂସଦକୁ ପ୍ରଥମ ଥର ପାଇଁ ୧୭ଶ ଲୋକ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଜଣେ ସଭ୍ୟ । ତାଙ୍କ ପିତା ରାମଚନ୍ଦ୍ର ଉଲାକା ମଧ୍ୟ କୋରାପୁଟରୁ ଦୁଇଥର ସାଂସଦ ଓ ରାୟଗଡ଼ାରୁ ସାତ ଥର ବିଧାୟକ ରହିଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର କୌଶଲ୍ୟା ହିକ୍କାଙ୍କୁ ୩,୬୧୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

ସପ୍ତଗିରି ଶଙ୍କର ଉଲ୍ଲାକା
ସପ୍ତଗିରି ଶଙ୍କର ଉଲ୍ଲାକା: ଓଡ଼ିଆ ରାଜନୀତିଜ୍ଞ
ସଦସ୍ୟ: ୧୭ଶ ଲୋକ ସଭା
ପୂର୍ବ ଅଧିକାରୀଝିନ୍ନ ହିକ୍‌କା, ବିଜେଡି
ନିର୍ବାଚନ ମଣ୍ଡଳୀକୋରାପୁଟ (ସଂ) ଲୋକ ସଭା ନିର୍ବାଚନ ମଣ୍ଡଳୀ
Incumbent
Assumed office
୨୦୧୯
ବ୍ୟକ୍ତିଗତ ସବିଶେଷ
ଜନ୍ମ (1979-01-01) ୧ ଜାନୁଆରୀ ୧୯୭୯ (ବୟସ ୪୫)
ରାୟଗଡ଼ା, ଓଡ଼ିଶା
ରାଜନୀତିକ ଦଳକଂଗ୍ରେସ
ବାପା/ବୋଉରାମଚନ୍ଦ୍ର ଉଲାକା (ବାପା),ଶ୍ରୀମତି ରତ୍ନମଣି ଇଲାକା(ମା)
ଘରରାୟଗଡ଼ା
ବୃତ୍ତିକମ୍ପ୍ୟୁଟର ଇଞ୍ଜିନିୟର, ରାଜନୀତିଜ୍ଞ
୧୩ ମଇ, ୨୦୧୯ ସୁଦ୍ଧା
ଆଧାର: [୧]

ସପ୍ତଗିରି ଜଣେ ସଫୱେୟାର ଇଞ୍ଜିନିୟର ଭାବରେ ଇନ୍ଫୋସିସ ଓ ଏଚସିଏଲ ଭଳି କମ୍ପାନୀରେ କାମ କରିଛନ୍ତି ।

ଆଧାର

ବାହାର ଆଧାର

Tags:

କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବିଜୁ ଜନତା ଦଳଭାରତର ସଂସଦଭାରତୀୟ ଜାତୀୟ କଂଗ୍ରେସରାମଚନ୍ଦ୍ର ଉଲାକାରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୭ଶ ଲୋକ ସଭା

🔥 Trending searches on Wiki ଓଡ଼ିଆ:

ସୂର୍ଯ୍ୟବଂଶୀ ସୂରଜସତୀ (ହିନ୍ଦୁ ଦେବୀ)ସାଲଭାଡୋର ଡାଲିଫେବୃଆରୀଗର୍ଭାବସ୍ଥାସୁନାରୋହିତ ଶର୍ମା୧୦୫୪ଅଂଶୁପା ହ୍ରଦଅମାବାସ୍ୟାର ଚନ୍ଦ୍ରବୈଜୟନ୍ତ ପଣ୍ଡାନଇ ଆରପାରିରାଣୀ ଲକ୍ଷ୍ମୀବାଈରାଜନୀତି ବିଜ୍ଞାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଭାରତୀୟ ଡାକ ସେବାଗଡ଼ଜାତ କୃଷକସାଇକେଲପାର୍ବତୀବିଶ୍ୱ ଏଡ୍‌ସ ଦିବସପଖାଳଆଣ୍ଡାମାନ ସାଗରଭୁବନେଶ୍ୱରଆପେଣ୍ଡିସାଇଟିସଇଣ୍ଟରନେଟଇତିହାସଚାନ୍ଦ୍ରମାସବିରାଟ କୋହଲୀଗୋପାଳକୃଷ୍ଣ ପଟ୍ଟନାୟକଛାନ୍ଦଶିଶୁ ଅନନ୍ତ ଦାସବିଜୟ ଶଙ୍କର ଦାସମହାନଦୀwiki.phtmlମାଣବସା ଗୁରୁବାରଭାରତୀୟ ମହାକାଶ ଗବେଷଣା ସଂସ୍ଥାବୃହସ୍ପତିକୁତାମ ଚଣ୍ଡୀ ମନ୍ଦିରଯକୃତମହାପ୍ରସାଦଚନ୍ଦ୍ରଶେଖର ରଥହନୁମାନଆଇଡେଲାଲିସିବସୂଚନା ପ୍ରଯୁକ୍ତିବିଦ୍ୟାଭୂଗୋଳସବ୍ୟସାଚୀ ମିଶ୍ରନଅତୁଣ୍ଡୀଜଣ୍ଡିସ୍ମୌଳିକ ସଂଖ୍ୟାମହେନ୍ଦ୍ର ସିଂହ ଧୋନିଓଡ଼ିଶା ସରକାରହେମଲତା ମାନସିଂହଭାନୁଜୀ ରାଓପ୍ଲୁଟୋମଇ ଦିବସବର୍ଷା ପ୍ରିୟଦର୍ଶିନୀଓଡ଼ିଶାର ଲୋକନୃତ୍ୟଆର୍ଯ୍ୟଭଟ୍ଟମଦର ଟେରେସାଭୀମ ଭୋଇଅଚ୍ୟୁତ ଗୋକୁଳ ନାୟକରଥଯାତ୍ରାବ୍ରାହ୍ମ ସମାଜଅଣ୍ଡାରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବେଲଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପ୨୧ରାସେଶ୍ୱରୀ ପାଣିଗ୍ରାହୀପକ୍ଷସରସ୍ୱତୀ ସମ୍ମାନଖଡ଼ଗପୁରକୁଜିବର ପ‌ତ୍ର🡆 More