ପ୍ରତାପ ଜେନା: ଓଡ଼ିଆ ରାଜନୀତିଜ୍ଞ

ପ୍ରତାପ ଜେନା (ଜନ୍ମ: ୩ ଜୁନ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପ୍ରତାପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କିଷାନନଗର ଓ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରତାପ ଜେନା
ପ୍ରତାପ ଜେନା: ଓଡ଼ିଆ ରାଜନୀତିଜ୍ଞ
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଯୁଧିଷ୍ଠିର ଦାସ
ନିର୍ବାଚନ ମଣ୍ଡଳୀକିଷାନନଗର
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀବିକ୍ରମ କେଶରୀ ବର୍ମା
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-06-03) ୩ ଜୁନ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଡେଜି ଜେନା
ବାପା/ବୋଉଦୁଶାସନ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ପ୍ରତାପ ଜେନା ୧୯୬୬ ମସିହାର ଜୁନ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁଶାସନ ଜେନା ଓ ପତ୍ନୀଙ୍କ ନାମ ଡେଜି ଜେନା । ପ୍ରତାପଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ।

ରାଜନୈତିକ ଜୀବନ

ପ୍ରତାପ ଜେନା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ଆଧାର

Tags:

ଓଡ଼ିଆ ଲୋକ

🔥 Trending searches on Wiki ଓଡ଼ିଆ:

କୃଷ୍ଣପ୍ରସାଦ ମିଶ୍ରନୋବେଲ ପୁରସ୍କାରଗଡ଼ଜାତ କୃଷକଟ୍ରାପିଜିଅମଓଡ଼ିଆ ଭାଗବତସାଇକେଲରାଧାନାଥ ରଥଅଣ୍ଡାଶ୍ରୀସ୍ତନ୍ୟପାୟୀଚିତ୍ତରଞ୍ଜନ ଦାସଦାମୋଦର ରାଉତପ୍ରେମତୁଳସୀ ଗଛସମ୍ବଲପୁରଶ୍ରବଣା (ନକ୍ଷତ୍ର)୨୮ ଫେବୃଆରୀଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଚିତ୍ତରଞ୍ଜନ ତ୍ରିପାଠୀମହାଦେଶଶ୍ରାଦ୍ଧଜଗନ୍ନାଥ ପ୍ରସାଦ ଦାସନିର୍ମଳା (ଉପନ୍ୟାସ)ମଙ୍ଗଳୁ ଚରଣ ବିଶ୍ୱାଳଟାହିଆଲାଗି ବେଶଓପନ-ସୋର୍ସ ସଫ୍ଟୱେରବରଗଛମହେନ୍ଦ୍ର ସିଂହ ଧୋନିଚନ୍ଦ୍ରଶେଖର ରଥରାଧାନାଥ ରାୟଖାଦ୍ୟଆଣ୍ଡାମାନ ସାଗରଟ୍ରାଲୋକିନୁମାବମୁକୁନ୍ଦ ଦେବଜଣ୍ଡିସ୍ଓଡ଼ିଆ କଥାଚିତ୍ର ଜଗତଗୋଲୋକ ବିହାରୀ ଧଳଡାଲମାମାସଦ୍ୱିତୀୟ ବିଶ୍ୱଯୁଦ୍ଧଦ୍ୱିତୀୟ ଭାସ୍କରକାହ୍ନୁଚରଣ ମହାନ୍ତିଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଜୟଦେବପାକ୍ରିଟିନିବଦୀପା ସାହୁ (୧୯୮୫ ଜନ୍ମ)ନନ୍ଦିଘୋଷବ୍ରାହ୍ମ ସମାଜମାଗୁଣିର ଶଗଡ଼ (କଥାଚିତ୍ର)ସାରଥୀ ବାବାବି. ଆର. ଆମ୍ବେଦକରପୁରୀଓମ'ଙ୍କ ନିୟମଗାଲୁଆରାଜ୍ୟ ସଭାରାବଣଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଫକୀର ମୋହନ ସେନାପତିଧରିତ୍ରୀଧନୁ (ରାଶି)ଯୌନ ସମ୍ଭୋଗଲଣ୍ଡନଗୋଦର ରୋଗମାଲେସିଆରାଜକିଶୋର ପଟ୍ଟନାୟକଶ୍ରୀତମ ଦାସରସଗୋଲାସୀତାକାନ୍ତ ମହାପାତ୍ରମୌଳିକ ସଂଖ୍ୟାଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନର🡆 More