ଟେମିଂକ୍ ନୁକୁରି ପକ୍ଷୀ: ଏକ ପ୍ରକାରର ପକ୍ଷୀ

ଟେମିଂକ୍ ନୁକୁରି ପକ୍ଷୀ (ଇଂରାଜୀରେ Temminck's courser, ଜୀବବିଜ୍ଞାନ ନାମ Cursorius temminckii) ନୁକୁରି ପକ୍ଷୀ ପରିବାର ଗ୍ଲେରିଓଲିଡାଏର ଏକ ସଦସ୍ୟ ପକ୍ଷୀ । ଆଫ୍ରିକାର ଉପ-ସାହାରା ଅଞ୍ଚଳରେ ଏହି ୱେଡର୍ ବର୍ଗୀକୃତ ପକ୍ଷୀମାନଙ୍କୁ ଦେଖିବାକୁ ମିଳେ । ଆଫ୍ରିକୀୟ ସାଭାନ୍ନା ତୃଣଭୂମିର ପୋଡ଼ା ଯାଇଥିବା ବୁଦା ଓ ଘାସ ମଧ୍ୟରେ ଏହି ପକ୍ଷୀ ନିଜର ଗାଢ଼ ପାଉଁଶିଆ ରଙ୍ଗର ଅଣ୍ଡା ଦେବା ଲକ୍ଷ୍ୟ କରାଯାଇଛି ।

ଟେମିଂକ୍ ନୁକୁରି ପକ୍ଷୀ
ଟେମିଂକ୍ ନୁକୁରି ପକ୍ଷୀ: ଏକ ପ୍ରକାରର ପକ୍ଷୀ
Conservation status
ଟେମିଂକ୍ ନୁକୁରି ପକ୍ଷୀ: ଏକ ପ୍ରକାରର ପକ୍ଷୀ
Least Concern  (IUCN 3.1)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Glareolidae
Genus: Cursorius
ଜାତି: C. temminckii
ବାଇନୋମିଆଲ ନାମ
Cursorius temminckii
ୱିଲିୟମ୍ ଜନ୍ ସ୍ୱୈନ୍ସନ୍, ୧୮୨୨

ଉପପ୍ରଜାତି ସମୂହ

ଟେମିଂକ୍ ନୁକୁରି ପକ୍ଷୀର ତିନୋଟି ଉପପ୍ରଜାତି ରହିଛନ୍ତି ।

  • କର୍ସୋରିୟସ୍ ଟେମିଂକି ଟେମିଂକି (C. t. temminckii), (ୱିଲିୟମ୍ ଜନ୍ ସ୍ୱୈନ୍ସନ୍, ୧୮୨୨) ଉପପ୍ରଜାତି : ସେନେଗାଲରୁ ନେଇ ଇଥିଓପିଆ, କେନିଆ ଓ ଉତ୍ତର ତାଞ୍ଜାନିଆ
  • କର୍ସୋରିୟସ୍ ଟେମିଂକି ରୁଭାନେନ୍ସିସ୍ (C. t. ruvanensis), (ଗ୍ୟୁଲା ମାଦାରଜ୍, ୧୯୧୫) ଉପପ୍ରଜାତି : ଦକ୍ଷିଣ ତାଞ୍ଜାନିଆରୁ ନେଇ ଅଂଗୋଲା, ମୋଜାମ୍ବିକ୍ ଓ ଉତ୍ତର-ପୂର୍ବ ଦକ୍ଷିଣ ଆଫ୍ରିକା
  • କର୍ସୋରିୟସ୍ ଟେମିଂକି ଏରିଡସ୍ (C. t. aridus), (ଫିଲିପ୍ କ୍ଲେନ୍ସି, ୧୯୮୯) ଉପପ୍ରଜାତି : ଉତ୍ତର ନାମିବିଆରୁ ନେଇ ପଶ୍ଚିମ ଜିମ୍ବାୱେ
ଟେମିଂକ୍ ନୁକୁରି ପକ୍ଷୀ: ଏକ ପ୍ରକାରର ପକ୍ଷୀ 


ଏହି ନୁକୁରି ପକ୍ଷୀର ସାଧାରଣ ନାମ ଓ ଜୀବବିଜ୍ଞାନ ନାମରେ ରହିଥିବା “ଟେମିଂକ୍” ଶବ୍ଦ ପ୍ରସିଦ୍ଧ ଓଲନ୍ଦାଜ ପ୍ରକୃତିବିତ୍ କନ୍ରାଡ଼୍ ୟାକବ୍ ଟେମିଂକ୍‍ଙ୍କ ସମ୍ମାନରେ ରଖାଯାଇଛି ।

ଆଧାର

Tags:

🔥 Trending searches on Wiki ଓଡ଼ିଆ:

ବୈଜୟନ୍ତ ପଣ୍ଡାସୁବର୍ଣ୍ଣପୁର ଜିଲ୍ଲାକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଭାରତର ରାଷ୍ଟ୍ରପତିବିନୋଦ ଚନ୍ଦ୍ର ନାୟକରବି ସିଂହ ମାଝିଦେଶ୧୫୨୮କ୍ଲୋନିଡିନଲକ୍ଷ୍ମଣ ନାୟକଉତ୍ତରାଖଣ୍ଡକମ୍ପ୍ୟୁଟର ବିଜ୍ଞାନରାମକୃଷ୍ଣ ନନ୍ଦଗଣିତଲକ୍ଷ୍ମୀନାରାୟଣ ସାହୁନଳିନୀକାନ୍ତ ମହାନ୍ତିବିଶ୍ୱ ତମାଖୁହୀନ ଦିବସନୃସିଂହମାଳିକାଉଇକିପାଠାଗାରଭାରତୀୟ ଷ୍ଟେଟ୍ ବ୍ୟାଙ୍କଗଞ୍ଜା ଲଢ଼େଇଉଇକିପିଡ଼ିଆ ସମୂହର ତାଲିକା୧୬୨୫ତୁଳସୀ ଦାସଚନ୍ଦ୍ରଯାନ-୧ବକ୍ସି ଜଗବନ୍ଧୁନେଲସନ ମଣ୍ଡେଲାସୀତା ବିବାହସାନ୍ତାଳ ଜନଜାତିଅଯୁଗ୍ମ ସଂଖ୍ୟାଓଡ଼ିଆ ନାଟକଭାରତୀୟ ସ୍ୱାଧୀନତା ଆନ୍ଦୋଳନଚୈତନ୍ୟଟାଟା ମୋଟରସମାଉସଗୀତଗୋବିନ୍ଦନବୀନ ପଟ୍ଟନାୟକଉତ୍କଳ ବ୍ରାହ୍ମଣଖଲିପତ୍ରପରଳସମୟ (କାଳ)୧୧ ମାର୍ଚ୍ଚଶାନ୍ତନୁ କୁମାର ଆଚାର୍ଯ୍ୟଅର୍ଜୁନ ଗଛଅନୁରାଧା କୋଇରାଲାରତି ରଞ୍ଜନ ମିଶ୍ରଗ୍ରୀକ ଭାଷାଅନୁଶ୍ରୀ (କନ୍ନଡ଼ ଅଭିନେତ୍ରୀ)ବିଶ୍ୱ ଏଡ୍‌ସ ଦିବସନାରୀବାଦମହାଦେଶଭିକାରୀ ବଳବିଷ୍ଣୁବ୍ରତ ରାଉତରାୟ୧୫୭୬ଇସ୍ରାଏଲପାଇଥନ୍ (ପ୍ରୋଗ୍ରାମିଂ ଭାଷା)ପ୍ରେମଯକ୍ଷ୍ମାଲଳିତା (୧୯୪୯ର ସିନେମା)ମେଧା ପାଟକରସ୍ୱଚ୍ଛ ଭାରତ ଅଭିଯାନପୃଥ୍ୱୀରାଜ ଚୌହାନପ୍ରତିଭା ରାୟକଟକବେଙ୍ଗଭୂଗୋଳପ୍ରସବବନ୍ଦେ ଉତ୍କଳ ଜନନୀଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୁରେଶ କୁମାର ରାଉତରାୟଶ୍ୱେତସାର🡆 More