ମନ୍ଦାର: ଫୁଲ ଗଛ

ଏହା ସାଧାରଣତଃ ବିଭିନ୍ନ ରଙ୍ଗରେ ଦେଖିବାକୁ ମିଳେ । ଏହା ମୁଖ୍ୟତଃ ହିନ୍ଦୁ ଦେବଦେବୀମାନଙ୍କର ପୁଜାରେ ଲାଗିଥାଏ । ଏହା ସବୁ ଋତୁରେ ଫୁଟିଥାଏ। ଏହି ଗଛ ସାଧାରଣତଃ ଝଙ୍କାଳିଆ ହୋଇଥାଏ । ଏହାର ପତ୍ରଗୁଡ଼ିକ ଅଳ୍ପ କଟାକଟା ହୋଇଥାଏ। ଏହି ଗଛ ବହୁତ ବର୍ଷ ବଞ୍ଚିଥାଏ । ଏହା ମୁଖ୍ୟତଃ ପୂର୍ବ ଏସିଆରେ ମିଳିଥାଏ । ଏହି ଫୁଲରେ ଔଷଧୀୟ ଗୁଣ ଥାଏ । ମନ୍ଦାର ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଏହା ଏକ ସୁନ୍ଦର ଫୁଲ ଭାବେ ମଧ୍ୟ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ଶକ୍ତ, ପତ୍ର ଗୁଡ଼ିକ କୁଞ୍ଚୁ-କୁଞ୍ଚିଆ। ଫୁଲ ଗୁଡ଼ିକ ଗୋଟିକିଆ ହୋଇ ଫୁଟେ। ଏହାର କଢ଼ି ସକାଳୁ ଟିକେ ଟିକେ ଖୋଲିବାକୁ ଆରମ୍ଭ କରେ ଓ ବାୟୁମଣ୍ଡଳର ତାପମାତ୍ରା ବଢିବା ସହିତ ଏହା ପୂରା ଖୋଲି ଯାଏ।

ମନ୍ଦାର
ମନ୍ଦାର: ବିବିଧ ଭାଷାରେ ନାମ, ବ୍ୟବହାର, ବାହାର ଆଧାର
ମନ୍ଦାର ଫୁଲ ଓ ପତ୍ର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Malvales
କୁଳ: Malvaceae
ପ୍ରଜାତି: Hibiscus
ଜାତି: H. rosa-sinensis
ବାଇନୋମିଆଲ ନାମ
Hibiscus rosa-sinensis
ମନ୍ଦାର: ବିବିଧ ଭାଷାରେ ନାମ, ବ୍ୟବହାର, ବାହାର ଆଧାର
ମନ୍ଦାର ଫୁଲ

ବିବିଧ ଭାଷାରେ ନାମ

ଭାଷା ନାମ
ଓଡ଼ିଆ ମନ୍ଦାର
ସଂସ୍କୃତ ଜପା
ହିନ୍ଦୀ Jasut
ଗୁଜରାଟୀ Jasuva
ତାମିଲ Semparuthi
ତେଲୁଗୁ Java pushpanudasam
ବଙ୍ଗଳା Joba
ମରାଠି Dasindacha phula
ମାଲୟାଲମ Chembarathi
ବର୍ମିଜ Hkaung-yarn ban
English Hibiscus

ବ୍ୟବହାର

ଔଷଧୀୟ

ଏହାର ସର୍ବାଙ୍ଗ ଔଷଧ ରୂପେ ବ୍ୟବହାର କରାଯାଏ।

  • ଥଣ୍ଡା ସର୍ଦ୍ଦିରେ (ମୂଳର ଅର୍କ)
  • ମୃଦୁ ବିରେଚକ (ପତ୍ର)
  • ଦରଜ ଦୂରକାରୀ
  • ଆନ୍ତରିକ ଓ ବାହ୍ୟ କ୍ଷତ ଭଲକରେ (ଫୁଲ)।
  • ଖାଦ୍ୟନଳୀର ରୋଗ ଦୂରକରେ (ଫୁଲ)।
  • ଦେହର ତାପମାତ୍ରାକୁ କମାଏ।
  • ପ୍ରମେହ, ପ୍ରଦର ଆଦି ଦୂର କରେ (କଢ଼)।

ଅନ୍ୟାନ୍ୟ

ବାହାର ଆଧାର

  • Plants That Heal by Dr. J C Kurian, Oriental Watchman Publishing House, Pune, India
  • ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା

ଗ୍ୟାଲେରି

Cultivars with flowers of many colours are used as ornamental plants:

ଆଧାର

Tags:

ମନ୍ଦାର ବିବିଧ ଭାଷାରେ ନାମମନ୍ଦାର ବ୍ୟବହାରମନ୍ଦାର ବାହାର ଆଧାରମନ୍ଦାର ଗ୍ୟାଲେରିମନ୍ଦାର ଆଧାରମନ୍ଦାର

🔥 Trending searches on Wiki ଓଡ଼ିଆ:

ଭୌଗଳିକ ଦିଗବାରେଣିରଜନୀଗନ୍ଧା (୧୯୮୯ର ସିନେମା)ଜାପାନଅଶୋକ (ଗଛ)ମୁଁ ତୁମେ ଓ ସେକୁମ୍ଭଭାରତର ରାଷ୍ଟ୍ରପତିହାଣ୍ଡି ଚଞ୍ଛା ପକ୍ଷୀରମାଦେବୀ ଚୌଧୁରୀପଦାର୍ଥଲାଟିନ ଭାଷାଅଟଳ ପେନସନ ଯୋଜନାଡାମନ ଓ ଡିଉଚକ୍ରତୀର୍ଥସ୍ୱାମୀ ବିବେକାନନ୍ଦwiki.phtmlନୀଳକଣ୍ଠ ଦାସପୋଟାସିଅମଡାଲିଭାରତୀୟ ଜନତା ପାର୍ଟିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷହୃଷୀକେଶ ପଣ୍ଡାମାଣବସା ଗୁରୁବାରଓପିକାପୋନଓଡ଼ିଆ ସାହିତ୍ୟର ଇତିହାସପ୍ରଥମ ବିଶ୍ୱଯୁଦ୍ଧଅଭିରାମ ପରମହଂସ୧୬୫୪ଚିତ୍ତରଞ୍ଜନ ଦାସବଣ୍ଡ (ଅର୍ଥ)ପଖାଳକ୍ଲାଭିକ୍ଲ ଅସ୍ଥି ଭଗ୍ନଗୋଦାବରୀଶ ମହାପାତ୍ରମହାବୀର ଜୈନପି. ଭି. ସିନ୍ଧୁତମନ୍ନା ବ୍ୟାସପ୍ରତିଭା ରାୟହଳଦୀପାଣିତ୍ରିଭୁଜପ୍ରଣବ ପ୍ରକାଶ ଦାସରାମାୟଣ୧୦୨ମଟର ସାଇକେଲବ୍ରାହ୍ମଣୀ ନଦୀସୁରେନ୍ଦ୍ର ମହାନ୍ତିପୁରୀ ଜିଲ୍ଲାରାଶି ଓ ନକ୍ଷତ୍ରଆଶୁତୋଷ ପରିଡ଼ା୧୬୨୫ବଜ ଆଲଡ୍ରିନ୬୪୫ଚିଲିକା ହ୍ରଦଓଡ଼ିଆ ଭାଷାଭାରତୀୟ ମହାକାଶ ଗବେଷଣା ସଂସ୍ଥାନାଗା ନାଟବୈଦେହୀଶ ବିଳାସରାମଚନ୍ଦ୍ର ମିଶ୍ରରାଧାମୋହନ ଗଡ଼ନାୟକଚୈତନ୍ୟଗ୍ରେଗୋରୀ ମିଞ୍ଜବନ୍ଦେ ଉତ୍କଳ ଜନନୀଓଡ଼ିଶାର ମାପ ବ୍ୟବସ୍ଥାବିଦ୍ୟାଳୟଶ୍ୱେତସାର🡆 More