ଫନୀ ମହାନ୍ତି: ଓଡ଼ିଆ କବି

ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪) ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି । ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ଫନୀ ମହାନ୍ତି
Phani Mohanty at Salandi Book Fair, Bhadrak in 2023
୨୦୨୩ ମସିହାର ସାଳନ୍ଦୀ ପୁସ୍ତକ ମେଳାରେ ଫନୀ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1944-01-25) ୨୫ ଜାନୁଆରୀ ୧୯୪୪ (ବୟସ ୮୦)
ଫକୀରପଡ଼ା, ଖୋର୍ଦ୍ଧା ଜିଲ୍ଲା
ବୃତ୍ତିକବି
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିମୃଗୟା
ବିଶାଦଯୋଗ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ

ଗତ ଚାରି ଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।ତାଙ୍କ ପ୍ରମୁଖ ରଚନାଗୁଡ଼ିକ ହେଲା

  • ଅହଲ୍ୟା, ୧୯୯୬
  • ମାୟା ଦର୍ପଣ, ୧୯୯୨
  • ପ୍ରିୟତମା, ୧୯୯୧
  • ରୁଚିର ନାଗର, ୧୯୯୦
  • ସ୍ୱୟ ବଂର, ୧୯୮୧
  • କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
  • ମାନଚିତ୍ର, ୧୯୭୩
  • ବିଷାଦ ଯୋଗ
  • ରୁନୁ ପାଇଁ କବିତା
  • ଲୋକଟିଏ
  • ଦିନେ ଦିନେ
  • ଅର୍ଦ୍ଧନାରୀଶ୍ୱର
  • ରୁବି ପାଇଁ କେତୋଟି କବିତା
  • ଦ୍ୱିତୀୟ ଇଶ୍ୱର
  • ଚିତ୍ର ପ୍ରତିମା


ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୭ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୦ତମ ଭୁବନେଶ୍ୱର ପୁସ୍ତକମେଳା)
  • ଗୋକର୍ଣ୍ଣିକା ସମ୍ମାନ

ଆଧାର

ବାହାର ଆଧାର

  • ଫନୀ ମହାନ୍ତି: ରଚନାବଳୀ, ପୁରସ୍କାର ଓ ସମ୍ମାନ, ଆଧାର  ଉଇକିମିଡ଼ିଆ କମନ୍ସରେ Phani Mohanty-ସମ୍ପର୍କିତ ମିଡ଼ିଆ

Tags:

ଫନୀ ମହାନ୍ତି ରଚନାବଳୀଫନୀ ମହାନ୍ତି ପୁରସ୍କାର ଓ ସମ୍ମାନଫନୀ ମହାନ୍ତି ଆଧାରଫନୀ ମହାନ୍ତି ବାହାର ଆଧାରଫନୀ ମହାନ୍ତିଓଡ଼ିଆକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ

🔥 Trending searches on Wiki ଓଡ଼ିଆ:

କାଳିନ୍ଦୀ ଚରଣ ପାଣିଗ୍ରାହୀହେନା ଫୁଲଆଜାଦ ହିନ୍ଦ୍ ଫୌଜଜୟ ଜଗନ୍ନାଥରାକ୍ଷୀ ପୂର୍ଣ୍ଣିମାପରିସଂଖ୍ୟାନଅମ୍ଳଜାନଅଭିରାମ ପରମହଂସରାମଚନ୍ଦ୍ର ମିଶ୍ରରମାକାନ୍ତ ରଥବଙ୍ଗୋପସାଗରବୈଷ୍ଣବ ଚରଣ ସାମଲଚନ୍ଦ୍ରଶେଖର ଆଜାଦନମିତା ଅଗ୍ରୱାଲବିରଜା ମନ୍ଦିରଗଙ୍ଗଶିଉଳୀଓଡ଼ିଆ କାବ୍ୟ କବିତାଜଳ ପ୍ରଦୂଷଣଲୋକ ସଭାଚୈତନ୍ୟହାଡ଼ଫୁଟି୧୨ ଅପ୍ରେଲଧର୍ମେନ୍ଦ୍ର ପ୍ରଧାନୱାଟରଲୁ ଯୁଦ୍ଧଶ୍ରୀନିବାସ ରାମାନୁଜନକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁଜିବର ପ‌ତ୍ରମକର (ରାଶି)ଗୀତଗୋବିନ୍ଦଦୀପକ ମିଶ୍ରସମ୍ବଲପୁରୀ ଭାଷାବୀର ସୁରେନ୍ଦ୍ର ସାଏମାସମହାତ୍ମା ଗାନ୍ଧୀଙ୍କ ପରିବାରକାନାଡ଼ାମହିମା ଧର୍ମଫକୀର ମୋହନ ସେନାପତିଶ୍ରୀରାଧାସଜନାଭାରତୀୟ ସମ୍ବିଧାନଓଡ଼ିଆମହେନ୍ଦ୍ରଗିରିଛବିଳ ମଧୁ ବର୍ଣ୍ଣବୋଧବ୍ରାଉଜରବିଜୟ ମିଶ୍ରଉଦୟନାଥ ଷଡ଼ଙ୍ଗୀତାରିଣୀ ମନ୍ଦିର, ଘଟଗାଁଏ. ପି. ଜେ. ଅବଦୁଲ କଲାମଜଗନ୍ନାଥଙ୍କ ବେଶମୀନ (ମାସ)ଅଖିଳ ନାୟକଜୟନ୍ତୀ ପଟ୍ଟନାୟକଉଇକିପିଡ଼ିଆ ସମୂହର ତାଲିକାଏଚଆଇଭି/ଏଡସ୧୦ ଅଗଷ୍ଟତରୁଣକାନ୍ତି ମିଶ୍ରପଠାଣି ସାମନ୍ତଚୈତ୍ର ପୂର୍ଣ୍ଣିମାମଟର ସାଇକେଲପରଶୁରାମ୧୨ ଡିସେମ୍ବରଭାଷାତାଳଚେରଖଣ୍ଡାୟତରିୟା ସେନଜର୍ଜ କ୍ୟାଣ୍ଟର🡆 More