ସନ୍ତରାଗଡ଼ିଆ

]

ସନ୍ତରାଗଡ଼ିଆ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିଔପଦା
ଗ୍ରାମ ପଞ୍ଚାୟତଶ୍ୟାମସୁନ୍ଦରପୁର
ତହସିଲନୀଳଗିରି
Time zoneIST (+୫.୩୦)
ଡାକ କୋଡ଼
୭୫୬୦୪୨
Area code+୦୬୭୮୨

ସନ୍ତରାଗଡ଼ିଆ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଓଉପଦା ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ

ଏହା ଜିଲ୍ଲାର ସଦର ମହକୁମା ବାଲେଶ୍ୱରଠାରୁ ୩୦ କି.ମି. ଦୂରରେ ଓ ଉପଖଣ୍ଡ ନୀଳଗିରିଠାରୁ ୧୧ କି.ମି. ଦୁରରେ ଅବସ୍ଥିତ ।

ଶିକ୍ଷା

ଏହି ଗାଁ ମୁଣ୍ଡରେ ଗୋଟିଏ ଶିଶୁ ମନ୍ଦିର, ସରକାରୀ ପ୍ରାଥମିକ, ଏକ ମଧ୍ୟ ଇଂରାଜୀ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ରହିଛି ।

ସଂସ୍କୃତି

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିରଟିଏ ରହିଛି । ଏଠାରେ ପ୍ରତିବର୍ଷ ଜାଗରରେ ମେଳା ଅନୁଷ୍ଠିତ ହୋଇଥାଏ ।

ପର୍ଯ୍ୟଟନ

୫ କିମି ଦୂରରେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ୧୧ କିମି ଦୂରରେ ନୀଳଗିରି ଜଗନ୍ନାଥ ମନ୍ଦିର ରହିଛି । ୨ କିମି ଦୂରରେ ବିଶେଶ୍ୱର ମନ୍ଦିର ରହିଛି ।

ଆଧାର

ବାହାର ଲିଙ୍କ

Tags:

ସନ୍ତରାଗଡ଼ିଆ ଗମନାଗମନସନ୍ତରାଗଡ଼ିଆ ଶିକ୍ଷାସନ୍ତରାଗଡ଼ିଆ ସଂସ୍କୃତିସନ୍ତରାଗଡ଼ିଆ ପର୍ଯ୍ୟଟନସନ୍ତରାଗଡ଼ିଆ ଆଧାରସନ୍ତରାଗଡ଼ିଆ ବାହାର ଲିଙ୍କସନ୍ତରାଗଡ଼ିଆ

🔥 Trending searches on Wiki ଓଡ଼ିଆ:

ଲଣ୍ଡନହରେକୃଷ୍ଣ ମହତାବଖଞ୍ଜଣିମହେନ୍ଦ୍ର ସିଂହ ଧୋନିଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାରାଧାନାଥ ରାୟପ୍ରଥମ ଭାସ୍କରଚନ୍ଦନ ଯାତ୍ରାଚାଣକ୍ୟକାଟୁଲୁ ରବି କୁମାରମାଣବସା ଗୁରୁବାର୧୯୦୫ବିଜୟ ମିଶ୍ରଅମାବାସ୍ୟାର ଚନ୍ଦ୍ରଗଙ୍ଗାଧର ମେହେରଓଡ଼ିଆ ମସଲାର ଇଂରାଜୀ ପ୍ରତିଶବ୍ଦପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଡାଲମାସଂକ୍ରାନ୍ତିମୁମ୍ବାଇଦୁର୍ଗା ପୂଜାନୟାଗଡ଼ ଜିଲ୍ଲାସ୍ୱର ବର୍ଣ୍ଣକୃଷ୍ଣଚନ୍ଦ୍ର ପାଣିଗ୍ରାହୀବିଜୁ ପଟ୍ଟନାୟକକାଳୀଚରଣ ପଟ୍ଟନାୟକଜୟୀରାମ ସାମଲଆଚାର୍ଯ୍ୟ ହରିହରହୀରାକୁଦ ବନ୍ଧଜୟଦେବପୁରୁଷୋତ୍ତମ ଦେବପରୀକ୍ଷାଲକ୍ଷ୍ମୀନାରାୟଣ ସାହୁତୃପ୍ତି ଦାସଆପେଣ୍ଡିସାଇଟିସଅକ୍ଷାଂଶମଇ ଦିବସଫକୀର ମୋହନ ସେନାପତିନାରାୟଣ ସାହୁଦାସିଆ ବାଉରୀଅଧର ପଟ୍ଟନାୟକଇନ୍ଦିରା ଗାନ୍ଧୀଓଡ଼ିଆ ନାଟକଗୌତମ ବୁଦ୍ଧଇତିହାସକବିସୂର୍ଯ୍ୟ ବଳଦେବ ରଥପ୍ରାଣୀପାଇକ ବିଦ୍ରୋହମହାପ୍ରସାଦପୁରୀପ୍ରାଣବନ୍ଧୁ କରପୁଷ୍ଟିସାରଆମ୍ବଟୋକିଓଗୌରହରି ଦାସପ୍ରେମବଣଭୋଜି ବେଶଗଡ଼ଜାତ କୃଷକସତ୍ୟନାରାୟଣ ରାଜଗୁରୁଆଲୋକଓଡ଼ିଶା ବିଧାନ ସଭାୟୁକ୍ରେନ୨୪ ଅପ୍ରେଲଆଉରଙ୍ଗଜେବଜଗନ୍ନାଥଙ୍କ ଧୂପନବୀନ ପଟ୍ଟନାୟକଡାକ ମୁନସୀସରସ୍ୱତୀ ସମ୍ମାନଇରା ମହାନ୍ତିକଳାପାହାଡ଼ନେପଚୁନ🡆 More