ମସ୍ତିଷ୍କ

ମସ୍ତିଷ୍କ ହେଉଛି ଏକ ଅଙ୍ଗ ଯାହା ସମସ୍ତ ମେରୁଦଣ୍ଡୀ ଓ ଅଧିକାଂଶ ଅମେରୁଦଣ୍ଡୀ ପ୍ରାଣୀମାନଙ୍କରେ ସ୍ନାୟୁ ତନ୍ତ୍ରର କେନ୍ଦ୍ର। କେବଳ କେତେକ ଅମେରୁଦଣ୍ଡୀ ପ୍ରାଣୀ ଯଥା ସ୍ପଞ୍ଜ, ଜେଲିଫିଶ, ଷ୍ଟାରଫିଶ ଆଦିଙ୍କରେ ମସ୍ତିଷ୍କ ନଥାଏ । ମସ୍ତିଷ୍କ ମୁଣ୍ଡରେ ଅନ୍ୟାନ୍ୟ ସମ୍ବେଦକ ଅଙ୍ଗ ଯଥା ଦୃଷ୍ଟି, ଶ୍ରବଣ, ସ୍ୱାଦ ଆଦି ନିକଟରେ ରହିଛି । ଏହା ଶରୀର ସବୁଠୁ ଜଟିଳ ଅଙ୍ଗ । ମସ୍ତିଷ୍କର ସବୁଠୁ ବଡ଼ ଅଂଶ ହେଉଛି ପ୍ରମସ୍ତିଷ୍କ (cerebral cortex) ଯେଉଁଥିରେ ୧୫୦୦-୩୩୦୦ କୋଟି ନ୍ୟୁରନ ବା ସ୍ନାୟୁ କୋଷିକା ରହିଛି। ଏହି କୋଷିକାଗୁଡ଼ିକ ସିନାପ୍ସ ମାଧ୍ୟମରେ ଅନ୍ୟ ସ୍ନାୟୁ କୋଷିକାମାନଙ୍କ ସହ ସଂଯୁକ୍ତ । ମସ୍ତିଷ୍କ ଉପରେ ବୈଜ୍ଞାନିକମାନେ ବହୁତ ଗବେଷଣା କରିଛନ୍ତି ।

ମସ୍ତିଷ୍କ

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର ଜିଲ୍ଲାଆମ୍ବରାଜନୀତି ବିଜ୍ଞାନଗାଲୁଆଶଙ୍କରାଚାର୍ଯ୍ୟଧର୍ମେନ୍ଦ୍ର ପ୍ରଧାନପ୍ରସନ୍ନ କୁମାର ପଣ୍ଡାହୃଷୀକେଶ ପଣ୍ଡାରାମକୃଷ୍ଣ ପରମହଂସନନ୍ଦନକାନନ ଜୀବ ଉଦ୍ୟାନଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରବୈଷ୍ଣବ ଚରଣ ସାମଲଉଦୟନାଥ ଷଡ଼ଙ୍ଗୀଅଭିରାମ ପରମହଂସବିରାଟ କୋହଲୀଅଧର ପଟ୍ଟନାୟକଓଡ଼ିଆ ଭାଷାକାଳୀଚରଣ ପଟ୍ଟନାୟକହୃଷୀକେଶ ମଲ୍ଲିକମୁକ୍ତିକାନ୍ତ ମଣ୍ଡଳଖଡ଼ଗପୁରପୋଟଳ ରସାମଧୁସୂଦନ ରାଓପ୍ରାଣୀବାଙ୍କୀହେପାଟାଇଟିସ ବିଜଗନ୍ନାଥମହମ୍ମଦ ମୋକିମ୍ଭୀମ ଭୋଇଓଡ଼ିଆଭାରତୀୟ ସ୍ୱାଧୀନତା ଆନ୍ଦୋଳନବୃହସ୍ପତିଭଦଭଦଳିଆମନୋଜ ଦାସଙ୍କ କଥା ଓ କାହାଣୀଅକ୍ଷୟ ତୃତୀୟାଚନ୍ଦ୍ରଶେଖର ରଥରାମ ନବମୀଆଜାଦ ହିନ୍ଦ୍ ଫୌଜଶୈଳବାଳା ଦାସତମନ୍ନା ବ୍ୟାସଜାପାନ ସାଗରକୋଳିଶ୍ରୀତମ ଦାସଚାନ୍ଦ୍ରମାସପାଇକ ଆଖଡ଼ାଓଡ଼ିଶାର ଲୋକନୃତ୍ୟକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରହ୍ଲାଦ ନାଟକଶାସ୍ତି (ଓଡ଼ିଆ କଥାଚିତ୍ର)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)୧୮ ଅକ୍ଟୋବରଧରିତ୍ରୀଭାରତୀୟ ଜାତୀୟ କଂଗ୍ରେସଓଡ଼ିଆ ସାହିତ୍ୟଅଂଶୁଘାତମସ୍କୋଓଡ଼ିଆ ଭ୍ରମଣ ସାହିତ୍ୟବିଶ୍ୱ ମ୍ୟାଲେରିଆ ଦିବସତୃପ୍ତି ଦାସଶାରଳା ପୁରସ୍କାରମାଲେସିଆଭୂଗୋଳସୋନାଲ ମାନସିଂହଚଇତି ଘୋଡ଼ା ନାଚଶେୟାର ବଜାରଦ୍ୱିତୀୟ ଭାସ୍କରସାଇକେଲମେସିନ ଲର୍ଣ୍ଣିଙ୍ଗ୍🡆 More