ନୀଳଗିରି

]

ନୀଳଗିରି
ସହର
Countryନୀଳଗିରି India
Stateଓଡ଼ିଶା
Districtବାଲେଶ୍ୱର
Elevation
23 m (75 ft)
Population
 (2001)
 • Total୧୪,୭୪୫
Languages
Time zoneUTC+5:30 (IST)

ନୀଳଗିରି ଓଡ଼ିଶାର ବାଲେଶ୍ୱର ଜିଲାର ଏକ ସଦର ମହକୁମା ଓ ସହର ।

ଇତିହାସ

ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନରେ ବନମାଳି ଦାସ, ବୈଷ୍ଣବ ପଟ୍ଟନାୟକ ଓ ନନ୍ଦ କିଶୋର ପଟ୍ଟନାୟକ ପ୍ରଜାମଣ୍ଡଳ ଗଢ଼ି ସ୍ଥାନୀୟ ଯୁବରାଜଙ୍କ ବିରୋଧରେ ଲଢ଼ାଇ କରିଥିଲେ ଓ ନୂଆ କରି ଗଢ଼ାଯାଇଥିବା ଭାରତୀୟ ସରକାରଙ୍କ ଅଧିନରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଏହା ୫୭୬ଟି ରାଜା ରାଜୁଡ଼ା ଅଧିନରେ ଥିବା ରାଜ୍ୟକୁ ଭାରତୀୟ ସରକାରଙ୍କ ସହ ମିଶାଇବାର ମୂଳଦୁଆ ପକାଇଥିଲା । ନୀଲଗିରିର ଲୋକେ ଏହାକୁ 'ଜିତିବାର ଆରମ୍ଭ ଭାବରେ ପାଳନ କରନ୍ତି ।

"ସନ୍ତରାଗଡ଼ିଆ" ନୀଳଗିରି ଅଧିନରେ ଥିବା ଏକ ଛୋଟ ସହର ଯାହା ନୀଳଗିରିଠାରୁ ୧୧ କିମି ଦୂରରେ ଅଛି । ଏଠାରେ ଭଗବାନ ପଧାନ, ବୈଦ୍ୟନାଥ ପାଣିଗ୍ରାହୀଙ୍କ ପରି ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମିଥିଲେ ।

ପଞ୍ଚଲିଙ୍ଗେଶ୍ୱର ନୀଳଗିରିଠାରୁ ୮ କିମି ଦୂରରେ ଅଛି । ଏଠାରେ ଏକ ଜଣାଶୁଣା "ଶିବ ମନ୍ଦିର" ଅଛି ଓ ପାଖାପାଖି ପାହାଡ଼, ଜଙ୍ଗଲ, ଝରଣା ଓ ଗଛ ଘେରା ଜାଗାରେ ସୁନ୍ଦର ବଣଭୋଜି ଜାଗାଟିଏ ଅଛି ।

ଅବସ୍ଥିତି

ନୀଳଗିରିରେ ରହିଛି । ଏହା ସମୁଦ୍ର ପତନଠାରୁ ୨୩ ମିଟର (୭୫ ଫୁଟ) ଉଚ୍ଚରେ ରହିଛି ।

ଜନଗଣନା

୨୦୦୧ ଭାରତୀୟ ଜନଗଣନା ଅନୁସାରେ, ନୀଳଗିରିର ଲୋକସଂଖ୍ୟା ପାଖାପାଖି ୧୪,୭୪୫ । ପୁରୁଷ: ୫୧ %, ମହିଳା: ୪୯ % । ସାକ୍ଷରତା ହାର ୬୦%, ଯାହାକି ଭାରତର ସାକ୍ଷରତା ହାର ୫୯.୫%ରୁ ବେଶି: ପୁରୁଷ ସାକ୍ଷରତା ୬୬%, ମହିଳା ସାକ୍ଷରତା ୫୪%. ନୀଳଗିରିରେ, ଲୋକସଙ୍ଖ୍ୟାର ୧୩% ୬ ବର୍ଷ ବୟସର ।

ନୀଳଗିରି 
ନୀଳଗିରି ଜଗନ୍ନାଥ ମନ୍ଦିର

ନୀଳଗିରି ସହର ଭିତରେ ଗୋଟିଏ ସୁନ୍ଦର ଜଗନ୍ନାଥ ମନ୍ଦିର ଅଛି । ଏହା ଓଡ଼ିଶାର ପ୍ରମୁଖ ମନ୍ଦିରମାନଙ୍କ ଭିତରୁ ଗୋଟିଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏଠାରେ ପୂଜା ପାଉ ଅଛନ୍ତି । ସବୁବର୍ଷ ଏଠାରେ ରଥଯାତ୍ରା ପାଳନ କରାଯାଏ ।

ନୀଳଗିରି ବାଲେଶ୍ୱର ଲୋକ ସଭା ମଣ୍ଡଳି ଭିତରେ ରହିଛି

ଆଧାର

ଛାଞ୍ଚ:ବାଲେଶ୍ୱର

Tags:

ନୀଳଗିରି ଇତିହାସନୀଳଗିରି ଅବସ୍ଥିତିନୀଳଗିରି ଜନଗଣନାନୀଳଗିରି ଆଧାରନୀଳଗିରି

🔥 Trending searches on Wiki ଓଡ଼ିଆ:

ମେସିନ ଟ୍ରାନ୍ସଲେସନହୃଷୀକେଶ ପଣ୍ଡାଭାରତ ସରକାରସମୀର ରଞ୍ଜନ ଦାଶକଳାପାହାଡ଼୧୨ ଫେବୃଆରୀବାବୁଶାନ୍ବିଲେଇଆଲେକ୍‌ଜାଣ୍ଡର୍ ମହାନଦାମୋଦର ରାଉତଆଖୁଓଡ଼ିଆ ଭାଷାଅଟିଜିମ୍‌ରୋହିତ ପୂଜାରୀସୁନାମୁସଲମାନରାଜକିଶୋର ରାୟତପସ୍ୱିନୀଓଡ଼ିଶାର ଇତିହାସମାଳିକାଅର୍ଜୁନ ଗଛଔଷଧୀୟ ଗଛଲତାମାନଙ୍କର ତାଲିକାପ୍ରଦୀପ କୁମାର ପାଣିଗ୍ରାହୀରିୟା ଦେଉପେନ୍ଦ୍ର ଭଞ୍ଜଚନ୍ଦନଖୋର୍ଦ୍ଧା ଜିଲ୍ଲାବୀଣାପାଣି ମହାନ୍ତିଚିତ୍ତରଞ୍ଜନ ଦାସରାଶି ଓ ନକ୍ଷତ୍ରମାଇକ୍ରୋସଫ୍ଟପୃଥିବୀଅଂଶୁଘାତଓଡ଼ିଶାଭାରତୀୟ ସମ୍ବିଧାନଭଦ୍ରକ ଜିଲ୍ଲାମଟର ସାଇକେଲମାଟିର ମଣିଷ (ଉପନ୍ୟାସ)ଜଗନ୍ନାଥ ମନ୍ଦିରଗୋପାଳ ଛୋଟରାୟଗୋପବନ୍ଧୁ ଦାସଆକବରମନୋଜ ପଟ୍ଟନାୟକ (ଗୀତିକାର)ଅଚ୍ୟୁତାନନ୍ଦ ଦାସବୁଧବାରବିଶ୍ୱନାଥ କରପ୍ରଧାନ ପୃଷ୍ଠାଗୀତଗୋବିନ୍ଦଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବୈକୁଣ୍ଠନାଥ ପଟ୍ଟନାୟକଜଳଗୋଦାବରୀଶ ମହାପାତ୍ରଦଶାଶ୍ୱମେଧ ଘାଟକୃଷ୍ଣଅନାଦି ଚରଣ ସାହୁବୀର ସୁରେନ୍ଦ୍ର ସାଏ୧୦ ଅଗଷ୍ଟବଳରାମ ଦାସଗାଲୁଆସମ୍ବଲପୁରୀ ଭାଷାଗୋପୀନାଥ ମହାନ୍ତିଚତୁର ବିନୋଦମକର (ରାଶି)ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମୌଳିକ ସଂଖ୍ୟାନେରାଟିନିବବ୍ୟାସଦେବ🡆 More