ମୁଢ଼ି

ମୁଢ଼ି ଚାଉଳରୁ ତିଆରି କରାଯାଉଥିବା ଏକ ଖାଦ୍ୟ । ଏହା 'ଭୁଜା' ନାମରେ ମଧ୍ୟ ପରିଚିତ । ମୁଢ଼ି ଚାଉଳକୁ ଭଜାଯାଇ ଏହା ତିଆରି କରାଯାଇଥାଏ । ମୁଢ଼ି ଓଡ଼ିଶାର ଏକ ପ୍ରଧାନ ଖାଦ୍ୟ ।

ମୁଢ଼ି
ମୁଢ଼ି

ପ୍ରସ୍ତୁତି ପ୍ରଣାଳୀ

ମୁଢ଼ି 
ମୁଢ଼ି

ପ୍ରଥମେ ଧାନରୁ ଚାଉଳ ତିଆରି କରାଯାଏ । ତାହାପରେ ସେହି ଚାଉଳକୁ ଲୁଣ ପାଣିରେ କିଛି ଘଣ୍ଟା ରଖାଯାଇ ହାଣ୍ଡିକୁ ଚୁଲିରେ ବସାଇ ସେହି ଗରମ ହାଣ୍ଡିରେ ପକାଇ ଭାଜି କରି ମୁଢ଼ି ତିଆରି କରାଯାଏ ।

ବ୍ୟବହାର

ମୁଢ଼ି 
ବାରିପଦାର ଝାଲ୍ ମୁଢ଼ି

ମୁଢ଼ି ମୟୁରଭଞ୍ଜ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ଖାଦ୍ୟ ହେଲେ ସୁଦ୍ଧା ଏହା ଓଡ଼ିଶା ସାରା ଜଳଖିଆ ଭାବେ ଖିଆ ଯାଏ । .

ଆଧାର

Tags:

ଓଡ଼ିଶାଚାଉଳ

🔥 Trending searches on Wiki ଓଡ଼ିଆ:

ବୈଜୟନ୍ତ ପଣ୍ଡାଗୁଗଲ୨୦୧୯ ଭାରତୀୟ ସାଧାରଣ ନିର୍ବାଚନବିଶ୍ୱତାପନସ୍ନେହସାରକେନ୍ଦୁଝରକୋଷଆର୍ଯ୍ୟଭଟ୍ଟବୁଦ୍ଧ ପୂର୍ଣ୍ଣିମାବରଗଛଗୋପୀନାଥ ମହାନ୍ତିମସ୍ତିଷ୍କ ଅର୍ବୁଦହିମାଚଳ ପ୍ରଦେଶଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନକଳିଙ୍ଗ ସ୍ଥାପତ୍ୟ କଳାଅଗ୍ନ୍ୟାଶୟ ଅକ୍ଷମତାଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଛବିଳ ମଧୁ ବର୍ଣ୍ଣବୋଧଜଗନ୍ନାଥ ପ୍ରସାଦ ଦାସଗୁରୁପ୍ରସାଦ ମହାନ୍ତିଯୌନ ସମ୍ଭୋଗସାକ୍ଷୀଗୋପାଳ ମନ୍ଦିରରାଧାଦାମୋଦର ବେଶଅସହଯୋଗ ଆନ୍ଦୋଳନଗୋବିନ୍ଦ ତ୍ରିପାଠୀମୌଳିକ ସଂଖ୍ୟାଅଦିନ ମେଘ୫ ମଇହନୁମାନ ଚାଳିଶାଚବିଶ ଗୁରୁଗୋଦାବରୀଶ ମହାପାତ୍ରହରିଶଙ୍କର ମନ୍ଦିରପ୍ରକାଶ ପାଦୁକୋନଚତୁର ବିନୋଦବାବା ବଳିଆWiki Commonsପୁରୁଷୋତ୍ତମ ଦେବମ୍ୟାଲେରିଆଉପେନ୍ଦ୍ର ଭଞ୍ଜଜଗନ୍ନାଥଙ୍କ ଧୂପଦଣ୍ଡ ନାଟବିରାଟ କୋହଲୀଜାମ୍ମାଲାମାଦୁଗୁବିଶ୍ୱ ଆଜମା ଦିବସଗୀତମକର ସଂକ୍ରାନ୍ତି୨୪୪ଲକ୍ଷ୍ମୀକାନ୍ତ ମହାପାତ୍ରତୃପ୍ତି ଦାସବିଷ୍ଣୁପଞ୍ଚତୀର୍ଥ, ପୁରୀଧନୁଯାତ୍ରାଦିଲ୍ଲୀପ ଦାସବୈକୁଣ୍ଠନାଥ ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରଆଣ୍ଡ୍ରଏଡ଼ମନ୍ଦାର୨୯ ଫେବୃଆରୀନେହା ବାମ୍ବୃହସ୍ପତିସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିପ୍ରତିଭା ରାୟଉତ୍କଳ ବ୍ରାହ୍ମଣଜାଭା (ପ୍ରୋଗ୍ରାମିଂ ଭାଷା)୯୦୦ରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ମାସଭାନୁଜୀ ରାଓବାଜି ରାଉତଛଉ ନାଚପଣା ସଂକ୍ରାନ୍ତିତଥ୍ୟଧରିତ୍ରୀ🡆 More