ବରଗଡ଼: ଓଡ଼ିଶା ଜିଲ୍ଲାର ଏକ ସହର

]

ବରଗଡ଼
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବରଗଡ଼ ଜିଲ୍ଲା
Elevation
171 m (561 ft)
Population
 (2001)
 • Total୧,୬୩,୬୫୧
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (IST)
ପିନ କୋଡ଼
୭୬୮୦୨୮
Websitehttp://bargarh.nic.in/

ବରଗଡ଼ ଭାରତର ଓଡ଼ିଶାରେ ଥିବା ବରଗଡ଼ ଜିଲ୍ଲାର ଏକ ସହର ଓ ମୁଖ୍ୟ ସଦର ମହକୁମା । ଏହା ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ସ‌ହର ।

ଇତିହାସ

ଏହା ସୀମାନ୍ତ ଜିଲ୍ଲା ମାନକଙ୍କଠାରୁ ଅନ୍ୟତମ । ଐତିହାସିକଙ୍କ ମତରେ ୧୧୦୦ ଶତାବ୍ଦୀରେ "ବାଘର କୋଟ" କାଳକ୍ରମେ ପରିବର୍ତ୍ତିତ ହୋଇ "ବରଗଡ଼"ରେ ପରିଣତହେଲା । ଚୌହାନ ବଂଶର ଶେଷ ରାଜା ବଳରାମ ଦେବ ବରଗଡ଼ଠାରେ ଦୁର୍ଗା ସେ ସ୍ଥାପନ କରିଥିଲେ । ଏହା ୧୯୩୬ ମସିହା ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାର ଅନ୍ତର୍ଭକ୍ତ ରହିଥିଲା । ୧୯୩୬ ମସିହା ଅପ୍ରେଲ ୧ରେ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଗଲା

ବିଶେଷତା

ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚରେ ଏଗାରଦିନ ବ୍ଯାପି ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୁଏ ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବୈକୁଣ୍ଠନାଥ ପଟ୍ଟନାୟକମାଣବସା ଗୁରୁବାର୩ ଅପ୍ରେଲଫକୀର ମୋହନ ସେନାପତିଚୈତ୍ର ପୂର୍ଣ୍ଣିମାଛବିଳ ମଧୁ ବର୍ଣ୍ଣବୋଧଆମ୍ବବ୍ୟଞ୍ଜନ ବର୍ଣ୍ଣଜ୍ଞାନକୋଷବଳରାମ ଦାସଧର୍ମେନ୍ଦ୍ର ପ୍ରଧାନରାଧାନାଥ ରାୟପଣିକିଆତାମିଲ ଭାଷାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରାଜା ରାମମୋହନ ରାୟଭି. କାର୍ତ୍ତିକେୟ ପାଣ୍ଡିଆନହଳଧର ନାଗମ୍ୟାଲେରିଆଶଙ୍ଖକୋଣାର୍କ ସୂର୍ଯ୍ୟ ମନ୍ଦିରIndiaଜଗନ୍ନାଥ ପ୍ରସାଦ ଦାସଓଡ଼ିଶାସୁଭାଷ ଚନ୍ଦ୍ର ବୋଷକପିଳାସ ଶିବ ମନ୍ଦିରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚୈତ୍ରରାମକୃଷ୍ଣ ପରମହଂସଓଡ଼ିଶା ବିଧାନ ସଭାକାଳିନ୍ଦୀ ଚରଣ ପାଣିଗ୍ରାହୀସାମବେଦଯୁକ୍ତରାଷ୍ଟ୍ର ଆମେରିକାମଧୁସୂଦନ ରାଓପଣା ସଂକ୍ରାନ୍ତିଅଟିଜିମ୍‌ପଠାଣି ପଟ୍ଟନାୟକମଦର ଟେରେସାଭୁବନେଶ୍ୱର ବେହେରାବରଗଛସମ୍ବାଦଉଇକିକମନ୍ସକବି ପ୍ରସାଦ ମିଶ୍ରଧର୍ମଗଡ଼ଓଡ଼ିଆ ଲିପିକୃଷ୍ଣ ଜନ୍ମାଷ୍ଟମୀଦାଶରଥୀ ଜେନାଲିଚୁନୂଆ ଦିଲ୍ଲୀସବ୍ୟସାଚୀ ମିଶ୍ର୧୯୬୩ର ଓଡ଼ିଆ କଥାଚିତ୍ରନରେନ୍ଦ୍ର ମୋଦୀଜାତୀୟ ସଙ୍ଗୀତଓଡ଼ିଆ ନବବର୍ଷଓଡ଼ିଆ ଖାଦ୍ୟଦାସକାଠିଆ୨୪ ଅପ୍ରେଲଟାଇପରାଇଟରଜାଭା (ପ୍ରୋଗ୍ରାମିଂ ଭାଷା)ବି. ଆର. ଆମ୍ବେଦକରଭାତ🡆 More