ସପ୍ତମୀ

ଚନ୍ଦ୍ରପକ୍ଷର ସପ୍ତମ ଦିବସ - ଚନ୍ଦ୍ରର ସପ୍ତମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ସପ୍ତମୀକୁ କୃଷ୍ଣା ସପ୍ତମୀ ଓ ଶୁକ୍ଳପକ୍ଷର ସପ୍ତମୀକୁ ଶୁକ୍ଳା ସପ୍ତମୀ କୁହାଯାଇଥାଏ ।

  • ବିଜୟା ସପ୍ତମୀ: କୌଣସି ମାସର ଶୁକ୍ଳପକ୍ଷ ସପ୍ତମୀ ତିଥି ରବିବାରରେ ପଡ଼ିଲେ ସେହିଦିନ ବିଜୟା ସପ୍ତମୀ ହୁଏ ।
  • ବୈଶାଖ ଶୁକ୍ଳ ସପ୍ତମୀ: ଜହ୍ନୂ ସପ୍ତମୀ: ଜାହ୍ନବୀ ବା ଗଙ୍ଗାଙ୍କ ପୂଜା ହୁଏ ।
  • ବୈଶାଖ ଶୁକ୍ଳା ସପ୍ତମୀ: ଶର୍କରା ସପ୍ତମୀ: ସ୍ୱବର୍ଣ୍ଣାଶ୍ୱ ପୂଜା
  • ଭାଦ୍ରବ ଶୁକ୍ଳ ସପ୍ତମୀ: ଲଳିତା ସପ୍ତମୀ: କୁକ୍‌କୁଟୀ ବ୍ରତ
  • ଆଶ୍ୱିନ ଶୁକ୍ଳ ସପ୍ତମୀ: ମହାସପ୍ତମୀ ବା ପୋଥିପୂଜା ସପ୍ତମୀ ବା ନବ ପତ୍ରିକ ସପ୍ତମୀ
  • ମାର୍ଗଶୀର ଶୁକ୍ଳ ସପ୍ତମୀ: ମିତ୍ର ସପ୍ତମୀ
  • ମାଘ ସପ୍ତମୀ: ରଥ ସପ୍ତମୀ, ଆରୋଗ୍ୟ ସପ୍ତମୀ ବା ମାକରୀ ସପ୍ତମୀ ବା ଅରୁଣୋଦୟ ସପ୍ତମୀ ବା ଚନ୍ଦ୍ରଭାଗା ସପ୍ତମୀ ବା ମାଘୀ ସପ୍ତମୀ
  • କଲ୍ୟାଣ ସପ୍ତମୀ
  • ବିଶୋକ ସପ୍ତମୀ
  • କମଳ ସପ୍ତମୀ
  • ମନ୍ଦାର ସପ୍ତମୀ
  • ଶୁଭ ସପ୍ତମୀ

ଆଧାର

Tags:

ତିଥି

🔥 Trending searches on Wiki ଓଡ଼ିଆ:

ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଧର୍ମେନ୍ଦ୍ର ପ୍ରଧାନସମୀର ରଞ୍ଜନ ଦାଶଭାନୁଜୀ ରାଓଏ. ପି. ଜେ. ଅବଦୁଲ କଲାମବିଧାନ ସଭା ସଭ୍ୟକ୍ୟୁ. ଆର. କୋଡ଼ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୬ ଅପ୍ରେଲଆନନ୍ଦପୁରୱାଟରଲୁ ଯୁଦ୍ଧସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସରୋଜିନୀ ନାଇଡୁଇଣ୍ଟରନେଟକବିସୂର୍ଯ୍ୟ ବଳଦେବ ରଥସ୍ୱାମୀ ବିବେକାନନ୍ଦକଦଳୀଗଛହନୁମାନ ଜୟନ୍ତୀଚିନ୍ତାମଣି ବେହେରାଗୋପାଳ ଛୋଟରାୟବୈଷ୍ଣବ ପାଣିସ୍ନେହସାର୨୯ ଅପ୍ରେଲପଖାଳରେବତୀ (କ୍ଷୁଦ୍ରଗଳ୍ପ)ବୋବ୍ୱିଲିବିଦ୍ୟୁତମି ଠୁ (ହ୍ୟାସଟ୍ୟାଗ)ଓଡ଼ିଆ ଭ୍ରମଣ ସାହିତ୍ୟପ୍ରାଣୀଦୀନକୃଷ୍ଣ ଦାସ୨୧ମନମୋହନ ସାମଲଉଇକିଅଭିଧାନମହାଦେଶବିଶ୍ୱଜିତ ଦାସକୁଞ୍ଜବିହାରୀ ଦାଶଅଖିଳ ମୋହନ ପଟ୍ଟନାୟକଭାରତୀୟ ସମ୍ବିଧାନ୧୫ ଫେବୃଆରୀରାମଚନ୍ଦ୍ର ମିଶ୍ରଚନ୍ଦ୍ରଗୁପ୍ତବିମ୍ବାଧର କୁଅଁରଏସ୍କେରିସିଆ କୋଲାଇପ୍ରଥମ ବିଶ୍ୱଯୁଦ୍ଧସଙ୍କୀର୍ତ୍ତନନମିତା ଅଗ୍ରୱାଲଜଗନ୍ନାଥ ଦାସମହାପାତ୍ର ନୀଳମଣି ସାହୁଛାନ୍ଦଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚିନ୍ତାମଣି ମହାନ୍ତିକଲମ୍ବିଆଚଉଷଠି ଯୋଗିନୀ ମନ୍ଦିର, ହୀରାପୁର୬୩୩ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାରସୁଣମଙ୍ଗଳା ମନ୍ଦିରଭାରତୀୟ ସ୍ୱାଧୀନତା ଆନ୍ଦୋଳନହେମନ୍ତ ଦାସସାରଳା ସମ୍ମାନ🡆 More