ପିଜା

ପିଜା ଏକ ଚେପ୍‌ଟା ପାଉଁରୁଟି ଯାହା ଉପରେ ଟମାଟୋ ସସ୍ ଓ ଛେନା ରଖି ଓଭେନରେ ସେକାଯାଏ । ସାଧାରଣତଃ ଏହା ଉପରେ ମାଂସ, ପରିବା ଓ ମସଲା ଦିଆଯାଏ । ଦଶମ ଶତାବ୍ଦୀରେ ଲିଖିତ ଏକ ହସ୍ତଲିପି ମଧ୍ୟ ଇଟାଲିର (Italy) ଗାଏଟାରେ ମିଳିଛି ଯେଉଁଥିରେ ପ୍ରଥମେ ପିଜା ଶବ୍ଦ ଲିପିବଦ୍ଧ ହୋଇଛି । ଆଧୁନିକ ପିଜା ଇଟାଲିର ନେପ୍ଲସ୍‌ରେ (Naples) ଉଦ୍‌ଭାବନ କରାଯାଇଥିଲା ଯାହା ପୃଥିବୀର ଅନେକ ସ୍ଥାନରେ ଜନପ୍ରିୟ ହୋଇଛି ।

ପିଜା
ପିଜା
ପ୍ରକାରFlatbread
ପରଷାମଧ୍ୟହ୍ନ ବା ରାତ୍ରୀ ଭୋଜନ
ମୂଳ ସ୍ଥାନନେପ୍ଲସ୍, କାମ୍ପାନିଆ, ଇଟାଲି
ପରଷିବା ଉତ୍ତାପଉତ୍ତପ୍ତ ବା ଉଷୁମ
ମୁଖ୍ୟ ଉପାଦାନମଇଦା ଚକଟା, ଟମାଟୋ ସସ୍, ଛେନା
ପ୍ରକାର ଭେଦCalzone, panzerotti, stromboli

ସନ ୨୦୦୯ରେ ଇଟାଲିର ଅନୁରୋଧରେ ୟୁରୋପିଆନ ୟୁନିଅନ ନିଓପୋଲିଟାନ (Neapolitan Pizza) ପିଜାକୁ ପାରମ୍ପରିକ ବିଶେଷତା ଗ୍ୟାରେଣ୍ଟି ସୁରକ୍ଷା ଦିଆଗଲା । ସନ ୧୯୮୪ରେ ପ୍ରତିଷ୍ଠିତ ନିଓପୋଲିଟାନ ପିଜା ଆସୋସିଏସନ ଏକ ଅଣଲାଭକାରୀ ସଂସ୍ଥା ଯାହାର ମୂଖ୍ୟ କାର୍ଯ୍ୟାଳୟ ନେପ୍ଲ୍‌ସ୍‌ରେ ଅବସ୍ଥିତ । ଏହା ପ୍ରକୃତ ନିଓପୋଲିଟାନ ପିଜାକୁ ସୁରକ୍ଷା ଦିଏ ।

ପିଜାକୁ ତାଜା ବା ହିମାଚ୍ଛାଦିତ (frozen), ସମ୍ପୁର୍ଣ୍ଣ ବା ଆଂଶିକ ଭାବରେ ବିକ୍ରୟ ହୁଏ ଓ ଏହା ଏକ ସାଧାରଣ ଫାସ୍ଟ ଫୁଡ୍ (fast food) ଭାବରେ ୟୁରୋପ ଓ ଉତ୍ତର ଆମେରିକାରେ ପରିଚିତ । ଏହାକୁ ରାନ୍ଧିବା ନିମନ୍ତେ ବିଭିନ୍ନ ପ୍ରକାରର ଓଭେନ ଥାଏ । ପିଜା ଭଳି ସମାନ ଧରଣର ସାମଗ୍ରୀ ନେଇ ଅନ୍ୟ ରକମର ଖାଦ୍ୟ ତିଆରି ହେଉଛି ଯାହାକୁ କାଲଜୋମ (calzone) ଓ ସ୍ଟ୍ରୋମ୍ବୋଲି (stromboli) କୁହାଯାଏ ।

ଗ୍ୟଲେରୀ

ପଦ୍ଧତି ଫଟୋ ସ‌ହିତ -

ବିଭିନ୍ନ ପ୍ରକାରର ପିଜା-

ଆଧାର

Tags:

en:Italyen:Naples, Italyଛେନା

🔥 Trending searches on Wiki ଓଡ଼ିଆ:

ଦାମୋଦର ରାଉତନୋବେଲ ପୁରସ୍କାରମଦର ଟେରେସାରାଜକିଶୋର ରାୟଶ୍ରବଣା (ନକ୍ଷତ୍ର)ଓଡ଼ିଆଅଚ୍ୟୁତ ଗୋକୁଳ ନାୟକହୀରାକୁଦ ବନ୍ଧପରିବେଶଅଷ୍ଟ୍ରେଲିଆପିଙ୍କି ପ୍ରଧାନରଥବଣଭୋଜି ବେଶସତ୍ୟନାରାୟଣ ରାଜଗୁରୁଶୀତଳ ଷଷ୍ଠୀ ଯାତ୍ରାଭାରତୀୟ ଜାତୀୟ କଂଗ୍ରେସସଂକ୍ରାନ୍ତିରାଜେନ୍ଦ୍ର କିଶୋର ପଣ୍ଡାଜୟଦେବରାଶି ଓ ନକ୍ଷତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିନନ୍ଦିନୀ ଶତପଥୀଶାସ୍ତି (ଓଡ଼ିଆ କଥାଚିତ୍ର)ଏମିସ ଲୋକନବୀନ ପଟ୍ଟନାୟକଫସ୍‌ଫରସଗୋଦାବରୀଶ ମିଶ୍ରହରିପ୍ରସାଦ ଚୌରାଶିଆଶ୍ରୀନିବାସ ରାମାନୁଜନପାଇକ ଆଖଡ଼ା୧୭ ଫେବୃଆରୀରାମଚନ୍ଦ୍ର ମିଶ୍ରଜଣ୍ଡିସ୍ଯୌନ ଉତ୍ପୀଡ଼ନଉଦ୍ଭିଦ ବିଜ୍ଞାନନେପଚୁନଓଡ଼ିଆ ଖବରକାଗଜ ତାଲିକାପଲଉପ୍ରସନ୍ନ କୁମାର ପଣ୍ଡାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭ୍ୟାକୁମ୍ କ୍ଲିନର୍ଭଦ୍ରକଶାରଳା ପୁରସ୍କାରଆକବରଅନନ୍ତ ପଟ୍ଟନାୟକସିଦ୍ଧାନ୍ତ ମହାପାତ୍ରହାଡ଼ଫୁଟିତପନ କୁମାର ପ୍ରଧାନଜଗନ୍ନାଥଫୋସିନୋପ୍ରିଲସରସ୍ୱତୀ ସମ୍ମାନ୧୯୬୧କବିସୂର୍ଯ୍ୟ ବଳଦେବ ରଥହେମନ୍ତ କୁମାର ଦାସନେମାଳରାମରଥଯାତ୍ରାସୁଇଜରଲ୍ୟାଣ୍ଡପ୍ରତିଭା ରାୟଚିକୁନ‌ଗୁନିଆସୂର୍ଯ୍ୟବଂଶୀ ସୂରଜଯାଜପୁର ଜିଲ୍ଲା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଆମ୍ବଇଂଲଣ୍ଡନାରୀବାଦବଳଦେବଜୀଉ ମନ୍ଦିରଭାରତର ସଂସ୍କୃତିଦଣ୍ଡ ନାଟହେପାଟାଇଟିସପ୍ରାଣୀବୈଷ୍ଣବ ପାଣି🡆 More