ଶଙ୍କରଲାଲ ପୁରୋହିତ: ହିନ୍ଦୀ ଅନୁବାଦକ

ଶଙ୍କରଲାଲ ପୁରୋହିତ (ଜନ୍ମ:୧୯୪୦) ଜଣେ ଓଡ଼ିଆ ଅନୁବାଦକ । ଗୋପୀନାଥ ମହାନ୍ତିଙ୍କ ପରଜା ଉପନ୍ୟାସକୁ ହିନ୍ଦୀ ଭାଷାରେ ଅନୁବାଦ କରି ସେ ୨୦୧୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ଓଡ଼ିଆରୁ ହିନ୍ଦୀ ଭାଷାକୁ ଅନୁବାଦିତ ତାଙ୍କର ଶତାଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ଶଙ୍କରଲାଲ ପୁରୋହିତ
ଜନ୍ମ
ଶଙ୍କରଲାଲ ପୁରୋହିତ

1940 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାଶଙ୍କରଲାଲ ପୁରୋହିତ: ଜୀବନୀ, ରଚନାବଳୀ, ପୁରସ୍କାର ଓ ସମ୍ମାନ ଭାରତୀୟ
ଶିକ୍ଷାସ୍ନାତକୋତ୍ତର, ପିଏଚଡ଼ି

ଜୀବନୀ

ଶଙ୍କରଲାଲ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୬୮ମସିହାରୁ ସେ ହିନ୍ଦୀ ଅଧ୍ୟାପକ ଭାବରେ ବୃତିଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିଥ ସେ ୨୦୦୮ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରଠାରେ ଥିବା ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ଅଧିନରେ ବହୁ ଶିକ୍ଷାର୍ଥୀ ପିଏଚଡ଼ି ଓ ଡିଲିଟ ହାସଲ କରିଥିଲେ ।

ରଚନାବଳୀ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୧୦ (ପରଜା ଉପନ୍ୟାସର ହିନ୍ଦୀ ଅନୁବାଦ ପାଇଁ)
  • ବିଶ୍ୱ ହିନ୍ଦୀ ସମ୍ମେଳନ ସମ୍ମାନ
  • କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟ ସମ୍ମାନ
  • ଉତ୍ତର ପ୍ରଦେଶ ହିନ୍ଦୀ ସଂସ୍ଥାନ ସମ୍ମାନ
  • ଗଙ୍ଗା ଶରଣ ସିଂହ ସମ୍ମାନ (କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନଦ୍ୱାରା ପ୍ରଦତ୍ତ)
  • ଭାରତୀୟ ଅନୁବାଦ ପରିଷଦ ସମ୍ମାନ
  • ହିନ୍ଦୀ ରାଇଟର୍ସ ଗିଲ୍ଡ କାନାଡ଼ାର ଆଜୀବନ ସଦସ୍ୟତା

ଆଧାର

Tags:

ଶଙ୍କରଲାଲ ପୁରୋହିତ ଜୀବନୀଶଙ୍କରଲାଲ ପୁରୋହିତ ରଚନାବଳୀଶଙ୍କରଲାଲ ପୁରୋହିତ ପୁରସ୍କାର ଓ ସମ୍ମାନଶଙ୍କରଲାଲ ପୁରୋହିତ ଆଧାରଶଙ୍କରଲାଲ ପୁରୋହିତଓଡ଼ିଆ ଭାଷାଓଡ଼ିଆ ଲୋକଗୋପୀନାଥ ମହାନ୍ତିପରଜାହିନ୍ଦୀ

🔥 Trending searches on Wiki ଓଡ଼ିଆ:

ଲସ ଏଞ୍ଜଲେସ ଲେକର୍ସଗୁରୁପ୍ରସାଦ ମହାନ୍ତିଭାରତର ରାଷ୍ଟ୍ରପତିପ୍ରେମବିର୍ସା ମୁଣ୍ଡାମ୍ୟାଲେରିଆସମ୍ବାଦ (ଖବରକାଗଜ)ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଶ୍ରୀରାମ ପଣ୍ଡାଉତ୍କଳ ଦିବସଜ୍ଞାନକୋଷଓକିଲ ଦିବସଯୁକ୍ତରାଷ୍ଟ୍ର ଆମେରିକାବିରଜା ମନ୍ଦିର୨୪ ଅପ୍ରେଲଲକ୍ଷ୍ମୀକାନ୍ତ ମହାପାତ୍ରଭଦଭଦଳିଆକଳିଙ୍ଗ ଯୁଦ୍ଧମାଳିକାଓଡ଼ିଆ ସାହିତ୍ୟର ଇତିହାସସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରାଶି ଓ ନକ୍ଷତ୍ରଚିନ୍ତାମଣି ମହାନ୍ତିବିଜ୍ଞାନଭାରତର ସଂସ୍କୃତିଗୋପାଳ ଛୋଟରାୟଜଣ୍ଡିସ୍ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନେମାଳଓଡ଼ିଶାର ଲୋକନୃତ୍ୟଅଣସର୧୨ ସେପ୍ଟେମ୍ବରସଞ୍ଜୀବ କୁମାର ମଲ୍ଲିକଜବାହରଲାଲ ନେହେରୁନବୀନ ପଟ୍ଟନାୟକସୌର ଜଗତଉତ୍କଳକଳାପାହାଡ଼ରାସାୟନିକ ମୌଳିକ୬୩୩ଭାଷାବଙ୍ଗୋପସାଗରଭୂମିକମ୍ପଜାଭା (ପ୍ରୋଗ୍ରାମିଂ ଭାଷା)ମହା ଶିବରାତ୍ରିକବିସୂର୍ଯ୍ୟ ବଳଦେବ ରଥସୋରିଷପୂର୍ଣ୍ଣାନନ୍ଦ ଦାନୀସାରଳା ଦାସରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସତ୍ୟବାଦୀ ବନ ବିଦ୍ୟାଳୟଇରା ମହାନ୍ତି୨୫ ମାର୍ଚ୍ଚଲଣ୍ଡନଚତୁର ବିନୋଦଇଲେକ୍ଟ୍ରୋନିକ କମର୍ସଭାରତୀୟ ମୁଦ୍ରାwiki.phtmlକେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଗୀତଗୋବିନ୍ଦଫୁଲମୋରୋକ୍କୋରାମଚନ୍ଦ୍ର ବେହେରାଭକ୍ତ ଚରଣ ଦାସରାଜ୍ୟବୈକୁଣ୍ଠନାଥ ପଟ୍ଟନାୟକମକର (ରାଶି)ମହେନ୍ଦ୍ରଗିରିବିଜୟ ମିଶ୍ର🡆 More