ପ୍ରଦୀପ କୁମାର ପଣ୍ଡା

ପ୍ରଦୀପ କୁମାର ପଣ୍ଡା (ଜନ୍ମ : ୧୪ ସେପ୍ଟେମ୍ବର ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ । ସେ ଓଡ଼ିଆ କବିତା, ଅନୁବାଦ ଓ ପ୍ରବନ୍ଧ ଆଦି ରଚନା କରିଛନ୍ତି ।

ପ୍ରଦୀପ କୁମାର ପଣ୍ଡା
ଜନ୍ମ (1955-09-14) ୧୪ ସେପ୍ଟେମ୍ବର ୧୯୫୫ (ବୟସ ୬୮)
ଡଙ୍ଗରପଡ଼ା, ସମ୍ବଲପୁର
ଜାତୀୟତାଭାରତୀୟ
ବୃତ୍ତିଅଧ୍ୟାପନା
ଚାକିରିକ୍ଷେତ୍ରଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ
ପୁରସ୍କାରଅଖିଳ ମୋହନ କବିତା ସମ୍ମାନ

ଜୀବନୀ

ପ୍ରଦୀପ ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେହି ବିଶ୍ୱବିଦ୍ୟାଳୟର 'ଭୀମଭୋଈ ଚେୟାର'ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।

ସାହିତ୍ୟ ସର୍ଜନା

ପ୍ରଦୀପଙ୍କର ପ୍ରଥମ କବିତା ୧୯୭୪ ମସିହାରେ ଆସନ୍ତା କାଲି ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ କାକପଦ ୨୦୦୪ ମସିହାରେ ପ୍ରକାଶିତ ହୋଇଥିଲା

ରଚନାବଳୀ

  • କାକପଦ - ୨୦୦୪
  • ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା
  • ଯଦି ଯିବାକୁ ଚାହଁ ନିହାରିକା
  • ଅନନ୍ତିମ ଆରଦୃଶ୍ୟ
  • ତୁଳି
  • ଅଫେରା
  • ଯାହା ମୁଁ ଚାହୁଁ ନଥିବି
  • ନିର୍ବାଚିତ ୫୦ (ତାଙ୍କଦ୍ୱାରା ନିର୍ବାଚିତ ୫୦ଟି ଓଡ଼ିଆ କବିତାର ବଙ୍ଗଳା ଅନୁବାଦ)
  • ଅନ୍ଧାରରେ (ହିନ୍ଦୀ କବି ଗଜାନନ୍ଦ ମାଦବ ମୁକ୍ତିବୋଧଙ୍କ ହିନ୍ଦୀ କବିତାର ଓଡ଼ିଆ ଅନୁବାଦ)
  • ଅନ୍ଧାରୀ ଚିନ୍ତାରୁ ଧରିତ୍ରୀ ଚିନ୍ତା
  • ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ

ସମ୍ମାନ ଓ ପୁରସ୍କାର

  • ଅଖିଳ ମୋହନ କବିତା ସମ୍ମାନ - ୨୦୨୧

ଆଧାର

Tags:

ପ୍ରଦୀପ କୁମାର ପଣ୍ଡା ଜୀବନୀପ୍ରଦୀପ କୁମାର ପଣ୍ଡା ସାହିତ୍ୟ ସର୍ଜନାପ୍ରଦୀପ କୁମାର ପଣ୍ଡା ସମ୍ମାନ ଓ ପୁରସ୍କାରପ୍ରଦୀପ କୁମାର ପଣ୍ଡା ଆଧାରପ୍ରଦୀପ କୁମାର ପଣ୍ଡାଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ସମ୍ବଲପୁର ଜିଲ୍ଲାଓଡ଼ିଆ ଯୁବକ ପାଠାଗାର୨୩ ଅପ୍ରେଲହନୁମାନଓଡ଼ିଆ ବାହାଘରଓଡ଼ିଆ କଥାଚିତ୍ର ଜଗତବ୍ରାଉଜରହେଲୋ ନେଟୱର୍କବନ୍ଦେ ମାତରମପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶିବଅଖିଳ ମୋହନ ପଟ୍ଟନାୟକଏ. ପି. ଜେ. ଅବଦୁଲ କଲାମଚୈତନ୍ୟମଧୁସୂଦନ ରାଓମୃଣାଳ ସେନବିଲେଇବୈଷ୍ଣବ ଚରଣ ସାମଲଗାଲୁଆଇଣ୍ଡିଆନ ପ୍ରିମିଅର ଲିଗବିଭୂତି ପଟ୍ଟନାୟକସୌଭାଗ୍ୟ କୁମାର ମିଶ୍ରସ୍ୱିଡେନଭାରତ ସରକାରଓକିଲ ଦିବସଅକ୍ଷୟ ତୃତୀୟାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଉଇକିକମନ୍ସଜଗନ୍ନାଥସଙ୍କୀର୍ତ୍ତନସ୍ୱାଧୀନତା ଦିବସ‌ (ଭାରତ)ମୋରୋକ୍କୋ୧ (ସଂଖ୍ୟା)ଗୌତମ ବୁଦ୍ଧହରେକୃଷ୍ଣ ମହତାବକାଳିନ୍ଦୀ ଚରଣ ପାଣିଗ୍ରାହୀଜୋହାନ୍ ସେବାଷ୍ଟିଆନ୍ ବାକ୍ତାଳଚେରଯୁକ୍ତରାଷ୍ଟ୍ର ଆମେରିକା୪ ଅପ୍ରେଲୱିଲିଅମ ସେକ୍ସପିଅରଚଇତି ଘୋଡ଼ା ନାଚଆଲବର୍ଟ ଆଇନଷ୍ଟାଇନଭାନୁଜୀ ରାଓବିରିମନୋଜ ଦାସନମିତା ଅଗ୍ରୱାଲ୬ ଫେବୃଆରୀପୁରୀମାୟାଧର ମାନସିଂହଅଂଶୁଘାତଦ୍ୱିତୀୟ ବିଶ୍ୱଯୁଦ୍ଧପାଟୁଆ ଯାତ୍ରାଅଂଶୁପା ହ୍ରଦରାଜ ଯୋଗଚିଲିକା ହ୍ରଦଓଡ଼ିଆକ୍ୟୁ. ଆର. କୋଡ଼ବୀଣାପାଣି ମହାନ୍ତିଧର୍ମଜାଭା (ପ୍ରୋଗ୍ରାମିଂ ଭାଷା)ବିବାହକଦଳୀଗଛଭାଷାଚନ୍ଦ୍ରଶେଖର ରଥଏସିଆ🡆 More