ବାଳ ଗଙ୍ଗାଧର ତିଳକ

ବାଳ ଗଙ୍ଗାଧର ତିଳକ (କିମ୍ବା ଲୋକମାନ୍ୟ ତିଳକ, ଉଚ୍ଚାରଣ (help·info); (1856-07-23)୨୩ ଜୁଲାଇ ୧୮୫୬

ବାଳ ଗଙ୍ଗାଧର ତିଳକ
ବାଳ ଗଙ୍ଗାଧର ତିଳକ
ଜନ୍ମ
କେଶବ ଗଙ୍ଗାଧର ତିଳକ

(1856-07-23)୨୩ ଜୁଲାଇ ୧୮୫୬
ଚିଖାଲି, ରତ୍ନଗିରି, ବ୍ରିଟିସ ଇଣ୍ଡିଆ (ଅଧୁନା ମହାରାଷ୍ଟ୍ର, ଭାରତ)
ମୃତ୍ୟୁ୧ ଅଗଷ୍ଟ ୧୯୨୦(1920-08-01) (ବୟସ ୬୪)
ମୁମ୍ବାଇ, ବ୍ରିଟିସ ଇଣ୍ଡିଆ (ଅଧୁନା ଭାରତ)
ଜାତୀୟତାଭାରତୀୟ
ଭାରତୀୟ ଜାତୀୟ କଂଗ୍ରେସ
ଆନ୍ଦୋଳନଭାରତୀୟ ସ୍ୱାଧୀନତା ସଂଗ୍ରାମ


– ୧ ଅଗଷ୍ଟ ୧୯୨୦(୧୯୨୦-୦୮-୦୧)), ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ ଏବଂ ସ୍ୱାଧୀନତା ଆନ୍ଦୋଳନକାରୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା ଥିଲେ । ବ୍ରିଟିସ ଉପନିବେଶ ଅଧିକାରୀଗଣ ତାଙ୍କୁ "ଭାରତୀୟ ଆନ୍ଦୋଳନର ପିତା" ନାମରେ ଅଭିହିତ କରିଥିଲେ । ସେ "ଲୋକମାନ୍ୟ" ଉପାଧୀରେ ମଧ୍ୟ ଭୂଷିତ ହୋଇଥିଲେ ଯାହାର ଅର୍ଥ "ଲୋକଙ୍କଦ୍ୱାରା (ନେତା ଭାବେ) ମାନ୍ୟ ବା ଗୃହୀତ"। 

ତିଳକ ସ୍ୱରାଜ (ଆପଣା ଶାସନ) ଆନ୍ଦୋଳନରପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ଥିଲେ । ସେ ନିଜର "ସ୍ୱରାଜ ମୋର ଜନ୍ମଗତ ଅଧିକାର, ଏବଂ ମୁଁ ତାହାକୁ ନିଶ୍ଚେ ହାସଲ କରିବି" ଉକ୍ତି ପାଇଁ ଭାରତରେ ଜନବିଦିତ। ସେ ଭାରତୀୟ ଗୃହଶାସନ ଆନ୍ଦୋଳନ କାଳରେ ପାକିସ୍ଥାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଗୁଢ଼ ସମ୍ବନ୍ଧ ସ୍ଥାପନ କରିଥିଲେ ।

ଆଧାର

ବାହାର ଲିଙ୍କ

Tags:

About this soundMa-LokmanyaTilak.oggଉଇକିପିଡ଼ିଆ:Media helpଫାଇଲ:Ma-LokmanyaTilak.ogg

🔥 Trending searches on Wiki ଓଡ଼ିଆ:

ମହୁଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଶ୍ରୀଲଙ୍କାର ଭୂଗୋଳଖଞ୍ଜଣିଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପନରେନ୍ଦ୍ର ମୋଦୀନଇ ଆରପାରିଜିମି ୱେଲ୍ସଅଖିଳ ମୋହନ ପଟ୍ଟନାୟକବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ନେଲସନ ମଣ୍ଡେଲାଶ୍ରୀ ଅରବିନ୍ଦବୈଷ୍ଣବ ଚରଣ ସାମଲସୂର୍ଯ୍ୟବଂଶୀ ସୂରଜକଳାପାହାଡ଼ଲଘିଷ୍ଠ ସାଧାରଣ ଗୁଣିତକପୁନମ ମିଶ୍ରଭୁବନେଶ୍ୱରଛାନ୍ଦପାରାଦୀପ ବନ୍ଦରପୂର୍ଣ୍ଣଚ୍ଛେଦରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେବାରବାଟି ଦୁର୍ଗଦୀପା ସାହୁ (୧୯୮୫ ଜନ୍ମ)ସଂକ୍ରାନ୍ତିହରେକୃଷ୍ଣ ମହତାବଶରତ କୁମାର ମହାନ୍ତିରବୀନ୍ଦ୍ରନାଥ ଠାକୁରବିଜୁ ପଟ୍ଟନାୟକଚିନ୍ତାମଣି ବେହେରାଓଡ଼ିଆ ଉଇକିପିଡ଼ିଆପାରମିତା ଶତପଥୀନାରୀବାଦମୁକୁନ୍ଦ ଦେବକୃଷ୍ଣଚନ୍ଦ୍ର ପାଣିଗ୍ରାହୀଓଡ଼ିଆ ସାହିତ୍ୟଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରେଶମ ପଥକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଅପରେଟିଙ୍ଗ ସିଷ୍ଟମକଳସା ଚଉତିଶାଟମ୍ ଖା କାଇଜାଭା (ପ୍ରୋଗ୍ରାମିଂ ଭାଷା)ବର୍ଷା ପ୍ରିୟଦର୍ଶିନୀବ୍ୟାଙ୍କଓଡ଼ିଆ କାବ୍ୟ କବିତାଅଂଶୁପା ହ୍ରଦଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଭ୍ୟାକୁମ୍ କ୍ଲିନର୍ଶ୍ରବଣ ( ରାମାୟଣ ର ଚରିତ୍ର )ନବଯୌବନ ବେଶଶ୍ରାଦ୍ଧବିଜୁ ଜନତା ଦଳଫସ୍‌ଫରସ୨୧ଚିଲିକା (କବିତା)ସରୋଜିନୀ ସାହୁବ୍ୟାସଦେବବିରଳା ମନ୍ଦିର, ହାଇଦ୍ରାବାଦଉତ୍କଳ ବିଶ୍ୱବିଦ୍ୟାଳୟଦାଶରଥି ଦାସଓଡ଼ିଆ ଲିପିବ୍ୟଞ୍ଜନ ବର୍ଣ୍ଣଖଡ଼ଗପୁରବୌଦ୍ଧ ଧର୍ମବୃହସ୍ପତି୭୦୧ତମନ୍ନା ବ୍ୟାସ୧୯୬୧ମନୋଜ କୁମାର ମିଶ୍ରନେପଚୁନଟିଣଆରିଷ୍ଟୋଟଲ🡆 More