ଶିଶୁ ସାହିତ୍ୟ

ଶିଶୁ ସାହିତ୍ୟ କିମ୍ବା କିଶୋର ସାହିତ୍ୟରେ ପିଲାମାନଙ୍କ ପାଇଁ ରଚିତ କାହାଣୀ, ପୁସ୍ତକ, ପତ୍ରିକା ଏବଂ କବିତା ଅନ୍ତର୍ଭୁକ୍ତ । ଆଧୁନିକ ଶିଶୁ ସାହିତ୍ୟ ଦୁଇଟି ଭିନ୍ନ ଶ୍ରେଣୀରେ ବିଭକ୍ତ: ବର୍ଗ କିମ୍ବା ପାଠକଙ୍କ ବୟସସୀମା ।

ଶିଶୁ ସାହିତ୍ୟର ଆରମ୍ଭ ପରୀ କାହାଣୀ ଏବଂ ଗୀତ ଆଦି ଯାଏ ବ୍ୟାପକ ବୋଲି ମାନିହେବ । ତେବେ ଅଷ୍ଟାଦଶ ଶତାବ୍ଦୀରେ ମାତ୍ର ଏସବୁ ଶିଶୁ ସାହିତ୍ୟ ଭିତରେ ଗଣାହେଲା । ଗୀତଗୁଡ଼ିକ ଏକ ବ୍ୟାପକ ମୌଖିକ ପରମ୍ପରାର ଅଂଶବିଶେଷ, ଯାହା ମୁଦ୍ରଣ ପ୍ରକାଶ ହେବା ପୂର୍ବରୁ ବୟସ୍କମାନେ ପିଲାମାନଙ୍କୁ ଶୁଣାଇଥିଲେ । ମୁଦ୍ରଣ ଆଗରୁ ଆଦି ଶିଶୁ ସାହିତ୍ୟର ଆରମ୍ଭ ଖୋଜିବା କଷ୍ଟକର । ମୁଦ୍ରଣ ବ୍ୟାପକ ଭାବେ ବ୍ୟବହାର ହେବା ପରେ ମଧ୍ୟ ଅନେକ କ୍ଲାସିକ "ଶିଶୁ" କାହାଣୀ ମୂଳତଃ ବୟସ୍କମାନଙ୍କ ପାଇଁ ରଚନା କରାଯାଇଥିଲା ଏବଂ ପରେ ଅଳ୍ପ ବୟସ୍କ ପାଇଁ ଗ୍ରହଣ କରାଯାଇଥିଲା । ପଞ୍ଚଦଶ ଶତାବ୍ଦୀରୁ ବିଶେଷ କରି ପିଲାମାନଙ୍କ ପାଇଁ ଅନେକ ସାହିତ୍ୟ ରଚନା କରାଯାଇଥିଲା ଓ ଏଥିରେ ପ୍ରାୟତଃ ଏକ ନୈତିକ କିମ୍ବା ଧାର୍ମିକ ବାର୍ତ୍ତା ରହିଥିଲା । ପିଲାମାନଙ୍କର ସାହିତ୍ୟକୁ ମୌଳବାଦୀ ପରମ୍ପରା ଭଳି ଧାର୍ମିକ ଉତ୍ସ, କିମ୍ବା ଚାର୍ଲ୍ସ ଡାରଉଇନଙ୍କ ଏବଂ ଜନ ଲକଙ୍କ ପ୍ରଭାବଦ୍ୱାରା ଦାର୍ଶନିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ପ୍ରଦାନ କରାଯାଇଚି । ଉନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭକୁ "ଶିଶୁ ସାହିତ୍ୟର ସୁବର୍ଣ୍ଣ ଯୁଗ" କୁହାଯାଏ କାରଣ ସେହି ସମୟରେ ଅନେକ କ୍ଲାସିକ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା ।

ଜାତୀୟ ପରମ୍ପରା

ଭାରତ

ଓଡ଼ିଶାରେ ଜହ୍ନମାମୁ, ମୀନା ବଜାର, ସଂସାର, ମନପବନ, ନନ୍ଦନକାନନ ଆଦି ନିୟମିତ ପତ୍ରିକା ଓଡ଼ିଆରେ ଶିଶୁସାହିତ୍ୟ ପ୍ରକାଶ କରିଥାନ୍ତି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସ୍ତନଶ୍ରୀକାନ୍ତ ସାହୁଜହ୍ନକଙ୍କାଳଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବୀଣାପାଣି ମହାନ୍ତିବିଜୟ ମିଶ୍ରଅଖିଳ ମୋହନ ପଟ୍ଟନାୟକସ୍ୱିଡେନୱିଲିଅମ ସେକ୍ସପିଅରରାଜ ଯୋଗସବ୍ୟସାଚୀ ମିଶ୍ରଓଡ଼ିଆ କବି ମାନଙ୍କର ତାଲିକାବଳରାମ ଦାସକରଣ (ଜାତି)ହେନା ଫୁଲକାଞ୍ଚନ ଅୱସ୍ତିଗୁରୁବାରଓଡ଼ିଆଭୀମ ପୃଷ୍ଟିସମ୍ବଲପୁର ଜିଲ୍ଲାପଦ୍ମଚରଣ ପଟ୍ଟନାୟକସୀତାକାନ୍ତ ମହାପାତ୍ରଯୌନ ସମ୍ଭୋଗଗୁରୁପ୍ରସାଦ ମହାନ୍ତିଅଖିଳ ନାୟକଗଙ୍ଗଶିଉଳୀବାଘରାମଚନ୍ଦ୍ର ମିଶ୍ରଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାବଙ୍ଗୋପସାଗରକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚକ୍ରଧର ବେହେରାମାଟିର ମଣିଷ (ଉପନ୍ୟାସ)ଗୋଦାବରୀଶ ମହାପାତ୍ରଅଂଶୁଘାତଅଭିରାମ ପରମହଂସଦାମୋଦର ରାଉତବନ୍ଦେ ଉତ୍କଳ ଜନନୀମୃଣାଳ ସେନରିୟା ଦେଅମ୍ଳଜାନରଜଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଆନନ୍ଦପୁରକାଠଚମ୍ପା୪ ଅପ୍ରେଲଫୁଲଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟପୁରୁଷୋତ୍ତମ ଦେବମା ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ମଧୁସୂଦନ ଦାସବିଦୁସ୍ମିତାଏକ୍ସକ୍ୟୁଜ ମିଇରା ମହାନ୍ତିଉଇକିକମନ୍ସମଙ୍ଗଳା ମନ୍ଦିରକଟକବାସନ୍ତୀରସୁଣଓଡ଼ିଶାର ମାପ ବ୍ୟବସ୍ଥାସାରଳା ଦାସଏସିଆଗ୍ରହବୈଷ୍ଣବ ଚରଣ ସାମଲଯାଜପୁରନଟବର ସାମନ୍ତରାୟ🡆 More