ପୁଦିନା: ଗୁଳ୍ମ ଜାତୀୟ ଉଦ୍ଭିଦ

ପୁଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଅତି ବେଶୀରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ସର୍ବାଙ୍ଗ ସୁଗନ୍ଧମୟ । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ ।

ପୁଦିନା
ପୁଦିନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Lamiales
କୁଳ: Lamiaceae
ପ୍ରଜାତି: Mentha
ଜାତି: M. arvensis
ବାଇନୋମିଆଲ ନାମ
Mentha arvensis

ବିବିଧ ଭାରତୀୟ ପ୍ରାଦେଶିକ ନାମ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ପୋଦନା, ପୋଦିନା, ପୁଦିନା
ସଂସ୍କୃତ ଅଜୀର୍ଣ୍ଣହର, ସୁଗନ୍ଧିପତ୍ର, ସୌଗନ୍ଧିକ, ସୁରପ୍ରିୟା
ହିନ୍ଦୀ ପୋଦନା,ପୁଦିନା
ତେଲୁଗୁ ପୁରି
ବଙ୍ଗଳା ପୁଦିନା

ଶାସ୍ତ୍ରୋକ୍ତ ଗୁଣ

ପୁଦିନା: ବିବିଧ ଭାରତୀୟ ପ୍ରାଦେଶିକ ନାମ, ଶାସ୍ତ୍ରୋକ୍ତ ଗୁଣ, ବ୍ୟବହାର 
ପୁଦିନା ପତ୍ର

ଶୀତଳ, ରୁଚିକର, କ୍ଷୁଧାବର୍ଦ୍ଧକ, ପାଚକ, ଅଗ୍ନୀଉଦ୍ଦିପକ, ବଳକର। ମାତ୍ରା ଚାରିଅଣାରୁ ଆଠଅଣା ।

ବ୍ୟବହାର

ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ । ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳି ଓ ଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ ।

ପୋଦିନା ପତ୍ର ଚଟଣି ଏକ ଲୋକପ୍ରିୟ ବ୍ୟଞ୍ଜନ।

ଆଧାର

ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
  • http://www.herbsociety-stu.org/Mint.htm Archived 2013-06-29 at the Wayback Machine.


Tags:

ପୁଦିନା ବିବିଧ ଭାରତୀୟ ପ୍ରାଦେଶିକ ନାମପୁଦିନା ଶାସ୍ତ୍ରୋକ୍ତ ଗୁଣପୁଦିନା ବ୍ୟବହାରପୁଦିନା ଆଧାରପୁଦିନା ବାହାର ଆଧାରପୁଦିନା

🔥 Trending searches on Wiki ଓଡ଼ିଆ:

ମିଖାଇଲ ଗୋର୍ବାଚୋଭଗୋଦାବରୀଶ ମିଶ୍ରଛାନ୍ଦପେଚାରାମାୟଣ (ବହୁବିକଳ୍ପ)ଇଣ୍ଡିଆନ ପ୍ରିମିଅର ଲିଗଜୋଆନ ଅଫ ଆର୍କରାକ୍ଷୀ ପୂର୍ଣ୍ଣିମାଷଠି ଓଷାହରପ୍ପା ସଭ୍ୟତାଶ୍ରୀରାମ ପଣ୍ଡାଦିନଜ୍ଞାନପୀଠ ପୁରସ୍କାରବ୍ରତୋପନୟନବିଧାନ ସଭା ସଭ୍ୟପାର୍ବତୀ ଘୋଷଖାରବେଳରାମକୃଷ୍ଣ ନନ୍ଦଦୁର୍ଗା ପୂଜାରତି ରଞ୍ଜନ ମିଶ୍ରକରୁଣାକର କରଅଂଶୁପା ହ୍ରଦଦି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଯୌନ ସମ୍ଭୋଗପୁଷ୍ପେନ୍ଦ୍ର ସିଂହ ଦେଓଜଗନ୍ନାଥ ମନ୍ଦିରସୁରେଶ କୁମାର ରାଉତରାୟନିର୍ମଳା (ଉପନ୍ୟାସ)୧୯୪୯ସମ୍ବଲପୁର ଜିଲ୍ଲାଚନ୍ଦ୍ରଭାନୁ ସିଂହ ଦେଓନବ ଚରଣ ମାଝି୧୬୯୫ଓଡ଼ିଆ ସାହିତ୍ୟଚେକ୍ ଗଣରାଜ୍ୟନରେନ୍ଦ୍ର ମୋଦୀତ୍ରିଭୁଜପ୍ରଥମ ବିଶ୍ୱଯୁଦ୍ଧଚନ୍ଦ୍ରଯାନ-୩ଆଖିଫକୀର ମୋହନ ସେନାପତିଫକୀର ସିଂହପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଉଇକିଖବରସୁଦଶା ବ୍ରତଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିସୀତାକାନ୍ତ ମହାପାତ୍ରକ୍ରିଷ୍ଟୀନା ଅଖିବାରାମଶଙ୍କର ରାୟସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)କଟକମଙ୍ଗଳା ମନ୍ଦିରସଂତୃପ୍ତ ମିଶ୍ରପଦାର୍ଥ ବିଜ୍ଞାନ୧୦ ନଭେମ୍ବରକୁଞ୍ଜବିହାରୀ ଦାଶ୧୭ ମାର୍ଚ୍ଚଜଳବେଙ୍ଗବିଜ୍ଞାନସରୋଜିନୀ ନାଇଡୁସାଧାରଣ ଆପେକ୍ଷିକ ତତ୍ତ୍ୱସିଷ୍ଟର ଶ୍ରୀଦେବୀବିଶ୍ୱ ଏଡ୍‌ସ ଦିବସପାରଦହରପ୍ପାପାକିସ୍ତାନବୀଣାପାଣି ମହାନ୍ତିପୁରାଣଜୟ ଜଗନ୍ନାଥଉଇକିକମନ୍ସକଥା (ପତ୍ରିକା)ଗୋପବନ୍ଧୁ ଦାସ🡆 More