ମନ୍ମଥ ନାଥ ଦାସ: ଶିକ୍ଷାବିତ୍‍ ଓ ଐତିହାସିକ

ମନ୍ମଥ ନାଥ ଦାସ(୫ ଜାନୁଆରୀ ୧୯୨୬- ୧୮ ଜୁଲାଇ ୨୦୦୯) -୨୦୦୯) ଓଡ଼ିଶାର ଜଣେ ଶିକ୍ଷାବିତ ଓ ଐତିହାସିକ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ (୧୯୮୩-୧୯୮୫) ତଥା ଓଡ଼ିଶାରୁ ରାଜ୍ୟ ସଭାର ସଦସ୍ୟ (୧୯୯୮-୨୦୦୪) ମଧ୍ୟ ହୋଇଥିଲେ ।

ମନ୍ମଥ ନାଥ ଦାସ
ଜନ୍ମ(1926-01-05)୫ ଜାନୁଆରୀ ୧୯୨୬
ମୃତ୍ୟୁ୧୮ ଜୁଲାଇ ୨୦୦୯(2009-07-18) (ବୟସ ୮୩)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ପ୍ରସିଦ୍ଧିଶିକ୍ଷାବିତ ଓ ଐତିହାସିକ
ସମ୍ପର୍କୀୟମନୋଜ ଦାସ (ସାନ ଭାଇ)

ରଚନାବଳୀ

ଉପନ୍ୟାସ

  • ହେ ବିଧାତା ହେ ବସୁଧା
  • ଅନୁରାଗ
  • ଅସ୍ପଷ୍ଟ ଆଖ୍ୟାନ

ଆତ୍ମଚରିତ

  • ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ

ଆଧାର

Tags:

ମନ୍ମଥ ନାଥ ଦାସ ରଚନାବଳୀମନ୍ମଥ ନାଥ ଦାସ ଆଧାରମନ୍ମଥ ନାଥ ଦାସଉତ୍କଳ ବିଶ୍ୱବିଦ୍ୟାଳୟଓଡ଼ିଶାରାଜ୍ୟ ସଭା

🔥 Trending searches on Wiki ଓଡ଼ିଆ:

ରବି କାନୁନଗୋସଞ୍ଚିତା ମହାନ୍ତିପ୍ରତୀକ୍ଷାସୌଭାଗ୍ୟ କୁମାର ମିଶ୍ରଗୋପୀନାଥ ମହାନ୍ତିରାବଣଋଷିଆମନମୋହନ ସାମଲଜଗନ୍ନାଥଙ୍କ ଧୂପଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାବଣିକାଞ୍ଜିଅଅଁଳା ଓଷାଝୁମରଅକ୍ଷର କଳାସଂସ୍କୃତ ଭାଗବତଶଙ୍ଖନମିତା ଅଗ୍ରୱାଲବର୍ଷା ପ୍ରିୟଦର୍ଶିନୀଲିଙ୍ଗରାଜ ମନ୍ଦିରଗୋମୁହାଁ କୁମ୍ଭୀରତୁଳସୀ ଦାସନୂଆ ଦିଲ୍ଲୀଶବ୍ଦ (ପଦ)ନଦୀଓଡ଼ିଆ ଲିପିଯୋଗଲକ୍ଷ୍ମୀକାନ୍ତ ମହାପାତ୍ରଟାଟା ମୋଟରସବିଶ୍ୱ ଏଡ୍‌ସ ଦିବସପଞ୍ଚସଖାଗଣିତଭୁବନେଶ୍ୱରରାମଚନ୍ଦ୍ର ମିଶ୍ରଛବିଳ ମଧୁ ବର୍ଣ୍ଣବୋଧହାଡ଼ଫୁଟିରାଜେନ୍ଦ୍ର ନାରାୟଣ ସିଂହଦେଓରମାକାନ୍ତ ରଥବସନ୍ତ କୁମାରୀ ପଟ୍ଟନାୟକପଠାଣି ସାମନ୍ତସମ୍ବଲପୁର ଜିଲ୍ଲାବିଭୁଦତ୍ତ ମିଶ୍ରଗୋପବନ୍ଧୁ ଦାସଭଦଭଦଳିଆଅଶ୍ରୁମୋଚନ ମହାନ୍ତିଓଡ଼ିଆ ନବବର୍ଷଶତ୍ରୁଘ୍ନ ପାଣ୍ଡବଦୁଃଶୀଳାକଲମ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରମଜାନଓଡ଼ିଆ ସାହିତ୍ୟବୀଜାଣୁଓଡ଼ିଶାର ଭୂଗୋଳଜ୍ଞାନପୀଠ ପୁରସ୍କାରଭୁବନେଶ୍ୱର ବେହେରାଓଡ଼ିଶାର ଇତିହାସବିଶ୍ୱନାଥ କରଉପେନ୍ଦ୍ର ଭଞ୍ଜରାଜ୍ୟ ସଭା୨୧ ମାର୍ଚ୍ଚଲଳିତ ମାନସିଂହମଧୁସୂଦନ କାନୁନଗୋକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜୟୀ ରାଜଗୁରୁପ୍ଲୀହାରାମାୟଣଗଙ୍ଗାଧର ମେହେରଭିତରକନିକା ଜାତୀୟ ଉଦ୍ୟାନପୂରଣବାଚକ ସଂଖ୍ୟାଭି. କାର୍ତ୍ତିକେୟ ପାଣ୍ଡିଆନକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜାତୀୟ ସଙ୍ଗୀତମୁମ୍ବାଇବୈଷ୍ଣବ ପାଣି🡆 More