ଜୀବବିଜ୍ଞାନ ପର୍ବ

ଜୀବବିଜ୍ଞାନରେ ପର୍ବ ହେଉଛି ବିଭାଗୀକରଣର ଏକ ସ୍ତର ଯାହା ସାମ୍ରାଜ୍ଯର ନିମ୍ନରେ ଓ ବର୍ଗର ଉପରେ ରହିଥାଏ। ପାରମ୍ପରିକ ଭାବରେ ଉଦ୍ଭିଦବିଜ୍ଞାନରେ ଏହା ବଦଳରେ ବିଭାଗର ବହୁଳ ବ୍ଯବହାର ହୁଏ । କିନ୍ତୁ ଅନ୍ତର୍ରାଷ୍ଟ୍ରୀୟ ଶୈବାଳ, କବକ ଓ ଉଦ୍ଭିଦ ନାମକରଣ ସୂତ୍ର ଏହି ପଦଦ୍ୱୟକୁ ସମଦୃଷ୍ଟିରେ ଦେଖିଥାଏ । ସଜ୍ଞା ଆଧାରରେ ପ୍ରାଣୀସାମ୍ରାଜ୍ଯରେ ପ୍ରାୟ ୩୫ଟି, ଉଦ୍ଭିଦସାମ୍ରାଜ୍ଯରେ ପ୍ରାୟ ୧୪ଟି ଏବଂ କବକସାମ୍ରାଜ୍ଯରେ ପ୍ରାୟ ୮ଟି ପର୍ବ ରହିଛି ।

ଜୀବବିଜ୍ଞାନ ପର୍ବଜୀବନମହାସାମ୍ରାଜ୍ଯKingdomPhylumClassOrderFamilyGenusSpecies
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗର ଆଠଟି ମୁଖ୍ଯ ସ୍ତର। ମଧ୍ଯବର୍ତ୍ତୀ ଗୌଣ ସ୍ତରଗୁଡ଼ିକୁ ଚିହ୍ନଟ କରାଯାଇ ନାହିଁ।

ସାଧାରଣ ବର୍ଣ୍ଣନା

ପର୍ବର ଇଂରାଜୀ ପ୍ରତିଶବ୍ଦ "ଫାଇଲମ୍" (phylum), ପ୍ରଥମେ ୧୮୬୬ ମସିହାରେ ଅର୍ଣ୍ଣେଷ୍ଟ ହେକେଲଙ୍କଦ୍ୱାରା ବ୍ଯବହୃତ ହୋଇଥିଲା । ଏହା ଗ୍ରୀକ୍ ଭାଷାର ଫାଇଲୋନ୍ (φῦλον)ରୁ ଅଣାଯାଇଛି ଯାହାର ଅର୍ଥ ଜାତି । ହେକେଲ ଦେଖିଲେ ଯେ ଜାତିମାନେ କ୍ରମଶଃ ନୂଆ ନୂଆ ଜାତିରେ ବିବର୍ତ୍ତୀତ ହେଉଥାନ୍ତି, କିନ୍ତୁ ନିଜର ପୂର୍ବଜଙ୍କ କିଛି ଗୁଣ ବଜାୟ ରଖିଥାନ୍ତି । ଏହି ଗୁଣାଧାରରେ ଅନେକ ପ୍ରକାରର ଜୀବମାନଙ୍କୁ ଏକ ଶ୍ରେଣୀଭୁକ୍ତ କରାଯାଇପାରିବ (ସ୍ୱାଧାରିତ ଏକକ) । "Wohl aber ist eine solche reale und vollkommen abgeschlossene Einheit die Summe aller Species, welche aus einer und derselben gemeinschaftlichen Stammform allmählig sich entwickelt haben, wie z. B. alle Wirbelthiere. Diese Summe nennen wir Stamm (Phylon)." ଅନୁବାଦ - କିନ୍ତୁ ଏହିପରି ବାସ୍ତବ ଏବଂ ସ୍ୱାଧାରିତ ଏକକ ହେଉଛି ସେ ସମସ୍ତ ଜାତିମାନଙ୍କର ସମାହାର ଯେଉଁମାନେ ଗୋଟିଏ ପୂର୍ବଜଙ୍କଠାରୁ ସୃଷ୍ଟି ହୋଇଛନ୍ତି, ଉଦାହରଣ ସ୍ବରୂପ - ସମସ୍ତ ମେରୁଦଣ୍ଡୀ । ଆମେ ଏହି ସମାହାରକୁ ଷ୍ଟାମ୍ ଅର୍ଥାତ୍ ପର୍ବ ବୋଲି ନାମିଥାଉ । ଉଦ୍ଭିଦ ବିଭାଗୀକରଣରେ ଅଗଷ୍ଟ ଏଇକ୍ଲର (୧୮୮୩) ଉଦ୍ଭିଦମାନଙ୍କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରିଥିଲେ, ଯାହା ଏବେ ମଧ୍ଯ ବହୁଳ ବ୍ଯବହୃତ । ଜୀବବୈଜ୍ଞାନୀୟ ପର୍ବର ସଜ୍ଞା ଛଅଟି ଲିନୀୟ ବର୍ଗରେ ବଦଳି ଯାଇଛି ।

ଜ୍ଞାତ ପର୍ବ

ପ୍ରାଣୀ

ପ୍ରୋଟୋଷ୍ଟୋମ ବାଇଲାଟେରିଆ
ଡିଉଟେରୋଷ୍ଟୋମ
ବାସାଲ୍/ବିବାଦିତ
ଅନ୍ଯାନ୍ଯ
ପର୍ବ ଅର୍ଥ ସାଧାରଣ ନାମ ବିଶେଷ ଗୁଣ ବର୍ଣ୍ଣିତ ଜାତିସଂଖ୍ୟା
ଆକାନ୍ଥୋସେଫାଲା କଣ୍ଟାଯୁକ୍ତ ମୁଣ୍ଡ କଣ୍ଟା-ମୁଣ୍ଡିଆ ଜିଆ:278 କଣ୍ଟାଯୁକ୍ତ ପ୍ରୋବୋସିସ ୧,୪୨୦
ଆନେଲିଡା କ୍ଷୁଦ୍ର ଚକ୍ର:306 ଖଣ୍ଡିଆ ଜିଆ ଏକାଧିକ ଗୋଲାକାର ଖଣ୍ଡ ୧୭,୦୦୦ + ପ୍ରାପ୍ତ
ଆର୍ଥ୍ରୋପୋଡା ଯୋଡିତ ଗୋଡ଼ ସନ୍ଧିପଦ ଖଣ୍ଡିଆ ଦେହ ଏବଂ ସଂଯୁକ୍ତ ଗୋଡ଼ ତଥା କାଇଟିନ ବାହ୍ଯକଙ୍କାଳ ବିଶିଷ୍ଟ ୧୨,୫୦,୦୦୦+ ପ୍ରାପ୍ତ; ୨୦,୦୦୦+ ବିଲୁପ୍ତ
ବ୍ରାକିଓପୋଡା ବାହୁ ପାଦ:336 ଲାମ୍ପଖୋଳୀୟ:336 ଲୋଫୋଛିଦ୍ର ଏବଂ ପେଡିକଲ ୩୦୦-୫୦୦ ପ୍ରାପ୍ତ; ୧୨,୦୦୦+ ବିଲୁପ୍ତ
ବ୍ରାୟୋଜୋଆ ମସ୍ ପ୍ରାଣୀ Moss animals, sea mats, ectoprocts:332 Lophophore, no pedicle, ciliated tentacles, anus outside ring of cilia ୬,୦୦୦ extant
Chaetognatha Longhair jaw Arrow worms:342 Chitinous spines either side of head, fins approx. ୧୦୦ extant
Chordata With a cord Chordates Hollow dorsal nerve cord, notochord, pharyngeal slits, endostyle, post-anal tail approx. ୫୫,୦୦୦+
Cnidaria Stinging nettle Cnidarians Nematocysts (stinging cells) approx. ୧୬,୦୦୦
Ctenophora Comb bearer Comb jellies:256 Eight "comb rows" of fused cilia approx. ୧୦୦-150 extant
Cycliophora Wheel carrying Symbion Circular mouth surrounded by small cilia, sac-like bodies +
Echinodermata Spiny skin Echinoderms:348 Fivefold radial symmetry in living forms, mesodermal calcified spines approx. ୭,୫୦୦ extant; approx. 13,000 extinct
Entoprocta Inside anus:292 Goblet worms Anus inside ring of cilia approx. ୧୫୦
Gastrotricha Hairy stomach:288 Gastrotrich worms Two terminal adhesive tubes approx. ୬୯୦
Gnathostomulida Jaw orifice Jaw worms:260 approx. ୧୦୦
Hemichordata Half cord:344 Acorn worms, hemichordates Stomochord in collar, pharyngeal slits approx. ୧୩୦ extant
Kinorhyncha Motion snout Mud dragons Eleven segments, each with a dorsal plate approx. ୧୫୦
Loricifera Corset bearer Brush heads Umbrella-like scales at each end approx. ୧୨୨
Micrognathozoa Tiny jaw animals Limnognathia Accordion-like extensible thorax
Mollusca Soft:320 Mollusks / molluscs Muscular foot and mantle round shell ୮୫,୦୦୦+ extant; 80,000+ extinct
Nematoda Thread like Round worms, thread worms:274 Round cross section, keratin cuticle ୨୫,୦୦୦
Nematomorpha Thread form:276 Horsehair worms, gordian worms:276 approx. ୩୨୦
Nemertea A sea nymph:270 Ribbon worms, rhynchocoela:270 approx. ୧,୨୦୦
Onychophora Claw bearer Velvet worms:328 Legs tipped by chitinous claws approx. ୨୦୦ extant
Orthonectida Straight swimming:268 Orthonectids:268 Single layer of ciliated cells surrounding a mass of sex cells approx. ୨୬
Phoronida Zeus's mistress Horseshoe worms U-shaped gut ୧୧
Placozoa Plate animals Trichoplaxes:242 Differentiated top and bottom surfaces, two ciliated cell layers, amoeboid fiber cells in between
Platyhelminthes Flat worm:262 Flatworms:262 approx. ୨୯,୫୦୦
Porifera Pore bearer Sponges:246 Perforated interior wall ୧୦,୮୦୦ extant
Priapulida Little Priapus Penis worms approx. ୨୦
Rhombozoa Lozenge animal Rhombozoans:264 Single anteroposterior axial cell surrounded by ciliated cells ୧୦୦+
Rotifera Wheel bearer Rotifers:282 Anterior crown of cilia approx. ୨,୦୦୦
Sipuncula Small tube Peanut worms Mouth surrounded by invertible tentacles ୧୪୪-320
Tardigrada Slow step Water bears, Moss piglets Four segmented body and head ୧,୦୦୦
Xenacoelomorpha Strange hollow form Acoels, xenoturbellids Bilaterian, but lacking typical bilaterian structures such as gut cavities, anuses, and circulatory systems ୪୦୦+
Total: 34 1,525,000

ଆଧାର

Tags:

ଜୀବବିଜ୍ଞାନ ପର୍ବ ସାଧାରଣ ବର୍ଣ୍ଣନାଜୀବବିଜ୍ଞାନ ପର୍ବ ଜ୍ଞାତ ପର୍ବଜୀବବିଜ୍ଞାନ ପର୍ବ ଆଧାରଜୀବବିଜ୍ଞାନ ପର୍ବଉଦ୍ଭିଦଛତୁପ୍ରାଣୀସାମ୍ରାଜ୍ୟ (ଜୀବବିଜ୍ଞାନ)

🔥 Trending searches on Wiki ଓଡ଼ିଆ:

ତିଳ ଚତୁର୍ଥୀରଥଯାତ୍ରାରେଶମ ପଥଓଡ଼ିଆ କଥାଚିତ୍ର ଜଗତକାଳିଚରଣ ପଟ୍ଟନାୟକଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଭୃସଙ୍ଗ ଗଛସାରଳା ମନ୍ଦିରଅଂଶୁଘାତଗୋପାଳ ଚନ୍ଦ୍ର ପ୍ରହରାଜଆଚାର୍ଯ୍ୟ ହରିହରଓଡ଼ିଆ ସାହିତ୍ୟବସନ୍ତ କୁମାର ଶତପଥୀଜଗନ୍ନାଥଙ୍କ ବେଶଜୁନପୂରଣବାଚକ ସଂଖ୍ୟାବେଲଲିମାଟୁକୁନି ସାହୁଜଗନ୍ନାଥ ପ୍ରସାଦ ଦାସଛବିଳ ମଧୁ ବର୍ଣ୍ଣବୋଧନଅତୁଣ୍ଡୀକାଳିନ୍ଦୀ ଚରଣ ପାଣିଗ୍ରାହୀଅକ୍ଷୟ ତୃତୀୟାଫେବୃଆରୀ ୨୯ଭାରତୀୟ ସମ୍ବିଧାନଯୁକ୍ତରାଜ୍ୟୟୁ ଟ୍ୟୁବପୁଥୁପ୍ପାଲ୍ଲୀ, କୋଟ୍ଟାୟାମ୧୭ ଫେବୃଆରୀଗିରିଧର ଗମାଙ୍ଗଭକ୍ତ ଚରଣ ଦାସନବକଳେବର୧୬୬୫ନୀଳକଣ୍ଠ ଦାସଗୌରୀଶଙ୍କର ରାୟବଳରାମ ଦାସପ୍ରଦୀପ କୁମାର ପାଣିଗ୍ରାହୀଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଚାଟ୍ ଜିପିଟିନଟବର ସାମନ୍ତରାୟ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକାଞ୍ଚି ଅଭିଯାନଜଗନ୍ନାଥ ଦାସମୟୂରଭଞ୍ଜ ଜିଲ୍ଲାଆଉରଙ୍ଗଜେବଚାଣକ୍ୟକୋରାପୁଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଇଣ୍ଡୋନେସିଆପୁରୀକାଗଜବୌଦ୍ଧ ଧର୍ମଉତ୍କଳ ବ୍ରାହ୍ମଣକଟକତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀନେତୃତ୍ୱଖଞ୍ଜଣିଗୋପବନ୍ଧୁ ଚୌଧୁରୀଗୋଦାବରୀଶ ମିଶ୍ରଚାରି ଧାମଧରିତ୍ରୀପିଙ୍କି ପ୍ରଧାନଦଶାବତାରୟୁରୋପପାପୁଆ ନିଉ ଗିନିକୃଷ୍ଣଘରପାର୍ବତୀବିଶ୍ୱ ମ୍ୟାଲେରିଆ ଦିବସ୧୯୬୧🡆 More