ପିତୃପକ୍ଷ

ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ 'ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ' କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି । ଆଶ୍ୱିନ ମାସର ଚାନ୍ଦ୍ରମାସ ପକ୍ଷ ବା କୃଷ୍ଣପକ୍ଷ ପୃଥିବୀପୃଷ୍ଠଟି ମହାଆଳୟରେ ପରିଣତ ହୋଇଥାଏ । ପିତୃ ଓ ଅବିମୁକ୍ତ ପିତୃ ଉଭୟ ଶ୍ରଦ୍ଧା କାମନାରେ ନିଜ ଗୃହରେ ଉପଗତ ହୋଇଥାଆନ୍ତି ।

ପିତୃପକ୍ଷ
ପିତୃପକ୍ଷରେ ପିଣ୍ତଦାନ

ଆଧାର

Tags:

ଆଶ୍ୱିନ

🔥 Trending searches on Wiki ଓଡ଼ିଆ:

ଘର ବାହୁଡ଼ାକଳିଙ୍ଗ ଯୁଦ୍ଧୱାଟରଲୁ ଯୁଦ୍ଧଫିଲିପାଇନ୍ସଓଡ଼ିଆ ସାହିତ୍ୟସମୀର ରଞ୍ଜନ ଦାଶସୌଭାଗ୍ୟ କୁମାର ମିଶ୍ରପୁରୀ ଜିଲ୍ଲାସୀତାକାନ୍ତ ମହାପାତ୍ରରାଷ୍ଟ୍ରପତି ଭବନଓଡ଼ିଆ କଥାଚିତ୍ର ଜଗତରଜସ୍ୱିଡେନଓଡ଼ିଆ ଭ୍ରମଣ ସାହିତ୍ୟବିଜୟ ମିଶ୍ରଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରହେମନ୍ତ ଦାସଓଡ଼ିଶାର ଇତିହାସସମ୍ବଲପୁରୀ ଭାଷାମନମୋହନ ସାମଲଗୋଦାବରୀଶ ମହାପାତ୍ରଅକ୍ଷାଂଶତାରିଣୀ ମନ୍ଦିର, ଘଟଗାଁଅଶୋକ (ସମ୍ରାଟ)ବିଜୁ ଜନତା ଦଳଛ ମାଣ ଆଠ ଗୁଣ୍ଠକୁନ୍ତଳା କୁମାରୀ ସାବତବୈକୁଣ୍ଠନାଥ ପଟ୍ଟନାୟକହିଙ୍ଗୁଳା ମନ୍ଦିରହାଡ଼ଫୁଟିବର୍ଷା ପ୍ରିୟଦର୍ଶିନୀପଦ୍ମଚରଣ ପଟ୍ଟନାୟକଲକ୍ଷ୍ମୀକାନ୍ତ ମହାପାତ୍ରକୁକୁରନେରାଟିନିବସରୋଜିନୀ ନାଇଡୁଚିନ୍ତାମଣି ବେହେରାଅଚ୍ୟୁତାନନ୍ଦ ଦାସସମ୍ବଲପୁରପଠାଣି ସାମନ୍ତଉଇକିପିଡ଼ିଆଅଷ୍ଟ୍ରେଲିଆମାଳିକାଚନ୍ଦନଲାଗି ବେଶଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାରଥଯାତ୍ରାଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୦ ଅଗଷ୍ଟଉତ୍କଳ ଦିବସଜଗନ୍ନାଥ ଦାସବିବାହଦେଓମାଳୀଚଉଷଠି ଯୋଗିନୀ ମନ୍ଦିର, ହୀରାପୁରଏସ୍କେରିସିଆ କୋଲାଇନୀଳକଣ୍ଠ ଦାସଦୀନକୃଷ୍ଣ ଦାସଭାରତଅମରକଣ୍ଟକ ଏକ୍ସପ୍ରେସସତ୍ୟବାଦୀ ବନ ବିଦ୍ୟାଳୟହନୁମାନନମିତା ଅଗ୍ରୱାଲତାଳଚେରଗୀତଗୋବିନ୍ଦ🡆 More