ରଘୁନାଥ ରାୟ: ଓଡ଼ିଆ ରାଜନୀତିଜ୍ଞ

ରଘୁନାଥ ରାୟ (୧ ଜାନୁଆରୀ ୧୯୨୭ - ୩୦ ଡିସେମ୍ବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରଘୁନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ରାୟ
ରଘୁନାଥ ରାୟ: ଜନ୍ମ, ପରିବାର ଓ ଶିକ୍ଷା, ରାଜନୈତିକ ଜୀବନ, ମୃତ୍ୟୁ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପର ଅଧିକାରୀବିଶ୍ୱ ଭୂଷଣ ହରିଚନ୍ଦନ
ନିର୍ବାଚନ ମଣ୍ଡଳୀଚିଲିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-01-01)୧ ଜାନୁଆରୀ ୧୯୨୭
ମୃତ୍ୟୁ୩୦ ଡିସେମ୍ବର ୨୦୧୦(2010-12-30) (ବୟସ ୮୩)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମୀରା ରାୟ
ବାପା/ବୋଉଚୈତନ୍ୟ ରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ରଘୁନାଥ ରାୟ ୧୯୨୭ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚୈତନ୍ୟ ରାୟ ଏବଂ ପତ୍ନୀଙ୍କ ନାମ ମୀରା ରାୟ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।

ରାଜନୈତିକ ଜୀବନ

ରଘୁନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ରଘୁନାଥ ରାୟ ୨୦୧୦ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

ଆଧାର

Tags:

ରଘୁନାଥ ରାୟ ଜନ୍ମ, ପରିବାର ଓ ଶିକ୍ଷାରଘୁନାଥ ରାୟ ରାଜନୈତିକ ଜୀବନରଘୁନାଥ ରାୟ ମୃତ୍ୟୁରଘୁନାଥ ରାୟ ଆଧାରରଘୁନାଥ ରାୟ

🔥 Trending searches on Wiki ଓଡ଼ିଆ:

ମଦନମୋହନ ମିଶ୍ରମ୍ୟାଲେରିଆହିନ୍ଦୁ ଧର୍ମବନ୍ଦେ ଉତ୍କଳ ଜନନୀଜ୍ଞାନକୋଷଶିବାଜୀଶଶି ଭୂଷଣ ରଥଦେବୀପ୍ରସନ୍ନ ପଟ୍ଟନାୟକଓଡ଼ିଶା ବିଧାନ ସଭାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଜନୀତି ବିଜ୍ଞାନଶ୍ରୀ ଅରବିନ୍ଦଧର୍ମଗଡ଼ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଅରୁଣା ମହାନ୍ତିବ୍ରାଉଜରଭୁବନେଶ୍ୱର ମିଶ୍ରବିଜ୍ଞାନwiki.phtmlକାଞ୍ଜିଅଅଁଳା ଓଷାଯୁକ୍ତରାଜ୍ୟଭାରତ ଛାଡ଼ ଆନ୍ଦୋଳନପ୍ଲୀହାଓଡ଼ିଶାର ଭୂଗୋଳଭାନୁଜୀ ରାଓଉଇକିମିଡ଼ିଆ ଫାଉଣ୍ଡେସନମଦର ଟେରେସାଶଙ୍କର ପ୍ରସାଦ ତ୍ରିପାଠୀଗୋଦାବରୀଶ ମିଶ୍ରଜୟ ଜଗନ୍ନାଥଜହ୍ନିଓଷାଭିତରକନିକା ଜାତୀୟ ଉଦ୍ୟାନବୈଷ୍ଣବ ପାଣିଚନ୍ଦନଲାଗି ବେଶଜ୍ଞାନପୀଠ ପୁରସ୍କାରଗଣିତଶେର ଶାହ ସୁରୀଗ୍ରହଭାରତର ନଦୀ ସମୂହର ତାଲିକାଦଶାବତାରମାୟାଧର ମାନସିଂହସୁରେନ୍ଦ୍ର ମହାନ୍ତିଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାବିବାହଆଖିଜୈନ ଧର୍ମ୩୦ ଅପ୍ରେଲକାନନ ମିଶ୍ରମନମୋହନ ସାମଲଜଳ ପ୍ରଦୂଷଣଚନ୍ଦ୍ରଶେଖର ନନ୍ଦ୧ ମାର୍ଚ୍ଚଆମ୍ବଚାରି ଧାମଜଗନ୍ନାଥ ମନ୍ଦିରଧୋତିସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚୈତନ୍ୟଆତ୍ମହତ୍ୟାହନୁମାନ ଚାଳିଶାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଅପରେଟିଙ୍ଗ ସିଷ୍ଟମରଥଯାତ୍ରାଚିତ୍ତରଞ୍ଜନ ଦାସଅଳତାଶାମ୍ବ (କୃଷ୍ଣଙ୍କ ପୁତ୍ର)ହାଡ଼ଫୁଟି🡆 More