ଦିଲ୍ଲୀପ ଦାସ: ଓଡ଼ିଆ କବି

ଦିଲ୍ଲୀପ ଦାସ (୧୫ ଜୁନ ୧୯୪୨ - ୧୨ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ କବି ଥିଲେ । ନିଜ କାବ୍ୟ ପୁସ୍ତକ ସୁଦୂରରୁ ଅନେକ ଦୂର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଦିଲ୍ଲୀପ ଦାସ
ଜନ୍ମ ଓ ଜନ୍ମସ୍ଥାନ(1942-06-15)୧୫ ଜୁନ ୧୯୪୨
ଆସିକା, ଗଞ୍ଜାମ
ମୃତ୍ୟୁ୧୨ ଅକ୍ଟୋବର ୨୦୨୧(2021-10-12) (ବୟସ ୭୯)
ମୁମ୍ବାଇ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ, ଶାନ୍ତି ନିକେତନ

ବ୍ୟକ୍ତିଗତ ଜୀବନ

ଦିଲ୍ଲୀପ ଦାସ ୧୯୪୨ ମସିହାରେ ଗଞ୍ଜାମ ଜିଲ୍ଲାର ଆସିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ବିଶ୍ୱଭାରତୀ ଶାନ୍ତିନିକେତନରେ ଶିକ୍ଷାଲାଭ କରିଥିଲେ । ପରେ ଅଧ୍ୟାପନା ବୃତ୍ତିକୁ ଆବୋରୀ, ଜଣେ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କର ପରଲୋକ ଘଟିସାରିଛି । ପରିବାରରେ ତାଙ୍କ ପୁଅ ସ୍ୱାଗତ, ଶାଶ୍ୱତ, ବୋହୁ ମନୀଷା, ଝିଅ ମିନାକ୍ଷୀ ଓ ଜ୍ୱାଇଁ ଦେବୀପ୍ରସନ୍ନ ଅଛନ୍ତି ।

୨୦୨୧ ମସିହା ଅକ୍ଟୋବର ୧୨ ତାରିଖରେ ମୁମ୍ବାଇଠାରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ

  • ସୁଦୂରରୁ ଅନେକ ଦୂର
  • ବିଲୁପ୍ତ ସାମ୍ରାଜ୍ୟ
  • ପକ୍ଷୀଟି ବସିଛି ଡାଳରେ
  • ଛାଇତା ପୋଖରୀ ଜଳରେ
  • ବୁଡ଼ି ଯାଉଥିବା ଦେଶ
  • ନୀଳମାଧବ
  • ଦିବ୍ୟା

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୮

ଆଧାର

Tags:

ଦିଲ୍ଲୀପ ଦାସ ବ୍ୟକ୍ତିଗତ ଜୀବନଦିଲ୍ଲୀପ ଦାସ ରଚନାବଳୀଦିଲ୍ଲୀପ ଦାସ ସମ୍ମାନ ଓ ପୁରସ୍କାରଦିଲ୍ଲୀପ ଦାସ ଆଧାରଦିଲ୍ଲୀପ ଦାସଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

🔥 Trending searches on Wiki ଓଡ଼ିଆ:

ରାଣୀ ଲକ୍ଷ୍ମୀବାଈଇଟାଲୀପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଭକ୍ତ ଚରଣ ଦାସ୮୮୭୧୯୯୧ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଅଚ୍ୟୁତାନନ୍ଦ ଦାସମହାନଦୀକୋଣାର୍କ ସୂର୍ଯ୍ୟ ମନ୍ଦିରକାର୍ତ୍ତିକେୟକଣ୍ଟାକୁସୁମଫାଇଜାବାଦ ରେଳ ଷ୍ଟେସନପବନଯଶୋଧାରା ମିଶ୍ରସମ୍ବଲପୁରୀ ଭାଷାପାର୍ବତୀନାଗଫେଣୀ ଗଛଓଡ଼ିଶୀହରପ୍ପା ସଭ୍ୟତାଓଡ଼ିଆ ସାହିତ୍ୟର ଇତିହାସଗଜପତି ମହାରାଜାଉଇକିପିଡ଼ିଆସାନ୍ତାଳୀ ଲୋକସଂସ୍କୃତିକିଶୋରୀ ଚରଣ ଦାସପୂର୍ଣ୍ଣିମାବୈକୁଣ୍ଠନାଥ ପଟ୍ଟନାୟକହନୁମାନ ଜୟନ୍ତୀ୮ ଜୁଲାଇବିଶ୍ୱ ନାଟ୍ୟ ଦିବସଓଡ଼ିଶା ଉଚ୍ଚ ନ୍ୟାୟାଳୟପ୍ରଶାନ୍ତ ପଟ୍ଟନାୟକମାୟାଧର ମାନସିଂହଅଚିହ୍ନା ବାସଭୂମିଅଭିମନ୍ୟୁ ସାମନ୍ତସିଂହାରମାକ୍ସ ୱେବରନୂଆପଡ଼ା ଜିଲ୍ଲାଖ୍ରୀଷ୍ଟ ଧର୍ମଜନ ଗଣ ମନଜଳ ପ୍ରଦୂଷଣଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)୧ (ସଂଖ୍ୟା)ଗୋପାଳ ଛୋଟରାୟରୁକ୍ମଣୀମାଟିର ମଣିଷ (ଉପନ୍ୟାସ)କଳ୍ପନା କୁମାରୀ ଦେବୀ୧୯ ଅପ୍ରେଲହିମାଳୟଶ୍ରୀନିବାସ ରାମାନୁଜନନିମୋନିଆଇଂରାଜୀ ଭାଷାବୀଣାପାଣି ମହାନ୍ତିଭାରତର ଜାତୀୟ ପତାକାଯବକ୍ଷାରଜାନଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଓଡ଼ିଆ ରାମାୟଣୟୁକ୍ରେନଓଡ଼ିଶାର ଦଶହରାପଣା ସଂକ୍ରାନ୍ତିକମଳା ଶତପଥୀରାଧାଉତ୍କଳ ସମ୍ମିଳନୀରବର୍ଟ ମୂଗ୧୯୬୨୬ ଫେବୃଆରୀବୁଏନ୍ସ ଏଆରସଶବ୍ଦ (ଧ୍ୱନି)ହିନ୍ଦୁଶ୍ରୀକ୍ଷେତ୍ର ଦେବାଦେବୀ🡆 More