ପାରସ୍ୟ ସାମ୍ରାଜ୍ୟ: ଇରାନର ପ୍ରାଚୀନ ସାମ୍ରାଜ୍ୟ

ପାରସ୍ୟ ସାମ୍ରାଜ୍ୟ କହିଲେ, ପାରସ୍ୟ (ଆଧୁନିକ ଇରାନ)ରେ କ୍ରମାନ୍ୱୟରେ ପ୍ରତିଷ୍ଠିତ ଆନେକ ରାଜକୀୟ ବଂଶକୁ ବୁଝାଏ । ଏସବୁ ମଧ୍ୟରୁ ପ୍ରଥମଟି ମହାନ ସାଇରସଙ୍କଦ୍ୱାରା ଖୀ.

ପୂ. ୫୫୦ରେ ମିଡିଆ, ଲିଡିଆ ଓ ବାବିଲୋନର ଜୟଦ୍ୱାରା ପ୍ରତିଷ୍ଠା ହୋଇଥିଲା ।

ପାରସ୍ୟ ବଂଶମାନଙ୍କର ଅଧିପତ୍ୟ ଖୀ.ଅ. ୬୫୧ରେ ମୁସଲମାନ ମାନଙ୍କ ଅଧିକାର ଓ ପରେ ମଙ୍ଗୋଲୀୟ ଅଧିକାରଦ୍ୱାରା ବାଧାପ୍ରାପ୍ତ ହୋଇଥିଲା ।

ପାରସ୍ୟର ମୁଖ୍ୟ ଧର୍ମ ଜୋରାଷ୍ଟ୍ରବାଦ ରହିଥିଲା, ମାତ୍ର ୭ମ ସତାବ୍ଦୀ ପରେ ଏଠାରେ ଇସଲାମ ଅନୁସୃତ ହେଲା ।

ଆଧୁନିକ କାଳରେ ଅନେକ ମୁସଲିମ ରାଜବଂଶ ପାରସ୍ୟକୁ ଶାସନ କରିଥିଲେ । ୧୯୭୯ ମସିହା ପରେ ଇରାନ(ପୁର୍ବତନ ପାରସ୍ୟ) ଏକ ମୁସଲିମ ଗଣତନ୍ତ୍ରରେ ପରିଣତ ହୋଇଛି ।

ପାରସ୍ୟ ସାମ୍ରାଜ୍ୟ ଶାସନକାରୀ ରାଜବଂଶ ସମୂହ

  • ଆକମେନିଡ ସାମ୍ରାଜ୍ୟ (ଖୀ.ପୂ. ୫୩୦ - ୩୩୦)
  • ପାର୍ଥିଆନ ସାମ୍ରାଜ୍ୟ (ଖୀ.ପୂ. ୨୪୭ - ଖୀ.ଅ. ୨୨୪)
  • ସାସନିଆନ ସାମ୍ରାଜ୍ୟ (ଖୀ.ଅ. ୨୨୪ -୬୫୧

ମୁସଲମାନଙ୍କ ପାରସ୍ୟ ଜୟ

  • ସାମାନିଦ୍ ସାମ୍ରାଜ୍ୟ
  • ସଫରିଦ ସାମ୍ରାଜ୍ୟ

ମଙ୍ଗୋଲୀୟଙ୍କ କ୍ୱାରେଜମିଆନ୍ ଜୟ

  • ସଫବିଦ ସାମ୍ରାଜ୍ୟ
  • ଅଫସରିଦ ସାମ୍ରାଜ୍ୟ
  • ଜାନ୍ଦ ସାମ୍ରାଜ୍ୟ
  • କାଜାର ସାମ୍ରାଜ୍ୟ
  • ପଲ୍ହବୀ ସାମ୍ରାଜ୍ୟ

ଆଧାର

Tags:

ଇରାନ

🔥 Trending searches on Wiki ଓଡ଼ିଆ:

ଶବ୍ଦ (ଧ୍ୱନି)ଶିମିଳିପାଳ ଜାତୀୟ ଉଦ୍ୟାନସଚିନ ତେନ୍ଦୁଲକର୧୯୮୪ପ୍ରଦୀପ କୁମାର ପାଣିଗ୍ରାହୀ୩୦ ଅପ୍ରେଲକୁକୁରଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଡଙ୍ଗରିଆ କନ୍ଧବ୍ରହ୍ମୋତ୍ରୀ ମହାନ୍ତିକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଯଶୋଧାରା ମିଶ୍ରମନମୋହନ ସାମଲଜୈନ ଧର୍ମଛତିଶଗଡ଼ଓଡ଼ିଆ ଲିପିଲକ୍ଷ୍ମୀ ପୁରାଣମନୋଜ ଦାସଙ୍କ କଥା ଓ କାହାଣୀଦୁର୍ଗାଷ୍ଟମୀଲାଲ ବାହାଦୁର ଶାସ୍ତ୍ରୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଦୁଃଶୀଳାଚଇତି ଘୋଡ଼ା ନାଚଅଳତାବନ୍ଦେ ଉତ୍କଳ ଜନନୀରମାକାନ୍ତ ରଥମନୋଜ ଦାସହେନା ଫୁଲଶିବାଜୀଭାରତର ପ୍ରଧାନମନ୍ତ୍ରୀସୂର୍ଯ୍ୟୋଦୟବିଭୂତି ଭୂଷଣ ପ୍ରଧାନଲକ୍ଷ୍ମଣ ମିଶ୍ରଦଳିତଯକୃତଗୁଣ୍ଡିଚା ମନ୍ଦିରରାଜେନ୍ଦ୍ର ନାରାୟଣ ସିଂହଦେଓ୩ (ସଂଖ୍ୟା)ବିଜୁ ଜନତା ଦଳଇଣ୍ଡୋନେସିଆରାଶି ଓ ନକ୍ଷତ୍ରଉଇକିକମନ୍ସଭଗବତ ଗୀତାଶଶି ଭୂଷଣ ରଥଓଡ଼ିଆ କଥାଚିତ୍ର ଜଗତହିନ୍ଦୁବର କୋଳିଭାରତୀୟ ଦଣ୍ଡ ସଂହିତା, ୧୮୬୦କାଳୀଚରଣ ପଟ୍ଟନାୟକଗଣିତ୧୮ ଅପ୍ରେଲଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାମୁମ୍ବାଇସରସ୍ୱତୀ ସମ୍ମାନନଟବର ସାମନ୍ତରାୟବଡ଼ଓଷାବଳରାମ ଦାସପ୍ରଣବ ପ୍ରକାଶ ଦାସ୨୬ ଅପ୍ରେଲବରଗଛ୮ ଅପ୍ରେଲବାଘତୋରାଣିହନୁମାନ ଚାଳିଶା୧୪ ଅପ୍ରେଲବୈକୁଣ୍ଠନାଥ ପଟ୍ଟନାୟକଜ୍ଞାନୀ ଦେବାଶିଷ ମିଶ୍ର🡆 More