ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକମାତ୍ର ଆଇନ ଶିକ୍ଷା ପ୍ରଦାନକାରୀ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ମଧୁସୂଦନ ଆଇନ ମହାବିଦ୍ୟାଳୟ ନାମରେ ନାମିତ ଥିଲା । ଏହା ଓଡ଼ିଶାର ସର୍ବପୂରାତନ ଆଇନ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ । ଏହି ଅନୁଷ୍ଠାନଟି କଟକଠାରେ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟରେ ୫ ବର୍ଷିୟ ବିଏ ଏଲଏଲବି ଏବଂ ୨ ବର୍ଷିୟ ଏଲଏଲଏମ ଶିକ୍ଷା ପ୍ରଦାନ କରାଯାଏ । ଏଠାର ପାଠ୍ୟକ୍ରମ ବାର କାଉନସିଲ୍ ଅଫ ଇଣ୍ଡିଆଦ୍ୱାରା (ବିସିଆଇ) ଅନୁମୋଦିତ ।

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟଧର୍ମ ରକ୍ଷତି ରକ୍ଷିତଃ
ସ୍ଥାପିତ
  • ୧୦ ମାର୍ଚ୍ଚ ୧୮୬୯ ମହିବିଦ୍ୟାଳୟ ରୂପରେ
  • ୨୮ ଅପ୍ରେଲ ୨୦୨୧ ବିଶ୍ୱବିଦ୍ୟାଳୟ ରୂପରେ
ଧାର୍ମିକ ସ୍ଵିକୃତୀବାର କାଉନସିଲ ଅଫ ଇଣ୍ଡିଆ, ୟୁନିଭର୍ସିଟି ଗ୍ରାଣ୍ଟ କମିସନ
କୁଳାଧିପତିଗଣେଶୀ ଲାଲ
କୁଳପତିକମଲଜିତ ସିଂହ
ଅବସ୍ଥାନକଟକ, ଓଡ଼ିଶା, ଭାରତ
20°27′59″N 85°53′46″E / 20.4664616°N 85.896038°E / 20.4664616; 85.896038
ୱେବସାଇଟwww.mslawcollege.org

ଇତିହାସ

୧୮୬୯ ମସିହାରୁ ଓଡ଼ିଶାରେ ଆଇନ ଶିକ୍ଷା କଲିକତା ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରଥମେ ରେଭେନ୍‌ସା କଲିଜିଏଟ ସ୍କୁଲ ଓ ପରେ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଦାନ କରାଯାଉଥିଲା । ୧୯୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଏହା ଅଧିନରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହା ମଧୁବାବୁଙ୍କ ନାମରେ ନାମିତ ହୋଇଥିଲା । ୨୦୨୧ ମସିହା ଅପ୍ରେଲ ମାସ ୨୧ ତାରିଖରେ ଏହି ଅନୁଷ୍ଠାନ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା ଓ ଓଡ଼ିଶାରେ ସମସ୍ତ ଆଇନ ଶିକ୍ଷା ଅନୁଷ୍ଠାନ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧିନକୁ ଆସିଥିଲେ ।

ଉଲ୍ଲେଖନୀୟ ଛାତ୍ର

ଆଧାର

Tags:

କଟକ

🔥 Trending searches on Wiki ଓଡ଼ିଆ:

ବଲ୍ଲଭଭାଇ ପଟେଲଭାରତୀୟ ସଂଖ୍ୟା ପ୍ରଣାଳିଦାସକାଠିଆ୩୦ ସେପ୍ଟେମ୍ବରରାମ ନବମୀଜଗତ(ଜୀବବୀଜ୍ଞାନ)କାଳୀଚରଣ ପଟ୍ଟନାୟକଓଡ଼ିଶାର ଭୂଗୋଳବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିନୋଦ ଚନ୍ଦ୍ର ନାୟକପ୍ରାଣବନ୍ଧୁ କରନାରାୟଣ ସାହୁ (୧୯୨୮ ଜନ୍ମ)ସୁରେନ୍ଦ୍ର ମହାନ୍ତିଦୀପା ସାହୁ (୧୯୮୫ ଜନ୍ମ)ମହାତ୍ମା ଗାନ୍ଧୀଭାରତୀୟ ଡାକ ସେବାସବ୍ୟସାଚୀ ମିଶ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଜଗନ୍ନାଥ ମନ୍ଦିରଦାଶ୨ ଅପ୍ରେଲବିଜୟ କୁମାର ନନ୍ଦଚୈତ୍ରମଙ୍ଗଳା ମନ୍ଦିରଓଡ଼ିଶୀ ସଙ୍ଗୀତବିଶ୍ୱଜିତ ଦାସଭରତ (ରାମାୟଣ)ଗୋପବନ୍ଧୁ ଦାସକୃଷ୍ଣଚନ୍ଦ୍ର ପାଣିଗ୍ରାହୀହିମାଳୟଓମ୍ଭାଷା ବିଜ୍ଞାନଯତୀନ୍ଦ୍ର କୁମାର ନାୟକ୧୨ ଜୁନଝାଲ ମୁଢ଼ିଆଲବର୍ଟ ଆଇନଷ୍ଟାଇନଶିବାଜୀବଳରାମ ଦାସସୁବର୍ଣ୍ଣପୁର ଜିଲ୍ଲାସମୁଦ୍ରଗୁପ୍ତବଣ୍ଡ (ଅର୍ଥ)ବ୍ରହ୍ମପୁତ୍ର ନଦୀଓଡ଼ିଶାର ପ୍ରମୁଖ ପାଠାଗାର ଗୁଡ଼ିକର ତାଲିକାନଅଙ୍କ ଦୁର୍ଭିକ୍ଷଚନ୍ଦ୍ରଶେଖର ନନ୍ଦରୁପାଅର୍ଚ୍ଚନା (କବିତା ସଙ୍କଳନ)ୟୁଭିଆଇଟିସଜନ ଗଣ ମନପରୀ ବେୱାଗୁରୁ ନାନକ୮୦୯ରାଜକିଶୋର ପଟ୍ଟନାୟକରାଜନୀତି ବିଜ୍ଞାନଟିକୋନାଜୋଲସ୍ତନ ଯନ୍ତ୍ରଣାଖାରବେଳରବି ସିଂଚାଣକ୍ୟଓଡ଼ିଆ ଉଇକିପିଡ଼ିଆ୭ ଅପ୍ରେଲପାଟଦେଇକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଷ୍ଟଶମ୍ଭୁ ପୀଠମୌଳିକ ସଂଖ୍ୟାରାମାନୁଜ ଆଚାର୍ଯ୍ୟବଦ୍ରୀନାଥ ମନ୍ଦିରଜଗନ୍ନାଥ ଦାସପାରଦ🡆 More