ଫକୀରମୋହନ ସାହିତ୍ୟ ପରିଷଦ

ଫକୀରମୋହନ ସାହିତ୍ୟ ପରିଷଦ ଓଡ଼ିଶାର ବାଲେଶ୍ୱରଠାରେ କାର୍ଯ୍ୟରତ ଏକ ସାରସ୍ୱତ ଅନୁଷ୍ଠାନ । ୧୯୪୮ ମସିହା ଫେବୃଆରୀ ମାସ ୨୯ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏହାର ପ୍ରତିଷ୍ଠିତ ଥିଲେ ଲୋକରତ୍ନ ଡଃ.

କୁଞ୍ଜବିହାରୀ ଦାଶ । ଫକୀର ମୋହନ ସେନାପତିଙ୍କ ସ୍ମୃତିରେ ଗଠିତ ଏହି ଅନୁଷ୍ଠାନ ତାଙ୍କ ଜନ୍ମଦିବସରେ ବିଭିନ୍ନ ସାରସ୍ୱତ ପୁରସ୍କାର ପ୍ରଦାନ କରିଥାଏ । ଏହା ଓଡ଼ିଶାର ଦ୍ୱିତୀୟ ପୁରାତନ ସାହିତ୍ୟ ଅନୁଷ୍ଠାନ ।

ପୁରସ୍କାର ଓ ସମ୍ମାନ ତାଲିକା

  • ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର (୧୯୯୫)
  • ହରେକୃଷ୍ଣ ଦାସ ଓ ପ୍ରତିଭା ଦାସ ସ୍ମୃତି ସମ୍ମାନ (୨୦୦୪)
    • ହରେକୃଷ୍ଣ ସ୍ମୃତି ସମ୍ମାନ (ଶିଶୁ ସାହିତ୍ୟ, ୧୯୯୭- ୨୦୦୩)
    • ପ୍ରତିଭା ଦାସ ସ୍ମୃତି ସମ୍ମାନ (ଶିଶୁ ସାହିତ୍ୟ, ୨୦୦୦-୨୦୦୩)
  • ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର (୨୦୦୦)
  • ଉଦୟ ଜେନା ସ୍ମୃତି ସମ୍ମାନ (ଚିତ୍ରକଳା, ୨୦୦୧)
  • ଛବିରାୟ ସ୍ମୃତି ସମ୍ମାନ (ବ୍ୟଙ୍ଗ ସାହିତ୍ୟ, ୨୦୦୨)
  • ରାଧାକାନ୍ତ ଦାସ ସ୍ମୃତି ସମ୍ମାନ (ସମ୍ବାଦ ସାହିତ୍ୟ, ୨୦୦୨)
  • ରତ୍ନମଣି ସ୍ମୃତି ସମ୍ମାନ (କବିତା, ୨୦୦୩)
  • କାର୍ତ୍ତିକ ପତି ସମ୍ମାନ (ନାଟ୍ୟ ସାହିତ୍ୟ, ୨୦୦୪)
  • ପରିଷଦ ଗୌରବ ସମ୍ମାନ (୨୦୦୪)
  • ରାଜେନ୍ଦ୍ର ନାଥ ନାୟକ ସ୍ମୃତି ସମ୍ମାନ (ପ୍ରବନ୍ଧ, ୨୦୦୭)
  • ଫକୀରମୋହନ ଗୀତିଶ୍ରୀ ସମ୍ମାନ (ଗୀତି କବିତା, ୨୦୦୮)
  • ହାରାମଣି ବେହେରା ସ୍ମୃତି ସମ୍ମାନ (ଅନୁବାଦ ସାହିତ୍ୟ, ୨୦୦୮)
  • ଡାକ୍ତର ବିଜୟ ଗିରି ସ୍ମୃତି ସମ୍ମାନ (ସମାଲୋଚନା ସାହିତ୍ୟ, ୨୦୧୦)
  • ସନ୍ଧ୍ୟାରାଣୀ ଦେବୀ ସ୍ମୃତି ସମ୍ମାନ (ଉପନ୍ୟାସ, ୨୦୧୧)
  • ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ (‌ଗଳ୍ପ, ୨୦୧୧)
  • ପଞ୍ଚାନନ ଦାଶ ସ୍ମୃତି ସମ୍ମାନ (ସାହିତ୍ୟ ସଂଗଠକ, ୨୦୧୩)
  • ତୁଷାରକାନ୍ତ ମହାପାତ୍ର ସ୍ମୃତି ସମ୍ମାନ (ଜଗନ୍ନାଥ ସଂସ୍କୃତି ପ୍ରସାର, ୨୦୧୬)
  • ରାଧାଦେବୀ ସ୍ମୃତି ସମ୍ମାନ (ପତ୍ରିକା ସମ୍ପାଦନା, ୨୦୧୯)
  • ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ (୨୦୧୯)
  • ମହେଶ୍ୱର ବାଗ ସ୍ମୃତି ସମ୍ମାନ (ବରିଷ୍ଠ ସାହିତ୍ୟିକ ଓ ସମାଜସେବୀ, ୨୦୧୯)

ଆଧାର

Tags:

ଓଡ଼ିଶାଫକୀର ମୋହନ ସେନାପତିବାଲେଶ୍ୱର

🔥 Trending searches on Wiki ଓଡ଼ିଆ:

ଭାରତୀୟ ଜାତୀୟ କଂଗ୍ରେସମନୋଜ ଦାସଙ୍କ କଥା ଓ କାହାଣୀତରଳ ଝାଡ଼ାହନୁମାନ ଜୟନ୍ତୀକଟକଜାନକୀ ବଲ୍ଲଭ ପଟ୍ଟନାୟକବ୍ରାହ୍ମଣପାର୍ବତୀବଡ଼ିଗଙ୍ଗାଧର ମେହେରକଳିଙ୍ଗ ଯୁଦ୍ଧଅନ୍ତରା ଚକ୍ରବର୍ତ୍ତୀବିଦ୍ୟୁତଭୁବନେଶ୍ୱର ବେହେରାନିତ୍ୟାନନ୍ଦ ମହାପାତ୍ର୧୪୧୭ପଣା୧୯୮୮କାଳିନ୍ଦୀ ଚରଣ ପାଣିଗ୍ରାହୀଭୂଗୋଳବଳଦେବଜୀଉ ମନ୍ଦିରନବଗୁଞ୍ଜରଶ୍ରୀ ଅରବିନ୍ଦଆଷାଢ଼୧୯ ଫେବୃଆରୀମୋହନ ଭୋଗପ୍ରାଣୀ୧୯୫୩ପଦାର୍ଥ ବିଜ୍ଞାନଓଡ଼ିଶାର ଦୋଳଯାତ୍ରା୨୦୨୨ ଫିଫା ବିଶ୍ୱକପ୍ବାୟୋନ୍ ମନ୍ଦିରହୀରାକୁଦ ବନ୍ଧଇଟାମାଟି ଗ୍ରାମ୧୯୯୦ଦାମୋଦର ରାଉତତାରାତାରିଣୀ ମନ୍ଦିରବେଲନବୀନ ପଟ୍ଟନାୟକବର୍ଷାକିଶୋରୀ ଚରଣ ଦାସଉତ୍କଳ ବ୍ରାହ୍ମଣ୨ ଅପ୍ରେଲସମୟମଣ୍ଡଳରାମକୃଷ୍ଣ ନନ୍ଦଯମୁନାଇଂରାଜୀ ଭାଷାକଇଥପ୍ଲାଟିପସ୬ ଜୁଲାଇଅଚ୍ୟୁତାନନ୍ଦ ଦାସଇଷ୍ଟ୍ରାଡେଫାଇଲିନ୧ ଅପ୍ରେଲରାଜ୍ୟଭାରତ୨୧ ମାର୍ଚ୍ଚଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାରାଜକିଶୋର ରାୟବିର୍ସା ମୁଣ୍ଡାନୃସିଂହଜଗନ୍ନାଥ ମନ୍ଦିରଧର୍ମରାମ ନବମୀଦୀନନାଥ ପାଠୀ🡆 More